ଗଞ୍ଜାମ

ଗଞ୍ଜାମରେ ୧୨ କରୋନା ଯୋଦ୍ଧାଙ୍କ ସମେତ ୪୨ ପଜିଟିଭ୍‌ : ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି

ଛତ୍ରପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ୪୨ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ କରୋନା ଯୋଦ୍ଧା ଅଛନ୍ତି। ୩ ଆକ୍ରାନ୍ତ କର୍ଣ୍ଣାଟକ, ସୁରଟ…

ଗଞ୍ଜାମ ମିନି ଷ୍ଟାଡିୟମ୍‌ରେ ମାଛ, ମାଂସ ଦୋକାନ: ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ, ୧୯।୬(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରିରଖିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପରିବା ଓ ମାଛ ମାଂସ ଦୋକାନଗୁଡିକୁ ମିନିଷ୍ଟାଡିୟମରେ ବ୍ୟାରିକେଟକରି ଭର୍ତ୍ତିକରିଛି । ଦୁଇ ଦିନ ହେଲା ସେଠାରେ…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ବିଏମ୍‌ସିର ୬ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୯ା୬- କରୋନା ମୁକାବିଲା ନେଇ ଘୋଷିତ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ୬ ଦୋକାନକୁ ସିଲ କରିଛି ପ୍ରଶାସନ। ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗୁରୁବାର ରାମଲିଙ୍ଗମ୍‌ ଟେମ୍ପୁଲ ରୋଡ଼, ଗାନ୍ଧୀନଗର, ଚର୍ଚ୍ଚ ରୋଡ଼, ଗେଟବଜାର ଅଞ୍ଚଳରେ…

ଘରୋଇ ସଙ୍ଗରୋଧରେ ଥିବା ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ମୋବାଇଲ ଫୋନ ଜବତ

ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ ବେକରେ…

ଶୋଇଥିବା ବେଳେ ପୁଅକୁ ହାଣି ହତ୍ୟାକଲେ ମା’

ଖଲ୍ଲିକୋଟ,୧୮ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବାବେଳେ ପୁଅକୁ ହତ୍ୟା କରି ବାଡ଼ିପଟେ ପୋତି ଦେଇଛନ୍ତି ମା’। ଗୁରୁବାର ଅପରାହ୍ନରେ ପୋଲିସ ମାଟିଖୋଳି ମୃତଦେହ ଜବତ କରିବା…

ତୋଟାରୁ ନରକଙ୍କାଳ ଉଦ୍ଧାର: ସଙ୍ଗରୋଧ କେନ୍ଦ୍ରରୁ ଫେରାର୍‌ ବ୍ୟକ୍ତି ସନ୍ଦେହ

ଆସିକା,୧୮ା୬(ଡି.ଏନ୍‌.ଏ.)- ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ବେଣିପଲ୍ଲି ଗ୍ରାମ ନିକଟରେ ଥିବା ଏକ ତୋଟାରୁ ଗୁରୁବାର ନରକଙ୍କାଳ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ପଡିଥିବା ପୋଷାକରୁ ଏହା ସଙ୍ଗରୋଧ କେନ୍ଦ୍ରରୁ ଖସି ପଳାଇଥିବା ଜଣେ ବ୍ୟକ୍ତିଙ୍କର ବୋଲି ସନ୍ଦେହ କରାଯାଉଛି। ତାଙ୍କ…

ମୃତ୍ୟୁର ଦିନକ ପରେ ରିପୋର୍ଟ ଆସିଲା ପଜିଟିଭ୍‌

ପୋଲସରା,୧୮ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଦିନକ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ମୃତକଙ୍କ ପରିବାର ସମେତ ମୃତଦେହ ସଂସ୍କାର କରିଥିବା ଲୋକେ ସଂକ୍ରମିତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ…

ବିପୁଳ ପରିମାଣର ଗୁଟ୍‌କା ଜବତ:୨ ଭାଇ ଗିରଫ

ପୁରୁଷୋତ୍ତମପୁର,୧୮।୬(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଗୁରୁବାର ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାପାଶର୍‌ବରେ ଥିବା ଏକ ତେଜରାତି ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟକା ଜବତ କରିଛି। ଏହି ଘଟଣାରେ ଦୁଇ ଭାଇ ଲକ୍ଷ୍ମୀ ସାହୁ ଓ ଦିବାକର ସାହୁଙ୍କୁ ଗିରଫ…

ଚଳିତବର୍ଷ ବୁଗୁଡ଼ାରେ ଗଡ଼ିବନି ରଥ

ବୁଗୁଡ଼ା,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାର ଶ୍ରୀ ବଳଦେବ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ପରିଚାଳନା କମିଟିର ସଭାପତି ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସଙ୍କଟରୁ ରକ୍ଷା ପାଇବା ପାଇଁ…

ଗଞ୍ଜାମ ଜିଲାରେ ହେବ ନାହିଁ ରଥଯାତ୍ରା: ଜନସାଧାରଣଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଛତ୍ରପୁର, ୧୮।୬(ଡି.ଏନ୍‌.ଏ.)- ରାଜ୍ୟର ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ଚଳିତ ବର୍ଷ କୌଣସି ସ୍ଥାନରେ ରଥଯାତ୍ରା ନ କରିବାକୁ ରଥଯାତ୍ରା କମିଟିମାନେ ନିଷ୍ପତି ନେଇଛନ୍ତି। ଏଥିପାଇଁ କମିଟିମାନଙ୍କୁ ଜ଼ିଲାପାଳ ବିଜୟ ଅମୃତା…

ଗଞ୍ଜାମରେ ୧୩ କରୋନା ଯୋଦ୍ଧା ସମେତ ୫୬ ପଜିଟିଭ୍‌

ଛତ୍ରପୁର,୧୮ା୬(ଡି.ଏନ୍‌.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ କରୋନା ଯୋଦ୍ଧା ଅଛନ୍ତି। ଏମାନେ ସମସ୍ତେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୫କୁ ବୃଦ୍ଧି…

ଗଞ୍ଜେଇ ସହ ୨ଗାଡି ଜବତ: ୩ ଗିରଫ

ଆସିକା,୧୮ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା କଲେଜ ଛକ ରାସ୍ତାରେ ସୋମବାର ଅପରାହ୍ନରେ ଗୋଟିଏ ବାଇକ୍‌ ଓ ଏକ ପିକଅପ୍‌ ଭ୍ୟାନ୍‌ରୁ ୨ ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ। ଗାଡି ଦୁଇଟିକୁ ଜବତ କରିବା ସହ ସେଥିରେ ଥିବା ୩ଜଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri