ଗଞ୍ଜାମ

ଭିଜିଲାନ୍ସ ସଚେତନତା ସପ୍ତାହ: ଦୁର୍ନୀତିମୁକ୍ତ ସମାଜ ଗଠନ ଲାଗି ଶପଥପାଠ

ଛତ୍ରପୁର,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ପକ୍ଷରୁ ସୋମବାର ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ହୋଇଛି। ଏହି ଅବସରରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ପରେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଏକ ଶପଥ ପାଠ ହୋଇଥିଲା। ଏଥିରେ ଗଞ୍ଜାମ…

ରାସ୍ତା ମରାମତି ଲାଗି ଜିଲାପାଳଙ୍କୁ ଜଣାଇଲେ ଗ୍ରାମବାସୀ

ବ୍ରହ୍ମପୁର ଅଫିସ୍‌,୨୮।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକର ଆଙ୍କୁଶପୁର ଛକଠାରୁ ପ୍ରତାପକୃଷ୍ଣଚନ୍ଦପୁର ଭାୟା ମଶିଆାଲି ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏ ନେଇ ସୋମବାର ଗ୍ରାମବାସୀ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ବିଜୟ ଅମୃତା…

ଦୀପାବଳିରେ ଅଘଟଣ: ବାଣଫୁଟି ୨ ମୃତ

ଖଲିକୋଟ, ୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟ ଏନ୍‌ଏସି ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ହରିଜନପୁର ସାହିରେ ବାଣ ଫୁଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମାଧବ ଦାସ(୨୫) ଏବଂ ଶ୍ରଦ୍ଧେୟ ଦାସ(୨୫)। ପ୍ରକାଶ ଯେ, ମାଧବ ଓ ଶ୍ରଦ୍ଧେୟ ଦୀପାବଳି ରାତିରେ…

ପୋଲିସ ଏନ୍‌କାଉଣ୍ଟରରେ ଅପରାଧୀ ଟିଙ୍ଗିରି ଆହତ

ଆସିକା,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥରରେ ପୋଲିସ ଏନ୍‌କାଉଣ୍ଟରରେ ଟିଙ୍ଗିରି ଦୋରା(୩୨) ନାମକ ଜଣେ ଅପରାଧୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଦୀପାବଳି ଅବସରରେ ଗାଁରେ କିଛି ଖେଳ ହେଉଥିଲା। ସେଠାରେ ଗାଁର…

ନିୟମିତ ୪୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପାତ୍ରପୁର, ୨୭।୧୦ (ଡି.ଏନ୍‌.ଏ.)- ପାତ୍ରପୁର ସ୍ଥିତ ଶିକ୍ଷକ ଭବନ ପରିସରରେ ଶନିବାର ନିୟମିତ ହୋଇଥିବା ୪୯ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସଭାପତି ଟୁଟୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ…

କ୍ଷତିଗ୍ରସ୍ତ ଜମି ଦେଖିଲେ ଭାଜପା ରାଜ୍ୟ ସମ୍ପାଦକ

କନିଷି,୨୭।୧୦(ଡି.ଏନ.ଏ.)-ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରିଛନ୍ତି। ବୟାଳି, ଶାସନ ପଦର, ପାନାପୁଲୀ, ତୁଳୁ, କେଲୁଆପଲି, କିର୍ତ୍ତିପୁର, ଗାରମାପେଟା, କୋଳଥିଗାଁ, ଆଙ୍କୁଲି, ଗଉଞ୍ଜୁ ଆଦି ଗାଁ ବୁଲି…

ଗୁଣି ଗାରେଡ଼ି ନେଇ ସଚେତନତା ସଭା

ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ହେତୁବାଦୀ ସମାଜ ସହାୟତାରେ ଗୁଣି ଗାରେଡ଼ି ଉପରେ ଏକ ସଚେତନତା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ମଧ୍ୟରେ ଏବେବି ଗୁଣି ଉପରେ ଅନ୍ଧ ବିଶ୍ୱାସ ଭରି ରହିଛି। ଏଥିପାଇଁ ବିଭିନ୍ନ ସମୟରେ…

ଭଞ୍ଜନଗରରେ କାଳୀ ପୂଜା

ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ ରବିବାର କାଳୀ ପୂଜା ପାଳିତ ହେଉଛି। ରାତିରେ ପୂଜା ସମ୍ପୂର୍ଣ୍ଣ ହେବାପରେ ଦେବୀଙ୍କ ମୁହଁ ଖୋଲିବ। ସେହିଭଳି ବନ ବିଭାଗ ପକ୍ଷରୁ ସ୍ଥାନୀୟ ହାର୍ଟ ନଗରରେ କାଳୀ ପୂଜା ହେବ। ଓଡ଼ିଶା ବନ ଉନ୍ନୟନ…

ଭୁଶୁଡ଼ିଲା କାନ୍ଥ, ଶିଶୁପୁତ୍ର ମୃତ

ଦିଗପହଣ୍ଡି,୨୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ବଜ୍ରଗୁମ୍ମା ଗଁ।ଅନୁସୂଚିତ ଜାତି ସାହିରେ ଶନିବାର ଭୋରରୁ ଘର ଭୁଶୁଡି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। କାନ୍ଥତଳେ ଚାପି ହୋଇ ଅନ୍ୟ ୪ଜଣ ମଧ୍ୟ ଆହତ ହୋଇଛନ୍ତି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକିତ୍ସା…

ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସଚେତନତା

ବ୍ରହ୍ମପୁର ଅଫିସ୍‌,୨୭ । ୧୦-ଦୀପାବଳି ଉତ୍ସବ ଅବସରରେ ବାଣି ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ଶନିବାର ବ୍ରହ୍ମପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା…

ଟ୍ରାନ୍ସଫର୍ମରରେ ଲାଗି ୫ ମଇଁଷି ମୃତ

କୁକୁଡ଼ାଖଣ୍ଡି,୨୭।୧୦- କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠୀ ପଞ୍ଚାୟତ ପଞ୍ଚଶକ୍ତି ମନ୍ଦିର ସମ୍ମୁଖରେ ଥିବା ରାଇସ ମିଲ ପାର୍ଶ୍ୱ ଏକ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଡି.ରବି ପାତ୍ରଙ୍କ ୫ଟି ମଇଁଷିର ମୃତ୍ୟୁ ଘଟିଛି। ମଇଁଷି ମିଲ ନିକଟସ୍ଥ ପଡ଼ିଆରେ ଚରୁଥିବା ବେଳେ ଗୋଟେ ମଇଁଷି…

ଚିନିଶିଳ୍ପ ସଭାପତିଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ

ଆସିକା,୨୭ା୧୦(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପର ମଦ ପ୍ରସ୍ତୁତି ଲାଗି ରହିଥିବା ବଟଲିଂ ପ୍ଲାଣ୍ଟର ମହିଳା ଶ୍ରମିକମାନେ ଚିନିଶିଳ୍ପର ସଭାପତି ବିପିନୀ ବିହାରୀ ପାତ୍ରଙ୍କ ବିରୋଧରେ ଆସିକା ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ପ୍ଲାଣ୍ଟର ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଆସିକା ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri