ନାରାୟଣଙ୍କୁ ଲୁଟିନେଲେ ଚୋର: ଭଞ୍ଜ ରାଜବଂଶ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଗାଏବ୍
ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନାରାୟଣପାଟଣାସ୍ଥିତ ନାରାୟଣ ସ୍ବାମୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରିହୋଇଛି। ପ୍ରାୟ ୩ ଶହ ବର୍ଷ ତଳର ଅଷ୍ଟଧାତୁ ନିର୍ମିତ ୪ଟି ରାଧାକୃଷ୍ଣ ମୂର୍ତ୍ତି, ୨ ଟି ନର୍ତ୍ତକୀ…
୮ ମାସରେ ଚୋରି ମାମଲାର ରାୟ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ
ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ ସୋମନାଥପଲ୍ଲୀ ନିକଟରେ ଥିବା ବନଦୂର୍ଗା ମନ୍ଦିରରୁ ଗତ ମାର୍ଚ୍ଚ ମାସ ୧୨ ତାରିଖ ରାତିରେ ଚୋରୀ ଉଦ୍ୟମ ହୋଇଥିଲା। ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ଭଞ୍ଜନଗର…
କୁଷ୍ଠ ରୋଗୀ ବୋଲି…ଶ୍ମଶାନରେ ପୋଡ଼ିଲେନି, ନଇବାଲିରେ ପୋତି ଚାଲିଗଲେ ମୃତଦେହ
ଗଞ୍ଜାମ,୧୪।୧୧(ବିଦ୍ୟାଧର ସାହୁ): ଶ୍ମଶାନରେ କଲେନି ଶବଦାହ, ନଦୀ ବାଲିଘାଟରେ ପୋତି ଚାଲିଗଲେ ମୃତଦେହ। ଗଞ୍ଜାମରୁ ଏଭଳି ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ମାଳି ଜଗନ୍ନାଥପୁର ଗ୍ରାମର ଏଲେୟା ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ନଦୀ ଘାଟକୁ…
ନୂଆପଡ଼ାରେ ଫୁଟିଲା ପଦ୍ମ: ଖୁସିରେ ବିଜୟ ଉତ୍ସବ ପାଳିଲେ ଗଞ୍ଜାମ ଏନ୍ଏସି ଭାଜପା ନେତୃବୃନ୍ଦ
ଗଞ୍ଜାମ,୧୪।୧୧(ବିଦ୍ୟାଧର ସାହୁ): ନୂଆପଡା ଉପ ନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଏନଏସି ଭାଜପା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦଳୀୟ ପତାକା ଧରି ଖୁସି ମନାଇବା ସହ ବାଣ ଫୁଟାଇ…
ହାତୀ ସୁରକ୍ଷାରେ ଗଜସାଥିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସହଯୋଗ କରିବାକୁ ବିଧାୟକଙ୍କ ଆହ୍ବାନ
ଭଞ୍ଜନଗର,୧୪/୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶୁକ୍ରବାର ଗଜସାଥି ତାଲିମ ଶିବିର ଜିନିଷ ଅନୁଷ୍ଟିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାତୀ ସୁରକ୍ଷାରେ ଗଜସାଥି ଏବଂ…
ଓଭରବ୍ରିଜ ନିର୍ମାଣରେ ବିଳମ୍ବ, ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା
ଗଞ୍ଜାମ,୧୪ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ୧୬ ନଂ ଜାତୀୟ ରାଜପଥ ହୁମା ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…
ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ହାଣିଲେ, ଭୀଷଣ ଆଘାତ ଯୋଗୁ…
ଦିଗପହଣ୍ଡି, ୧୩।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ଗୁରୁବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଛି। ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ…
ଦିଗପହଣ୍ଡି ମୁଖ୍ୟରାସ୍ତା ଶୋଚନୀୟ: ଉଠି ଗଲାଣି ପିଚୁ,କର୍ତ୍ତୃପକ୍ଷଙ୍କ ନିଘା ନାହିଁ
ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଲାଇଫ ଲାଇନ୍ ଭାବେ ପରିଚିତ ବ୍ରହ୍ମପୁର-ଦିଗପହଣ୍ଡି ୧୭ ନଂ. ରାଜ୍ୟ ରାଜପଥର ଅନେକ ସ୍ଥାନରେ ପିଚୁ ଗୋଡ଼ି ଉଠି ଗଲାଣି। ବିଶେଷକରି ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଠାରୁ ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା ଅବସ୍ଥା ଖରାପ…
ଭାଙ୍ଗିଗଲାଣି ଚନ୍ଦ୍ରମଣିଙ୍କ ଘରଦ୍ୱାର, କେବଳ ଭଗବାନଙ୍କ ଭରସାରେ…
ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ବୃଦ୍ଧା ଚନ୍ଦ୍ରମଣି ବେହେରାଙ୍କ ଘର। ଦୀର୍ଘବର୍ଷ ହେବ ସ୍ବାମୀ ଗୋପୀନାଥ ବେହେରା ଆରପାରିକୁ ଚାଲି ଗଲେଣି। ପୁଅ ଝିଅ କିଏ ନ ଥିବା ସ୍ବାମୀଙ୍କ ଅକାଳ ବିୟୋଗରେ…
ପାଇପ୍ ଜରିଆରେ ମେଗା ଜଳପ୍ରକଳ୍ପର ବର୍ଜ୍ୟଜଳ ନିଷ୍କାସନ ନିର୍ଦ୍ଦେଶ
ଗଞ୍ଜାମ,୧୩ା୧୧(ଅଖିଳ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲ୍ଲାଡ଼ ପଞ୍ଚାୟତର ମେଗା ଜଳପ୍ରକଳ୍ପରୁ ନିଷ୍କାସିତ ବର୍ଜ୍ୟଜଳ ଯୋଗୁ ହେଉଥିବା ଧାନଫସଲ କ୍ଷତିକୁ ରୋକିବା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଚାଷୀମାନଙ୍କର ଫସଲ ସୁରକ୍ଷା ଦିଗରେ ବିଧାୟକ…
ପାଣିରେ ଭାସୁଛି ପାଚିଲା ଧାନ, ଗଜା ବାହାରିବା ଦେଖି ଚାଷୀ…
ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ): ବାତ୍ୟା ମୋନ୍ଥା ପ୍ରଭାବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପାଚିଲା ଧାନରେ କେନାଲ ପାଣି ପଶିଛି। ଚାଷୀ ଧାନ ଅମଳ କରି ଘରକୁ ନେବା ସମୟରେ ଜଳସେଚନ ବିଭାଗର ଖାମଖିଆଲ ନୀତି ଯୋଗୁ ପାଚିଲା…
ପୋଖରୀରେ ପଶିଗଲା କାର୍: ୨ ଭାଇ ଚାଲିଗଲା ଜୀବନ, ୨ ଗୁରୁତର
ଆସିକା,୧୩।୧୧: ଆସିକା-ବଡ଼ ଆଗୁଳ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ପୋଖରୀରେ ଏକ କାର୍ ପଶିଯାଇଛି। କାରରେ ବସିଥିବା ଚାରି ଜଣ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଦୁଇ…
Archives


