ଆଇସୋଲେଶନ ହଲ ବୁଲି ଦେଖିଲେ ଜିଲାପାଳ
ଗଞ୍ଜାମ,୨୪ା୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚତ୍ ଆଇସୋଲେଶନ ହଲ୍ ବୁଲି ଅନୁଧ୍ୟାନ କରିଥିଲେ। ରାଜ୍ୟ ବାହାରୁ ଆସିବାକୁ ଥିବା ବ୍ୟକ୍ତି ନାମ ପଞ୍ଜିକରଣ କରିବା ପରେ ସେଠାରେ ରଖାଯିବ। ୧୪…
ପୂଜକଙ୍କ ଘର ପୋଡିଗଲା
ପାତ୍ରପୁର,୨୪ା୪(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ଜୟନ୍ତିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଥିବା ପୂଜକ ନିଲାପୁ ଲୋକନାଥ ରେଡ୍ଡୀଙ୍କ ଘର ଶୁକ୍ରବାର ନିଅଁାଲାଗି ପୋଡି ଯାଇଛି। ପୂଜକଙ୍କ ବାସଭବନ ନିଛାଟିଆ ସ୍ଥାନରେ ଥିବାରୁ ଏବଂ ଘରେ କେହି ନଥିବାରୁ କିପରି ଅଗ୍ନିକାଣ୍ଡ ଘଟିଲା…
ପିକଅପ୍ ଭ୍ୟାନ-ଅଟୋ ମୁହାଁମୁହିଁ, ଗର୍ଭବତୀଙ୍କ ସହ ୪ ଗୁରୁତର
ଧରାକୋଟ,୨୪ା୪ (ଡି.ଏନ.ଏ.)- ଧରାକୋଟ ଥାନା ଗଡ଼ଦାମୋଦରପୁରପଲ୍ଲୀସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ଶୁକ୍ରବାର ମଧ୍ୟାହ୍ନରେ ପିକଅପ୍ ଭ୍ୟାନ ଓ ଅଟୋ ମୁହାଁମୁହିଁ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହୀରା ନାୟକ, ଝୁମୁରି ନାୟକ, ପିଙ୍କି ନାଇକ…
କ୍ଷୁଦ୍ର ନାଟକରେ କରୋନା ସଚେତନତା
ଭଞ୍ଜନଗର,୨୫।୪(ଡି.ଏନ.ଏ)-ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡିସ୍ଥିତ ଓମ୍ ସଙ୍ଗୀତ ଏକାଡ଼େମୀର କଳାକାରମାନେ ଏକ ଗୀତ ମାଧ୍ୟମରେ କରୋନା ସଚେତନତା କରିଛନ୍ତି। ପ୍ରଦୀପ ସ୍ବାଇଁଙ୍କ ନିର୍ଦ୍ଦେଶନା ଓ ଚାନ୍ଦିନି ସିଂଙ୍କ କଣ୍ଠରେ ପ୍ରସ୍ତୁତ ହୋଇଥିବା ଏହି ଗୀତ ସୋସିଆଲ ମିଡ଼ିଆରେ ଲୋକଙ୍କ ମନକୁ ଛୁଇଁଛି ।…
୫ ଜୁଆଡ଼ି ଗିରଫ, ୮୨୦୦ ଟଙ୍କା ଜବତ
ବୁଗୁଡ଼ା,୨୪ା୪(ଡି.ଏନ୍.ଏ.)- ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ଥିବା ଏକ ଆମ୍ବତୋଟାରେ ଲକ୍ଡାଉନର ସୁଯୋଗ ନେଇ ଗୁରୁବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳ ସେଠାରେ…
ଦେଶୀମଦ ଜବତ, ଜଣେ ଗିରଫ
ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଭଗବାନପୁର ଗ୍ରାମର ଏକ ଗ୍ରୋସରୀ ଦୋକାନରୁ ଗୁରୁବାର ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ପାଟ୍ରୋଲିଂ ଟିମ୍ ଚଢ଼ାଉ କରି ୯ ଲିଟର ଦେଶୀ ମଦ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ଭଗବାନପୁର ଗ୍ରାମର…
କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର
ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚତ୍ପୁର ଗ୍ରାମ ନିକଟ କାଜୁ ତୋଟାର ଏକ ଗଛରୁ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ବୁଗୁଡା ପୋଲିସ ଉଦ୍ଧାର କରିଛି। ସେ ହେଲେ ବିରଞ୍ଚତ୍ପୁର ଗ୍ରାମର ସଦାନନ୍ଦ ମହାରଣା (୨୬)। ବାପା ନାରାୟଣଙ୍କ ଅଭିଯୋଗକ୍ରମେ ବୁଗୁଡ଼ା…
ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି
ଆର.ଉଦୟଗିରି,୨୪ା୪(ଡି.ଏନ୍.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ ସରକାର ପ୍ରତି ଛାତ୍ରୀଛାତ୍ରଙ୍କୁ ଘରେ ଯାଇ ବହି ଦେବାକୁ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ…
ପଦ୍ମନାଭପୁର ପଞ୍ଚାୟତରେ ଚାଲିଥିଲା ଶୁଦ୍ଧିକ୍ରିୟା ଭୋଜି: ଚଢ଼ାଉ କରି ଖାଦ୍ୟ ସମେତ ସରଞ୍ଜାମ ଜବତ କଲା ପ୍ରଶାସନ
ଦିଗପହଣ୍ଡି,୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମର ରତନା ପ୍ରଧାନଙ୍କ ମୃତ୍ୟୁପରେ ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଦ୍ୱାଦଶାହ ଭୋଜି ଚାଲିଥିଲା। ଖବର ପାଇ ବିଡିଓ ହଳଧର ଶବର ଦିଗପହଣ୍ଡି ପୋଲିସ ସହାୟତାରେ ଗ୍ରାମରେ ଚଢ଼ାଉକରି ଏକ୍ଜିକ୍ୟୁଟିଭ…
ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟ୍କରି ସୂଚନା ଦେଲେ ଜିଲାପାଳ
ଛତ୍ରପୁର, ୨୪।୪( ଡି.ଏନ୍.ଏ.): ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଓଡ଼ିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବାରେ ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ, ଓଡ଼ିଶାର ଶ୍ରେଷ୍ଠ ଚାଇଲ୍ଡ…
ଶେରଗଡ଼ରେ ପହଞ୍ଚିଲେ ୧୬ଜଣ ବାହାର ରାଜ୍ୟ ଫେରନ୍ତା: ତଦାରଖ କଲେ ବିଡିଓ, ତହସିଲଦାର
ଶେରଗଡ଼, ୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ସନ୍ଧ୍ୟାରେ ବାହାର ରାଜ୍ୟରୁ ୧୬ଜଣ ବ୍ୟକ୍ତି ଆସି ପହଞ୍ଚିଛନ୍ତି। ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ ରଖାଯାଇଛି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ.…
ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା
ଶେରଗଡ଼,୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ କାମ କରୁଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ବହୁ ଖୋଜାଖୋଜି କରିବା…
Archives


