କାଳି ମନ୍ଦିରରେ ତାଲା ଭାଙ୍ଗି ଲୁଟ୍: ମା’ଙ୍କ ଟଙ୍କା,ସୁନା, ରୁପା ନେଇଗଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ
ପାଟପୁର,୧୯।୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଳାସପୁର କାଳୀ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସାରା ଅଞ୍ଚଳରେ ଲକ୍ଡାଉନ୍ ଚାଲିଥିବା ସମୟରେ ମନ୍ଦିର ଗୁଡିକ ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି…
ରାଧାନଗରରେ ଡକାୟତି: ୪୦ ଭରି ସୁନାଗହଣା, ଦେଢ଼ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳରେ କିଛିଦିନ ହେଲା ଘନଘନ ଚୋରି ଡକାୟତି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ମଳାଭଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ ଜେ. ସରୋଜ କୁମାର…
ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା
ଛତ୍ରପୁର,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍ଡାଉନ୍ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍ଡାଉନ ଯୋଗୁ ଗମନାଗମନରେ କଟକଣା ଲାଗିଛି। ଫଳରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ବାହାରକୁ ରପ୍ତାନୀ…
ପୋଲିସ କର୍ମଚାରୀଙ୍କୁ କିନ୍ନର ମହାସଂଘର ସମ୍ବର୍ଦ୍ଧନା
ବ୍ରହ୍ମପୁର ଅଫିସ,୧୯ା୪-କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ। ଏହି ସମୟରେ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଲାଗୁ କରାଯାଇଥିବା ଲକ୍ଡାଉନ୍କୁ ସଫଳ କରିବାକୁ ନେଇ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଏକ ମହାମାରୀ…
ବିଶ୍ବାସ କ୍ଲିନିକ୍ ସିଲ୍ କଲା ପ୍ରଶାସନ
ଆର୍.ଉଦୟଗିରି,୧୯ା୪(ଡି.ଏନ୍.ଏ.)- ମୋହନା ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତାରେ ଥିବା ବିଶ୍ବାସ କ୍ଲିନିକକୁ ଶନିବାର ସିଲ୍ କରିଛି ପ୍ରଶାସନ। କରୋନା ନିୟମ ଉଲ୍ଲଘଂନ ସହ ନଥିପତ୍ର ନଥାଇ ବେଆଇନ ଭାବେ ଉକ୍ତ କ୍ଲିନିକ ଚାଲିଥିବା ଅଭିଯୋଗ ହେଉଥିଲା। ପରେ ମୋହନା ତହସିଲଦାର, ଥାନା ଅଧିକାରୀ…
ରାଶନକାର୍ଡରେ ହିତାଧିକାରୀଙ୍କୁ ୯ଶହ ଟଙ୍କା ଦେବା ଘଟଣା: ଗାଁ କୋଠ ଟଙ୍କାରୁ ୫୦ ହଜାର ଉଠାଇ ବାଦ୍ ପଡିଥିବା ୫୨ ପରିବାରକୁ ପ୍ରଦାନ
ପାତ୍ରପୁର,୧୮ା୪(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ବରଙ୍ଗ ଗ୍ରାମରେ ରାଶନ କାର୍ଡ଼ଧାରୀଙ୍କୁ ଦାଇତ୍ୱରେ ଥିବା କିଛି କର୍ମଚାରୀ କାର୍ଡ଼ ପିଛା ୧୦୦୦ ଟଙ୍କା ବଦଳରେ ୯୦୦ ଟଙ୍କା ଦେଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏନେଇ ଖବର ପ୍ରକାଶ ପରେ ବ୍ରହ୍ମପୁର ଉପଜିଲାପାଳ ପାତ୍ରପୁର ତହସିଲଦାର…
ଜୁଆଆଡ୍ଡାରେ ଚଢାଉ, ୫ ଗିରଫ
ବୁଗୁଡା,୧୮ା୪(ଡି.ଏନ୍.ଏ.)- ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ନିକଟ ଏକ କାଜୁ ତୋଟାରେ ଶନିବାର ଅପରାହ୍ନରେ ବୁଗୁଡା ପୋଲିସ ଚଢାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୯୨୦୦ଟଙ୍କା ସହ ଖେଳ ସାମଗ୍ରୀ ଜବତ କରିଛି। ଗିରଫମାନେ କରସିଙ୍ଗି…
ବିଦେଶୀ ମଦ ଭର୍ତ୍ତି ଟ୍ରକ ଜବତ
ଭଞ୍ଜନଗର,୧୮।୪(ଡି.ଏନ.ଏ)- ଲକ୍ଡ଼ାଉନ ପୂର୍ବରୁ ଏକ ବିଦେଶୀ ମଦ ଭର୍ତ୍ତି ଟ୍ରକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା। ଏହି ସମୟରେ ଲକ୍ଡ଼ାଉନ ଘୋଷଣା ହୋଇଯାଇଥିଲା। ଚାଳକ ନିଜ ଗ୍ରାମକୁ ଟ୍ରକଟିକୁ ନେଇ ଆସିଥିଲେ। ଗଁାରେ ରଖିବା ସମୟରେ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ…
ଜୁଆ ଆଡ୍ଡାରୁ ୮ ଗିରଫ
ଆସିକା,୧୮ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କଲେଜଛକ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟାହ୍ନରେ ପୋଲିସ ଚଢାଉ କରି ୮ଜଣଙ୍କୁ ଗିରଫ କରିଛି। ସେଠାରୁ ୧୨,୫୦୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା…
୧୦୦ଜଣଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ
ଗଞ୍ଜାମ,୧୮ା୪(ଡି.ଏନ୍.ଏ.)- କରୋନା ପାଇଁ ଲକ୍ଡାଉନ ପରେ ଗରିବ, ଅସହାୟ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। କାମଧନ୍ଦା ବନ୍ଦ ଯୋଗୁ ଜିବନ ଜୀବିକା ପ୍ରଭାବିତ ହେବା ସହ ଖାଦ୍ୟ ଯୋଗାଡରେ ସମସ୍ୟା ଦେଖାଦେଉଛି। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସେମାନଙ୍କୁ ସହାୟତା…
ଗଞ୍ଜାମର ୩୩. ୩୧ ଲକ୍ଷ ଜଣଙ୍କ ସ୍ବାସ୍ଥ୍ୟ ସର୍ଭେ ହେଲାଣି
ଛତ୍ରପୁର, ୧୮ା୪(ଡି.ଏନ୍.ଏ.)- କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାର ପ୍ରତ୍ୟେକ ଘରକୁ ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସର୍ଭେ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପ୍ରତ୍ୟେକ ଓ୍ବାର୍ଡରେ ଅଙ୍ଗନଓ୍ବାଡି, ଆଶା କର୍ମୀ, ଶିକ୍ଷକଙ୍କୁ ନେଇ ଗଠିତ…
ବଜ୍ରପାତରେ ଯୁବକଙ୍କ ଜୀବନଗଲା
ଆସିକା,୧୮ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ସହର ଉପକଣ୍ଠ ଋଷିକୂଲ୍ୟା ନଦୀ ପଠାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ସେ ହେଲେ ଆସିକା ଥାନା କାଳଷଣ୍ଢପୁର ଗ୍ରାମର ଅଜୟ ବିଶ୍ୱାଳ। ଅଜୟ ଋଷିକୂଲ୍ୟା ନଦୀରେ ସ୍ନାନ ସାରି ଫେରୁଥିବା…
Archives


