ଗଞ୍ଜାମ

ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର/କନିଷି(ଡି.ଏନ୍‌.ଏ.),୨୫ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ବ୍ରହ୍ମପୁର ମହାନଗର ଗୋଇଲୁଣ୍ଡି ଅଞ୍ଚଳର ନୀଳାଞ୍ଚଳ ମହାନ୍ତି (୩୩)। ପ୍ରକାଶ ଯେ, ଶ୍ୟାମା…

ବାର୍‌ହା ମାଂସ ଜବତ, ଜଣେ ଗିରଫ

ବୁଗୁଡ଼ା,୨୫ା୧୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପଥରବଣି ଛକଠାରେ ରବିବାର ପୂର୍ବାହ୍ନରେ ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ୍ସେଲ ଗାଡ଼ି ଓ ସେଥିରେ ଥିବା ବାର୍‌ହା ମାଂସ ଜବତ କରାଯାଇଛି। ଉକ୍ତ ମାଂସ ନେଇ ଯାଉଥିବା କଣ୍ଟାବଣି ଗ୍ରାମର ପଠାଣ ମାଝିଙ୍କୁ ଗିରଫ…

କଣ୍ଡକ୍ଟରଙ୍କୁ ମାଡ଼, ଜେଲଗଲେ ଯୁବକ

ଆସିକା,୨୫ା୧୧(ଡି.ଏନ୍‌.ଏ.) -ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର ଇଣ୍ଡନପୁର ଗ୍ରାମ ଛକ ନିକଟରେ ଏକ ଘରୋଇ ବସ୍‌ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଇଣ୍ଡନପୁର ଗ୍ରାମର ଶମ୍ଭୁ ଭୂୟଁା। ଏହି…

ବାଙ୍କେଶ୍ୱରୀ ଘାଟିରେ ଅଟୋ ଓଲଟି ଚାଳକ ମୃତ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟିରେ ରବିବାର ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ଗ୍ରାମ ପାଇକ ସାହିର ଉଜ୍ଜ୍ୱଳ ମହାନ୍ତି। ପାହାଡ଼ ଶିଖରରେ ଥିବା ମାଁ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି…

ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର/କନିଷି(ଡି.ଏନ୍‌.ଏ.),୨୪ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ବ୍ରହ୍ମପୁର ମହାନଗର ଗୋଇଲୁଣ୍ଡି ଅଞ୍ଚଳର ନୀଳାଞ୍ଚଳ ମହାନ୍ତି (୩୩)। ପ୍ରକାଶ ଯେ, ଶ୍ୟାମା…

ଗୋଷ୍ଠୀ ସଂଘର୍ଷ ଘଟଣା, ୪ କୋର୍ଟ ଚାଲାଣ

ଶେରଗଡ଼,୨୪ା୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ବି. ବ୍ରହ୍ମପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ପୂର୍ବଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ପୋଲିସ ଶନିବାର ସନ୍ଧ୍ୟାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୋଗେନ୍ଦ୍ର ପ୍ରଧାନଙ୍କ ଅଭିଯୋଗକ୍ରମେ ନଂ.୧୧୦/୧୯ରେ…

ସାପ କାମୁଡ଼ାରେ ନାବାଳିକା ମୃତ

ପାଟପୁର,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ରବିବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଭାସ୍କର ବେହେରାଙ୍କ ସାନ ଝିଅ ଟିକିନା ବେହେରା। ଟିକିନା ଶନିବାର ଅପରାହ୍ନରେ ଘର ପାଖରେ…

ଶୋଇଥିବା ଅବସ୍ଥାରେ ଭୁଶୁଡ଼ିଲା ଝିକର ଛପରଘର: ଜଣେ ଗୁରୁତର

ଦିଗପହଣ୍ଡି,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ବାରିତଳା ଗ୍ରାମର ସନ୍ତୋଷ ଗୌଡଙ୍କ ଝିକର ଛପରଘର ରବିବାର ଭୋର ସମୟରେ ଭୁଶୁଡିପଡ଼ିଛି। ଏହା ତାଙ୍କ ସ୍ତ୍ରୀ ସୁଜାତାଙ୍କ ଉପରେ ପଡ଼ିବା ଯୋଗୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର…

ଧରାପଡ଼ିଲେ ନିଶାସକ୍ତ ୨ ଗାଡ଼ି ଚାଳକ

ଗୋପାଳପୁର,୨୪ା୧୧: ଗୋଳନ୍ଥରା ଥାନା ପୋଲିସ ରଣ୍ଢା, ଚିକରଡ଼ା ରାସ୍ତାରେ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨ ଚାଳକଙ୍କୁ ଅଟକାଇଥିଲା। ବ୍ରେଥ୍‌ ଆନାଲାଇଜର ମେଶିନରେ ପରୀକ୍ଷା କରାଯିବାରୁ ପଞ୍ଚମା ଓ ଢେପନୂଆପଡ଼ା ଗ୍ରାମର ଏହି ଚାଳକ…

ବାୟୋମେଟ୍ରିକ୍‌ ଉପସ୍ଥାନ, ଟୁର ଡାଏରୀ ଦାଖଲ ବାଧ୍ୟତାମୂଳକ

ଛତ୍ରପୁର,୨୪ା୧୧(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ସରକାରଙ୍କ ୫-ଟି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଉପସ୍ଥିତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ୫-ଟି ମନ୍ତ୍ର ଦେଇଥିଲେ। ଜିଲାର…

ବସ୍‌ ମାଡିଯିବାରୁ ନାବାଳକ ମୃତ, ରାସ୍ତାରୋକୋ

ଦିଗପହଣ୍ଡି,୨୪ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡଗଁା ପଞ୍ଚାୟତ ଦାଉଣି ଗଁା ଛକରେ ଶନିବାର ଅପରାହ୍ନରେ ଯାତ୍ରୀବାହୀ ବସ୍‌ ମାଡିଯିବାରୁ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୋପୀନାଥପୁର ଗ୍ରାମର ସାରଥି ସାହୁଙ୍କ ପୁଅ ଜ୍ୟୋତି ଓରଫ ସୁଲୁ (୫)। ପ୍ରକାଶ…

ଯୁବକଙ୍କୁ ଆକ୍ରମଣ

ଧରାକୋଟ,୨୪ା୧୧(ଡି.ଏନ.ଏ.)-ଧରାକୋଟ ଥାନା ଶରଧାପୁର ଗ୍ରାମ ମୁଖ୍ୟରାସ୍ତା ପାର୍ଶ୍ୱରେ ଶୁକ୍ରବାର ସରପଞ୍ଚ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଦିଅର ଶ୍ରୀକାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା। ଶ୍ରୀକାନ୍ତଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ଅଭିଯୋଗକୁ ଭିତ୍ତିକରି ଧରାକୋଟ ପୋଲିସ ନଂ. ୧୭୫/୧୯ରେ ମାମଲା ରୁଜୁ କରିଛି। ପୂର୍ବଶତ୍ରୁତା ଓ ଠିକାଦାରୀକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri