ଗଞ୍ଜାମ

ଜଙ୍ଗଲରେ ଚଢାଉ, ୮୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଅବକାରୀ ଓ ପୋଲିସ ଟିମ୍‌ ମିଳିତ ଭାବେ ଚଢାଉ କରି ୮୦ ଲିଟର ରନ୍ଧା ଦେଶୀମଦ ଜବତ କରିଛି। ଏଥିସହ ୧୬୮୦୦ ଲିଟର ପୋଚ ନଷ୍ଟ କରି ମଦ ରନ୍ଧା ସରଞ୍ଜାମ…

ଉପଜିଲାପାଳଙ୍କୁ ସ୍କ୍ରାପ୍‌ ୱାଚ ଦେଲା ଆଇଟିଆଇ

ବ୍ରହ୍ମପୁର ଅଫିସ, ୨୨ା୪-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଥିବା ଜମାକାରୀଙ୍କୁ ପ୍ରେତ୍ସାହିତ କରାଯିବ। ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଲୋକଙ୍କୁ ବ୍ରହ୍ମପୁର ସରକାରୀ ଆଇଟିଆଇ ଦ୍ୱାରା…

କ୍ୱାରାଣ୍ଟାଇନ୍‌ରେ ରହିଲେ ୩ ଜଣ

ଆସିକା,୨୨ା୪(ଡି.ଏନ୍‌.ଏ.): ଆସିକା ବ୍ଲକ ଓ ଏନ୍‌ଏସି ଇଲାକାକୁ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଆସିଥିବା ୩ ଜଣଙ୍କୁ ପ୍ରଶାସନ ପକ୍ଷରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ା କେନ୍ଦୁଝର ଜିଲା ବଡବିଲରୁ ଜଣେ ବ୍ୟକ୍ତି କଲେଜ ଛକକୁ ଆସିଥିବା ସୂଚନା ମିଳିବା…

ଘୁମୁସର ବନଖଣ୍ଡରେ ରୋପଣ ହେବ ୨୫ ଲକ୍ଷ ଚାରା

ଭଞ୍ଜନଗର,୨୨।୪(ଡି.ଏନ.ଏ.)-କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀମାନେ ଚାରା ଉପତ୍ାଦନ ପ୍ରତି ଧ୍ୟାନ ଦେଇଥିଲେ। ସୋମବାରଠାରୁ ଲକ୍‌ଡାଉନରେ ସାମାନ୍ୟ କୋହଳ ହେବାପରେ ନର୍ସରୀଗୁଡ଼ିକୁ ଆସୁଥିବା ଶ୍ରମିକଙ୍କ ସଂଖ୍ୟା ବଢ଼ିଛି।…

ଚେନ୍ନାଇରୁ ସାଇକେଲରେ ସୋରଳ ଫେରିଲେ ୭ ଯୁବକ

ପାତ୍ରପୁର/ ଚିକିଟି,୨୧ା୪(ଡି.ଏନ୍‌.ଏ.)- ଏଗାର ଶହ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ସାଇକେଲରେ ଅତିକ୍ରମ କରି ଚେନ୍ନାଇରୁ ୭ଜଣ ଯୁବକ ଚିକିଟି ବ୍ଲକର ସୋରଳ ଗ୍ରାମରେ ପହଞ୍ଚତ୍ଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୋରଳ ମୁକ୍ତେଶ୍ୱର ବିଦ୍ୟପୀଠ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଶ୍ରମିକ ଭାବେ କାର୍ଯ୍ୟ…

ମନ୍ଦିରରୁ ପୂଜକଙ୍କୁ ଉଠାଇନେଲା ପ୍ରଶାସନ

ଭଞ୍ଜନଗର,୨୧।୪(ଡି.ଏନ.ଏ.)-ଗଞ୍ଜାମରେ ଲକ୍‌ଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ମନ୍ଦିରରେ ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି। ଏହା ସତ୍ତ୍ୱେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକରେ ଥିବା ଏକ ମନ୍ଦିର ମଙ୍ଗଳବାର ସକାଳେ ଖୋଲାଥିବାରୁ କେତେଜଣ ଲୋକ ସେଠାକୁ ପୂଜା କରିବାକୁ…

ଚିତ୍ରକଳାରେ କରୋନା ସଚେତନତା

ଆସିକା,୨୧ା୪(ଡି.ଏନ୍‌.ଏ.): ଆସିକା କଳାକାର ସଂଘ ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, ତାଲୁକା ଛକ ଆଦିର ମୁଖ୍ୟ ରାସ୍ତାରେ ଚିତ୍ରକଳା ମାଧ୍ୟମରେ ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି । ଚିତ୍ରାଙ୍କନରେ କରୋନା ମୁକାବିଲା ନିମନ୍ତେ ଜନସାଧାରଣଙ୍କୁ ଆହ୍ବାନ…

ଡାକମଣ୍ଡଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ପାତ୍ରପୁର,୨୧ା୪(ଡି.ଏନ୍‌.ଏ.): ଲକ୍‌ଡାଉନ ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପହଞ୍ଚିପାରୁନି। ଏଭଳି ସ୍ଥିତିରେ ଡାକ ବିଭାଗ ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ବଣ୍ଟାଯାଉଛି ା ବ୍ରହ୍ମପୁର ମଣ୍ଡଳ ମହାଡାକପାଳ ଜଳେଶ୍ୱର କହଁରଙ୍କ ନିର୍ଦ୍ଦେଶକ୍ରମେ ଡାକ…

ବିଓଆଇର ମୋବାଇଲ ବ୍ୟାଙ୍କିଙ୍ଗ ସେବା ଆରମ୍ଭ

ବେଗୁନିଆପଡା,୨୧ା୪(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମ ଜିଲାପାଳ ଏ ଦିଗରେ ବହୁ କଟକଣା ମଧ୍ୟ ଜାରି କରିଛନ୍ତି। କିନ୍ତୁ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ପ୍ରତିହତ କରିବା…

ତହସିଲ, ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା

ଗଞ୍ଜାମ,୨୧ା୪(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତ୍ୱ ଓ ସର୍ବ ସାଧାରଣ ସ୍ଥାନରେ ଛେପ ନ…

ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶକୁ ନେଇ ପ୍ରତିଷେଧ ମୂଳକ ପଦକ୍ଷେପ: କୋଷ୍ଟଗାର୍ଡ, ମେରାଇନ ପୋଲିସକୁ ଚିଠି ଲେଖିଲେ ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ବାହାର ରାଜ୍ୟରୁ କେହି ଲୋକ ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶ କରିବାକୁ ନେଇ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ଏ ନେଇ ସମୁଦ୍ର ପଥରେ ନଜର ରଖିବାକୁ କୋଷ୍ଟଗାର୍ଡ, ଗଞ୍ଜାମ ଓ ବ୍ରହ୍ମପୁର…

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଭାଗବତ ଗାଦି ପକ୍ଷରୁ ଦାନ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଲକ୍ଷୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri