ଗଞ୍ଜାମ

ମାନବିକତା ଦେଖାଇଲେ ପୂର୍ବତନ କର୍ପୋରେଟର; ପ୍ରସୂତିଙ୍କୁ ହସ୍ପିଟାଲକୁ ପଠାଇଲେ

ବ୍ରହ୍ମପୁର ଅଫିସ,୯ା୪-କରୋନା ବିପତ୍ତି ସମୟରେ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ୩୧ ନଂ. ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା। ମହାରଣାଙ୍କ ସୂଚନା ପ୍ରକାରେ, ବୁଧବାର ୩୧ ନଂ. ୱାର୍ଡ ଅନ୍ତର୍ଗତ କମାପଲ୍ଲୀ ଖୋଳାସାହି ବାସିନ୍ଦା ଟି. ଶଙ୍କରଙ୍କ ସ୍ତ୍ରୀ ଟି.…

ବୁଲାଗୋରୁଙ୍କୁ ଖାଦ୍ୟ ପ୍ରଦାନ

ସୋରଡା,୯ା୪(ଡି.ଏନ୍‌.ଏ.)- ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ସହରର ଗଣିଛକ, ବଡଦାଣ୍ଡ, କାଳୀଳିମନ୍ଦିର ଅଞ୍ଚଳରେ ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ସମ୍ପାଦକ ରଜନୀ ମହାପାତ୍ର, ସଭ୍ୟ ଟିକିନା ମହାରଣା, ସରୋଜ ମହାରଣା, ପିଙ୍କୁ ମହାରଣା, ଶିବ ମହାରଣା ପ୍ରମୁଖ ଏହି…

ଆଇଟିଆଇ ପ୍ରଶାସନକୁ ଦେବ ମାସ୍କ

ବ୍ରହ୍ମପୁର ଅଫିସ,୮ା୪-କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆଂଶିକ ଶଟ୍‌ଡାଉନ୍‌ ଜାରି ରହିଛି। ଘରୁ ବାହାରିବା ବେଳେ ମାସ୍କ ବ୍ୟବହାରକୁ ମଧ୍ୟ ପ୍ରଶାସନ ବାଧ୍ୟତାମୂଳକ କରିଛି। ଅନ୍ୟପକ୍ଷରେ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଏହାକୁ ପୂରଣ କରିବାକୁ ନେଇ ବ୍ରହ୍ମପୁର…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଫେରନ୍ତାଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ବୁଧବାର…

ଗଞ୍ଜାମରେ ସମସ୍ତ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିବ ଟିମ୍‌

ଛତ୍ରପୁର, ୮ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ସମସ୍ତ ଘରକୁ ଘର ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥାବସ୍ଥା ଏକ ଟିମ୍‌ ପଚାରି ବୁଝିବ। କରୋନା ଜନିତ ଲକ୍ଷଣ ଦେଖାଗଲେ ଏସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗକୁ ଉକ୍ତ ଟିମ୍‌ ଜଣାଇବେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଣି…

ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ସହାୟତା

ଭଞ୍ଜନଗର,୮।୪(ଡି.ଏନ.ଏ.)- ସୁରାଟରେ ଅନେକ ଓଡିଆ ଲକ୍‌ଡାଉନ ପରଠୁ ଅସୁବିଧାରେ ଅଛନ୍ତି। ସେମାନଙ୍କୁ ମୁଠାଏ ଖାଇବାକୁ ସ୍ଥାନୀୟ ସରକାର ଠିକ୍‌ ଭାବେ ଯୋଗାଇ ଦେଉନାହିଁ। ତେଣୁ ସୁରଟସ୍ଥିତ ପ୍ରବାସୀ ଓଡିଆ ସଙ୍ଗଠନ ପକ୍ଷରୁ ଲକ୍‌ଡାଉନ ପରଠୁ ନିୟମିତ ଭାବେ ଗରିବ ଲୋକଙ୍କୁ ରନ୍ଧା…

