ଯାଜପୁର

ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ ସଚେତନତା…

7 years ago

ଯାଜପୁରରେ କେବଳ ରବିବାର ଖୋଲା ରହିବ ପାଠ୍ୟ ପୁସ୍ତକ, ଗ୍ୟାରେଜ, ବିଦ୍ୟୁତ୍‌ ଉପକରଣ ଦୋକାନ

ଯାଜପୁର ଅଫିସ,୧୫।୪: ଯାଜପୁର ଜିଲାର ପାଠ୍ୟ ପୁସ୍ତକ ଦୋକାନ, ଗ୍ୟାରେଜ, ବିଦ୍ୟୁତ୍‌ ଉପକରଣ ଆଦି ଦୋକାନ ଦୈନିକ ପରିବର୍ତ୍ତେ କେବଳ ରବିବାର ଦିନ ଖୋଲା ରହିବ। ସକାଳ…

7 years ago

ଯାଜପୁର ଜିଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସାନତ୍ରିଲୋଚନପୁର ଓ ସଇପୁର

ଯାଜପୁର ଅଫିସ,୧୪।୪: ରାଜ୍ୟରେ ଚିହ୍ନଟ ହୋଇଥିବା ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ଏ ନେଇ ମଙ୍ଗଳବାର…

7 years ago

ହୋମ କ୍ୱାରାଣ୍ଟାଇନରେ ଥିବା ଯୁବକଙ୍କ ଆତ୍ମହତ୍ୟା:୧୦ ଗ୍ରାମବାସୀ ଅଟକ

ଧର୍ମଶାଳା,୧୪ା୪(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଥାନା ଦେଉଦା ଗ୍ରାମର ସୁରେଶ ସାହୁ (୩୨) ନାମକ ଜଣେ ଯୁବକ ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ସୋମବାର ରଶି ଲଗାଇ ଆତ୍ମହତ୍ୟା…

7 years ago

ବନ୍ଦ ହେଲା ମଧୁବନ ସାପ୍ତାହିକ ହାଟ

ରସୁଲପୁର,୧୧।୪(ଡିଏନଏ): ହାଟଗୁଡିକରେ ସାମାଜିକ ଦୂରତ୍ୱ ଓ ସଂଗରୋଧ ରକ୍ଷା କରାଯାଉ ନ ଥିବାରୁ ଏହାକୁ କରୋନା ପାଇଁ ଉଷ୍ମପ୍ରବଣ ଅଞ୍ଚଳ ବୋଲି ମନେ କରାଯାଉଛି। ଏହିକ୍ରମରେ ପ୍ରଶାସନ…

7 years ago

ଫସି ରହିଛନ୍ତି ବାହାର ରାଜ୍ୟ, ଜିଲାର ଶତାଧିକ ଶ୍ରମିକ ସରିଗଲାଣି ଉପାର୍ଜିତ ଅର୍ଥ, ଖାଦ୍ୟ ପାଇଁ ନିବେଦନ

ଚଣ୍ଡିଖୋଲ,୧୧।୪(ଡି.ଏନ.ଏ)- ଯାଜପୁର ଜିଲା ବଡଚଣା ବ୍ଲକ ବଡବାଲିକୁଦା ପଞ୍ଚାୟତରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରମିକ ଲକଡାଉନ ପାଇଁ ଫସି ରହିଛନ୍ତି। କରୋନା ପାଇଁ ଲକଡାଉନ ଘୋଷଣା…

7 years ago

କର୍ମଚାରୀଙ୍କୁ ଛଟେଇ କଲା ମିଶ୍ରିଲାଲ କମ୍ପାନୀ

କାଳିଆପାଣି,୧୧।୪(ଡିଏନଏ): ଲକ୍‌ଡାଉନ ସମୟରେ କୌଣସି କର୍ମଚାରୀଙ୍କୁ କମ୍ପାନିପକ୍ଷରୁ ଛଟେଇ କରାଯାଇ ପାରିବ ନାହିଁ କିମ୍ବା ଦରମା କାଟିପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର…

7 years ago

ବମିଖାଲରୁ ଲୁଚି ପଳାଇ ଆସିଛନ୍ତି ଦମ୍ପତି, ଭୟରେ ଅଞ୍ଚଳବାସୀ

ରସୁଲପୁର,୧୧।୪(ଡିଏନଏ)- ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚତ୍ଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ଏହି ସହରର ସତ୍ୟନଗର, ବମିଖାଲ, ସୁନ୍ଦରପଦା, ଝାରପଡ଼ା…

7 years ago

କଲଣ ହାଟରେ କରୋନା କଟକଣା ବାଟବଣା

ରସୁଲପୁର,୯।୪(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କରୋନା ପାଇଁ ହାଟଗୁଡିକ ଉପରେ…

7 years ago

ଅମାନିଆଙ୍କ ଗାଡ଼ି ଚକାରୁ ପବନ କାଢ଼ିଦେଲା ପୋଲିସ

ବିଞ୍ଝାରପୁର,୯।୪(ଡି.ଏନ.ଏ.)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କେତେଜଣ ଅମାନିଆଙ୍କୁ ସାବାଡ କରିଛି ପୋଲିସ। ବିନା କାରଣରେ ବାଇକ ଧରି ବଜାରକୁ…

7 years ago