ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ: ପାଓ୍ବାର କଟ୍କୁ ନେଇ ଆନ୍ଦୋଳନ ଚେତାବନୀ
ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)- ଦୈନନ୍ଦିନ ଜୀବନରେ ବିଦ୍ୟୁତ ସେବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ହୋଇପଡିଛି। ତେଣୁ ଲୋକେ କିଛି ସମୟ ବିଦ୍ୟୁତ କାଟ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଭଞ୍ଜନଗର ଟାଟା ପାୱାର ପକ୍ଷରୁ ମରାମତି ନାମରେ...
ଫୋନରେ ପୂର୍ବତନ ମେୟରଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଆରମ୍ଭ
ବ୍ରହ୍ମପୁର,୧୨।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଛି। ସେ ଏନେଇ ଗୋଶାଣିନୁଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ...
୧୮ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ
ବୁଗୁଡା,୧୧ା୮(କାଳିଚରଣ ଦାଶ): ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଜନୈକ ଫେରାର ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପିଳା ନାଇକ (୫୩)। ଏ ନେଇ ଜିଆର ନଂ ୩୭୬/୨୦୦୭ରେ ଏକ...
ହତ୍ୟା ଘଟଣାରେ ୨୪ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ କେରାଣ୍ଡିତୋଳା ଗ୍ରାମରେ ଏକ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜଣକୁ ଦୀର୍ଘ ୨୪ ବର୍ଷ ପରେ ଚମାଖଣ୍ଡି ପୋଲିସ ଗିରଫ କରିଛି l ୨୦୦୧ରେ ଏକ ଝଗଡାକୁ ନେଇ ପ୍ରଶାନ୍ତ ପ୍ରଧାନକୁ...
ଗଞ୍ଜାମ ଥାନା ରାଜ୍ୟରେ ୩ ନମ୍ବର, ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଆଣିଲା ଗୌରବ
ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ରାଜ୍ୟରେ ଥାନା ୱାରୀ ହୋଇଥିବା ବିଭାଗୀୟ ପଦର୍ଶନୀରେ ଗଞ୍ଜାମ ଜିଲାର ଗଞ୍ଜାମ ଥାନା ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଓ କାର୍ଯ୍ୟଶୈଳୀ ନିମନ୍ତେ...
ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ: ଯୁବକ ଗିରଫ
ଭଞ୍ଜନଗର,୧୧। ୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଲୁଆପଲ୍ଲୀ ଛକରୁ ଜଣେ ଯୁବକଙ୍କୁ ପୋଲିସ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି। ସେହେଲେ ଆଶୋକ କୁମାର ଭୂୟାଁ। ତାଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ଜୀବନ୍ତ...
କୁକୁର ମୁଁହରୁ ମୟୁରକୁ ଉଦ୍ଧାର କଲେ ଯୁବ ସ୍ବେଚ୍ଛାସେବୀ
ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): କୁକୁର ମୁଁହରୁ ମୟୁରକୁ ଉଦ୍ଧାର କଲେ କଲ୍ୟାଣପୁର ଗ୍ରାମର ଯୁବ ସ୍ବେଚ୍ଛାସେବୀ କେ ଇଲେୟା । ବାଲିଲୋକନାଥ ମନ୍ଦିରରୁ ଫେରୁଥିବା ବେଳେ ଦଳେ କୁକୁର ମୟୁରକୁ ଟଣା ଓଟରା କରୁଥିବା ଦେଖିଥିଲେ ଇଲେୟା...
ବରିଷ୍ଠ ବିଜେଡି ନେତା ବଟକୃଷ୍ଣ ପଣ୍ଡାଙ୍କ ପରଲୋକ, ଛାତ୍ର ଜୀବନରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର
ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ଗଞ୍ଜାମ ଜିଲା ବିଜେଡି ସମ୍ପାଦକ ବଟକୃଷ୍ଣ ପଣ୍ଡାଙ୍କ ୬୯ ବର୍ଷ ବୟସରେ ବିୟୋଗ ଘଟିଛି। କୌଣସି ଏକ ରୋଗରେ କିଛି ମାସ ପୀଡିତ ଥିଲେ...
ଭଞ୍ଜନଗର ମେଡିକାଲରେ ରୋଗୀ-ଗାର୍ଡ ଧସ୍ତାଧସ୍ତି, ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଦୁଇ ଦିନ ପୂର୍ବେ ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲକୁ ଦୁଇଟି କ୍ଷେତ୍ରରେ ଉଲ୍ଲେଖନୀୟ ସାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରରେ ଦୁଇଟି ପୁରସ୍କାର ମିଳିଥିଲା। ଯାହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ରବିବାର ମେଡିକାଲର ସୁନାମରେ କିଛିଟା...
୧୨ ଫୁଟର ବୋଡ଼ା, ୭ ଫୁଟର ନାଗ ସାପ ଉଦ୍ଧାର, ଓଜନ ରହିଛି…
ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ଓ ପୋଲିସ ଟିମ୍ ରାତିରେ ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଚକରା ବିଷୋୟୀ ଛକ ଏସ୍ବିଆଇ ଏଟିଏମ୍ ନିକଟରେ ଏକ ବିରାଟ ବୋଡ଼ା ସାପ ରାସ୍ତା...
ସରକାରୀ ଯୋଜନାରୁ ବଞ୍ଚିତ ୧୯୪ ହାଇସ୍କୁଲ, ୬ ଦଫା ଦାବିରେ ୧୬ରେ ଭୁବନେଶ୍ୱରରେ ଆନ୍ଦୋଳନ
ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନୟ ସମିତି ରବିବାର ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭା ଗୃହଠାରେ ଓଷ୍ଟା ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଦିଲୀପ କୁମାର...
କ୍ଲିନିକ୍ ମାଲିକଙ୍କ ଧମକ: କେସ୍ ନ ଉଠାଇଲେ…
ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ରାତି ପ୍ରାୟ ୧୦ ଟାରେ ସିଙ୍ଗପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ...
Archives


