ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
\ଭଞ୍ଜନଗର,୧୦।୩(ଡି.ଏନ୍.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଧନଞ୍ଜୟପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଟରାପଲ୍ଲୀରେ ସୋମବାର ସନ୍ଧ୍ୟାରେ ୨ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…
ହୋଲି ଫିକା,କୁକୁଡ଼ା ଗୋଟେ ୪୦ ଟଙ୍କା
ଭଞ୍ଜନଗର,୧୦।୩(ଡି.ଏନ୍.ଏ): ବାର୍ଡ ଫ୍ଲୁ ଏବଂ କରୋନା ଭାଇରସ ଯୋଗୁ କୁକୁଡ଼ା ମାଂସ ବିକ୍ରି ପ୍ରାୟ କମିଯାଇଛି । ତେଣୁ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମରୁ କୁକୁଡ଼ା ରପ୍ତାନି ହୋଇପାରୁନାହିଁ । କିଛି କୁକୁଡ଼ା ଫାର୍ମ ମାଲିକ କୁକୁଡ଼ାଗୁଡ଼ିକୁ…
କୁକୁଡ଼ାଖଣ୍ଡିରେ ଝାମି ଯାତ୍ରା ପାଳିତ
କୁକୁଡ଼ାଖଣ୍ଡି,୯ା୩(ଡି.ଏନ୍.ଏ.)-କୁକୁଡ଼ାଖଣ୍ଡି ତୁଟାସାହିରେ ଥିବା ଝାମି ଏଲେମା ଠାକୁରାଣୀଙ୍କ ପୂର୍ଣ୍ଣିମା ଯାତ୍ରା ତଥା ଚଳିତ ବର୍ଷର ଶେଷ ଯାତ୍ରା ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ପହରୁ ରୀତିନୀତି ଅନୁଯାୟୀ ବେଢା, ଦୀପ ଆଳତି, ହେବା ସହ ଦୋଳ ପୂର୍ଣ୍ଣି ପାଇଁ…
କରୋନା ଚିନ୍ତା, ହୋଲି ନ ଖେଳିବାକୁ ସଚେତନତା ରାଲି
ପାଟପୁର,୯ା୩- କରୋନା ରୋକିବା ନେଇ ସାନଖେମୁଣ୍ଡି ବ୍ଲକ ପୋଡ଼ମାରି ଗ୍ରାମରେ ସୋମବାର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୋଡ଼ମାରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ବଳରାମ ଜେନାଙ୍କ ନେତୃତ୍ୱରେ ସଚେତନତା ରାଲିରେ ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ…
ଘୋଡାହାଡ଼ ନଦୀରେ ବୁଡ଼ି ଯୁବକ ମୃତ
ପାଟପୁର,୯ା୩- ପାଟପୁର ଥାନା ଜଲମରା ଗ୍ରାମ ନିକଟ ଘୋଡାହାଡ଼ ନଦୀରେ ବୁଡ଼ି ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସେ ହେଲେ ପଳାସପୁର ଗ୍ରାମର ଟୁକୁନା ନାଇକ (୩୦) l ଟୁକୁନା ଅପରାହ୍ନ ୩ଟାରେ ନଦୀକୁ ଗାଧୋଇବାକୁ ଯାଇ ଅସାବଧାନତା…
ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ: ବି.ବ୍ରହ୍ମପୁର ଚାମ୍ପିୟନ
ବୁଗୁଡ଼ା,୯।୩(ଡି.ଏନ୍.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ଗ୍ରାମରେ ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ବି.ବ୍ରହ୍ମପୁର ଟିମ ଓ ଖରିଡ଼ା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବି.ବ୍ରହ୍ମପୁର ଟସ୍…
ପେଟ୍ରୋଲ ଢାଳି ପୋଡ଼ିବା ଘଟଣା, ଆହତ ଯୁବକଙ୍କ ମୃତ୍ୟୁ
ଭଞ୍ଜନଗର,୯।୩(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇର ସନ୍ତୋଷ ନାୟକ (୨୫)ଙ୍କୁ ତାଙ୍କର ୨ ସାଙ୍ଗ କୌଣସି କାରଣକୁ ନେଇ ଗତ ଜାନୁୟାରୀ ୨୫ ତାରିଖରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଫଳରେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହି…
ବିଦ୍ୟୁତ୍ ଆଘାତରେ ଜଣେ ମୃତ, ୪ ଆହତ
କୁକୁଡ଼ାଖଣ୍ଡି, ୯।୩(ଡି.ଏନ୍.ଏ.)- ସଦର ଥାନା ଗୁଠବନ୍ଧ ଗାଁ’କୁ ଲାଗିଥିବା ପରିବା ଖେତରେ ଘେରାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଦୁର୍ଯ୍ୟୋଧନ ମଳିକ(୪୨)। ଏଥିରେ ଆହତମାନେ ହେଲେ ସଦାନନ୍ଦ…
ଗଞ୍ଜାମ ଐତିହାସିକ ଦୋଳଯାତ୍ରା: ବଜାର ଯାତ୍ରା ଶେଷ, କଳାକାରଙ୍କୁ ମାନପତ୍ର ବଣ୍ଟନ
ଗଞ୍ଜାମ, ୯ା୩(ଡି.ଏନ୍.ଏ.)- ଗଞ୍ଜାମ ଐତିହାସିକ ଦୋଳ ଯାତ୍ରାରେ ସୋମବାର ବଜାର ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ରବିବାର ରାତି ୧୦ଟାରେ ସମସ୍ତ ସାହି ଠାକୁର ବଜାରରେ ପହଞ୍ଚତ୍ବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା…
ଅନିଶ୍ଚିତତାରେ ପୋଲସରା ନୂତନ ବସଷ୍ଟାଣ୍ଡ
ପୋଲସରା,୯|୩(ଡି.ଏନ.ଏ.) – ଗଞ୍ଜାମ ଜିଲା ପୋଲସରା ସହର ମଧ୍ୟରେ ରହିଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଲାଗି ରାଜ୍ୟ ସରକାର ୫ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୭ରେ ଓଡ଼ିଶାର ତତ୍କାଳୀନ ଯୋଜନା ଓ ସମନ୍ବୟ, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀଙ୍କ ଦ୍ୱାରା…
କରୋନାକୁ ଭୟ ନ କରି ସଚେତନ ରୁହ: ଜିଲାପାଳ
ବ୍ରହ୍ମପୁର ଅଫିସ,୯ା୩: ଦେଶରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ କେହି ଏପରି ଚିହ୍ନଟ ହୋଇନାହାନ୍ତି। ତେଣୁ ଗଞ୍ଜାମ ଜିଲାରେ ଏହି ଭୂତାଣୁକୁ ନେଇ ଭୟ କରିବାର କୌଣସି କାରଣ ନାହିଁ। କେବଳ ସଚେତନ ରହିବା ଆବଶ୍ୟକ ବୋଲି ରବିବାର ବ୍ରହ୍ମପୁର…
ଜେଲ ଗଲେ ମୁଜାଗଡ଼ ସରପଞ୍ଚ
ଭଞ୍ଜନଗର,୯।୩(ଡି.ଏନ.ଏ) ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତରେ ସରକାରୀ ଚାଉଳ ଓ ଗହମ ହେରଫେର ନେଇ ଶନିବାର ରାତିରେ ବିଡ଼ିଓ ଅନିଲ କୁମାର ସେଠୀ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ରବିବାର ଅପରାହ୍ନରେ ସରପଞ୍ଚ ଶିବ ଶଙ୍କର ପ୍ରଧାନଙ୍କୁ ଗିରଫ କରି…
Archives


