ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଜୁଆଡ଼ି ଗିରଫ, ୮୫ ହଜାର ୫୦୦ ଟଙ୍କା ଜବତ
ଛତ୍ରପୁର, ୨।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ମାଣ୍ଡିଆପଲ୍ଲୀ ଟାଟା ପ୍ରକଳ୍ପ ନିକଟ ଏକ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଚମାଖଣ୍ଡି ଥାନା ପୋଲିସକୁ ଶୁକ୍ରବାର ସନ୍ଧ୍ୟାରେ ଖବର ମିଳିଥିଲା। ଏହାପରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନଙ୍କ ନେତୃତ୍ୱରେ ଚମାଖଣ୍ଡି ପୋଲିସର ଏକ…
ଗଞ୍ଜାମ ଥାନା ଅଞ୍ଚଳରୁ ମଦ ଜବତ, ଦୁଇ ଗିରଫ
ଗଞ୍ଜାମ,୨।୫(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ପୋଲିସ ଖୋଳ ତାଡ଼ ଆରମ୍ଭ କରିବା ସହ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ ଚଢ଼ାଉ…
କାଳବୈଶାଖୀ: ହିଞ୍ଜିଳିକାଟୁ ଇନ୍ଡୋର ଷ୍ଟାଡିୟମ କ୍ଷତିଗ୍ରସ୍ତ
ହିଞ୍ଜିଳିକାଟୁ,୧ା୫(ଡି.ଏନ୍.ଏ.)- ହିଞ୍ଜିଳିକାଟୁ ଓ ଆଖପାଖରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଛି। ବିଭିନ୍ନ ସ୍ଥାନରେ ବହୁ ଛୋଟବଡ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ପ୍ରାୟ ୮ କୋଟି ଟଙ୍କାରେ…
ସମସ୍ତ ପ୍ରବାସୀ ଫେରନ୍ତାଙ୍କ ହେବ ସ୍ବାବ ପରୀକ୍ଷା: ଜିଲାପାଳ
ଛତ୍ରପୁର,୧ା୫(ଡି.ଏନ୍.ଏ.)- କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲା ପ୍ରଶାସନର କୋଭିଡ ସେଲ ସହିତ ଯୋଗାଯୋଗ କରି ଏହା କରିପାରିବେ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର…
୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ
ଗଞ୍ଜାମ,୧ା୫(ଡି.ଏନ୍.ଏ.)- ଲକ୍ଡାଉନ୍ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ ହେଲା ପାଇପ ଯୋଗେ ପାଣି ଆସୁନାହିଁ। ଫଳରେ ଲୋକ ନାହିଁ ନ ଥିବା ଅସୁବିଧା…
ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ
ବୁଗୁଡା,୧ା୫(ଡି.ଏନ୍.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ ଦୋକାନ ବଜାର ବନ୍ଦ ହୋଇଛି। ଫଳରେ ଛୋଟ ଛୋଟ ବ୍ୟବସାୟୀ ଜୀବିକା ବଦଳାଇ ଅନ୍ୟ…
ଅବକାରୀ ଚଢାଉ, ୧୨୦ଲିଟର ଦେଶୀମଦ ଜବତ
ଖଲ୍ଲିକୋଟ,୧ା୫(ଡି.ଏନ୍.ଏ.)- ଖଲ୍ଲିକୋଟ ଅବକାରୀ ବିଭାଗ ଶୁକ୍ରବାର ସକାଳେ ଚଢାଉ କରି ୧୨୦ଲିଟର ଦେଶୀମଦ ସହ ୪ ବାଇକ ଜବତ କରି ୪ଜଣଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅବକାରୀ ଥାନା ଅନ୍ତର୍ଗତ ସୌରାଛଚିନା, ଲଙ୍ଗଳେଶ୍ୱର, ନାରାୟଣପଲ୍ଲୀ ଛକ ଅଞ୍ଚଳରେ ଚୋରା ଦେଶୀମଦ ବିକ୍ରି…
୧୨ ଫୁଟିଆ ଅହିରାଜ ଉଦ୍ଧାର
ପାତ୍ରପୁର,୧ା୫(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଏକ ୧୨ ଫୁଟର ଅହିରାଜକୁ ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ ବନ ବିଭାଗ ଉଦ୍ଧାର କରିଛି। ଗୁରୁବାର ସ୍କୁଲ ପରିସର ନଳା ଭିତରେ ସାପ ଥିବା…
ରାଶନକାର୍ଡ ଦାବିରେ ମହିଳାଙ୍କ ବିକ୍ଷୋଭ
ପୁରୁଷୋତ୍ତମ ପୁର,୧ା୫(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ଗରିବ ଖଟିଖିଆ ଶ୍ରମିକ ଶେଣୀର ଲୋକେ ଦାନା ଯୋଗାଣ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏଭରି ପରିସ୍ଥିତିରେ ଗରିବ ଲୋକଙ୍କୁ ଦିଆଯାଇଥିବା ରାଶନକାର୍ଡ କାଟି ଦିଆଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି…
ଆର.ଉଦୟଗିରି, ନୂଆଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ: ଲୋକେ ହନ୍ତସନ୍ତ
ଆର.ଉଦୟଗିରି,୧ା୫(ଡି.ଏନ.ଏ.)- ଗଜପତି ଜିଲାର ଆର.ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ କାଟ ସମସ୍ୟା ଲାଗି ରହିଛି। ଆର.ଉଦୟଗିରି ବ୍ଲକର ୧୫ ଗଁା ଓ ନୂଆଗଡ ବ୍ଲକର ୧୯ ଗଁା ସହ ଅନ୍ୟାନ୍ୟ ଗ୍ରାମରେ ବର୍ଷତମାମ ବିଦ୍ୟୁତ୍ କାଟ ହେଉଛି। ଘଣ୍ଟାକୁ…
ସୁରଟରୁ ବାହାରିବ ୨୧ ବସ୍: କ୍ୱାରାଣ୍ଟାଇନ୍ ସେଣ୍ଟର ତଦାରଖ କଲେ ଉପଜିଲାପାଳ
ଭଞ୍ଜନଗର,୧।୫(ଡି.ଏନ୍.ଏ.)- ସୁରଟରୁ ଶହଶହ ଓଡ଼ିଆ ଭିଟାମାଟିକୁ ବସ୍ଭଡ଼ା କରି ଦୌନନ୍ଦିନ ବାହାରୁଛନ୍ତି। ଶୁକ୍ରବାର ରାତିରେ ସୁରାଟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୧ ବସ୍ ଓଡ଼ିଶା ଅଭିମୁଖେ ଯାତ୍ରୀ ନେଇ ବାହାରିବ। ଏନେଇ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଚାଲିଛି। ପ୍ରବାସି ଓଡ଼ିଆ ସମାଜର…
ସୁରଟରୁ ୩ ବସ ଆସିକାରେ ପହଁଚିଲା: କ୍ୱାରାଣ୍ଟାଇନରେ ୧୧୪
ଆସିକା,୧ା୫(ଡି.ଏନ୍.ଏ.)- ଲକ୍ଡାଉନ୍ ସ୍ଥିତିରେ ସୁରଟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ବିଳମ୍ବିତ ରାତିରେ ୩ ବସ୍ରେ ପ୍ରବାସୀ ଓଡିଆ ଆସି ଆସିକାରେ ପହଞ୍ଚତ୍ଛନ୍ତି। ରାତି ପ୍ରାୟ ସାଢେ ୨ଟାରେ ଏହି ବସ୍ ସବୁ ଏଠାରେ…
Archives