ଭଞ୍ଜନଗର ପ୍ରବେଶ ପଥରେ ୨୪ ଘଣ୍ଟିଆ ପୋଲିସ ପଇଁତରା

ଭଞ୍ଜନଗର,୮।୪(ଡି.ଏନ.ଏ)- ଭଞ୍ଜନଗରର ସହରର ସମସ୍ତ ପ୍ରବେଶ ପଥ ସମ୍ମୁଖରେ ବୁଧବାର ସକାଳୁ ୨୪ ଘଣ୍ଟିଆ ପୋଲିସ ପଇଁତରା ବ୍ୟବସ୍ଥା କରାଯାଇଛି। ପୋଲିସ କର୍ମଚାରୀମାନେ ପ୍ରବେଶ ପଥ ସମ୍ମୁଖରେ କ୍ୟାମ୍ପ କରି ଅଛନ୍ତି। ଭୁବନେଶ୍ୱରରୁ ଅନେକ ଲୋକ ବିଗତ ଏକ ସପ୍ତାହ ମଧ୍ୟରେ…

ବୋରିଂରୁ ମିଳିବ ମୁକ୍ତି: ଅନ୍‌ଲାଇନରେ ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତା

ଛତ୍ରପୁର, ୮ା୩(ଡି.ଏନ୍‌.ଏ.)- ଟେଲି ମେଡ଼ିସିନ ନେଇ ଡାକ୍ତର ପ୍ୟାନେଲ ହେଉ କି କ୍ୟାରିୟର ପାଇଁ ଏକ୍ସପର୍ଟ ଗ୍ରୁପ ବନାଇ କରୋନା ସମୟରେ ଗଞ୍ଜାମ ଜିଲା ପ୍ରଶାସନ ଚର୍ଚ୍ଚାକୁ ଆସିଛି। ଏବେପୁଣି ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍‌ଲାଇନରେ ଚିତ୍ରାଙ୍କନ ଓ…

ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି ମା’ ପୁଅ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍‌ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂଗ୍ରହ ଏବେ ଜଟିଳ ସମସ୍ୟା ପାଲଟିଛି। ବେଶୀ ହଇରାଣ…

ଲେପ୍ରୋସି କଲୋନୀରେ ରାଶନ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ଅଧୀନ ଦାମିୟନ ନଗର ଲେପ୍ରୋସି କଲୋନୀରେ ଘର ଘର ବୁଲି ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ନିଜ ଖର୍ଚ୍ଚରେ ୬୩ ପରିବାରଙ୍କୁ ରାଶନ ସମେତ ଶୁଖିଲା ଖାଦ୍ୟ…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଶେରଗଡ଼/ପାଟପୁର,୮ା୪(ଡି.ଏନ୍‌.ଏ.)- ଶେରଗଡ ଅଞ୍ଚଳରେ ମଙ୍ଗଳବାର ରାତିରେ ବର୍ଷା ସହ ବଜ୍ରପାତ ହୋଇଛି। ବଜ୍ରାଘାତରେ ରାତି ପ୍ରାୟ ୯ଟା ରତନି ପାହାଡ଼ରେ ଥିବା ମନ୍ଦିରରେ ଜଣେ ଯୁବକଙ୍କ ମୃତତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ର ବିନୋଦ ନାୟକ (୩୫)। ଲକ୍‌ଡାଉନ ଚାଲିଥିବାବେଳେ ବିନୋଦଙ୍କ…

ପଶୁସେବା ସଂଘ ପକ୍ଷରୁ କୁକୁରଙ୍କୁ ଆହାର ପ୍ରଦାନ

ପୋଲସରା,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୋଲସରା ସହରରେ ପଶୁସେବା ସଂଘ ପକ୍ଷରୁ ବୁଲା କୁକୁର, ଗୋରୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଦୈନନ୍ଦିନ ଭାତ, ପନିପରିବା, ଚୁଡ଼ା, କ୍ଷୀର, ବିସ୍କୁଟ ଆଦି ନିଜସ୍ବ ଖର୍ଚ୍ଚରେ ପଶୁସେବା ସଂଘ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri