ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କରୁଥିଲେ ଜମି ବିକ୍ରି, ବନ୍ଧା ହେଲେ ୩, ବଢ଼ିପାରେ ସଂଖ୍ୟା
ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ପର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦),...
ଚାଷଜମିରେ ରୁଆ ଚାଲିଥିଲା ଧାନତଳି, ବଜ୍ରପାତରେ ନଣନ୍ଦ, ଭାଉଜ ସମେତ ୩ ମୃତ
ଛତ୍ରପୁର,୨୬ା୮(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ କାମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର...
ବୁଗୁଡା ବ୍ଲକରେ ତାଲିମ ନେବେ ୧୦ ପ୍ରଶିକ୍ଷାର୍ଥୀ ଓଏଏସ୍ ଅଫିସର
ବୁଗୁଡା,୨୬ା୮(କାଳିଚରଣ ଦାଶ)- ଗଞ୍ଜାମ ଜିଲାପାଳଙ୍କ ପତ୍ର ଅନୁସାରେ ଗଞ୍ଜାମ ଜିଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ...
ସିରିଜ ଦୁର୍ଘଟଣା: ଟ୍ରକକୁ ପିଟିଲା ପିକଅପ, ବସ୍କୁ ପିଟିଲା ଟ୍ରକ, ଆଉ ତା’ପରେ..
ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ହୁମା ଓ ଝାଡ଼କୁଦା ମଧ୍ୟରେ ଥିବା ଦଷ୍ଟିଙ୍ଗ ନିକଟ ୧୬ ନଂ ଜାତୀୟ ରାଜପଥଠାରେ ମଙ୍ଗଳବାର ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଥିଲା l ରାସ୍ତାରେ ଏକ ଗାଈକୁ ଦେଖି ଟ୍ରକ ଡ୍ରାଇଭର ଗାଡିର ବେଗ କମାଇବା ପରେ...
ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା: ସାଇକେଲ ଯାତ୍ରା କରି…
ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ସ୍ବାସ୍ଥ୍ୟବସ୍ଥା, ଫିଟନେସ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସାରଦା ପ୍ରସାଦ...
ଦିନକ ପରେ ବିରାଜମାନ ହେବେ ଗଜାନନ, ଛେଚୁଛି ବର୍ଷା, ଚିନ୍ତାରେ ଗଣେଶ ପୂଜା କମିଟି
ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ଦିନକ ପରେ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶଙ୍କ ଚତୁର୍ଥୀ। ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜମାନ କରିବେ ଗଜାନନ। ଏଥିପାଇଁ ସମଗ୍ର ଗଞ୍ଜାମ ସହରର ବିଭିନ୍ନ ସାହି ଗୁଡିକ ସାଜସ୍ବଜା ଶେଷ ପର୍ଯ୍ୟାୟରେ । ବିରାଟ...
ପ୍ରେମ ପାଇଁ ଭାଜପା ନେତାଙ୍କ ପୁଅକୁ ଆକ୍ରମଣ: ମିଛ କହି ଘରୁ ଘୋଷାଡି ଘୋଷାଡି ନେଇ…
ପୁରୁଷୋତ୍ତମପୁର,୨୫।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ସହର ପୁରୁଣାପୋଷ୍ଟଅଫିସ ସାହିରେ ରବିବାର ରାତିରେ ବରିଷ୍ଠ ଭାଜପାନେତା ପୃଥିବୀରାଜ ମହାପାତ୍ରଙ୍କ ପୁଅ ଶୁଭଅର୍ପିତ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛିି। ଏହା ସହ ଅପହରଣ କରିନେବାକୁ ଉଦ୍ୟମ ଅଭିଯୋଗରେ ପୋଲିସ ସୋମବାର ତିନିଜଣଙ୍କୁ ଗିରଫକରି...
ଜମି ବିକ୍ରି କରିବାକୁ ଲାଗିଲା ନିଶା: ମୃତ ବ୍ୟକ୍ତିଙ୍କୁ ଜୀବିତ କରି ରଚୁଥିଲେ ଷଡଯନ୍ତ୍ର, ହେଲେ…
ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼...
ଫାଷ୍ଟଫୁଡ଼ ଦୋକାନରୁ ନାମୀଦାମୀ କମ୍ପାନୀ ବିଦେଶୀ ମଦ
ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ପ୍ରଦୀପ ବେହେରାଙ୍କ ଫାଷ୍ଟଫୁଡ଼ ଦୋକାନ ଉପରେ ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଇନ୍ସପେକ୍ଟର ମନିଷା ଭୋଳ ଚଢାଉ କରି ବିଭିନ୍ନ ନାମୀଦାମୀ କମ୍ପାନୀ ନିର୍ମିତ ୯୦ଟି...
୫ ବର୍ଷର ଝିଅକୁ କରିଥିଲେ ବଳାତ୍କାର: ମିଳିଲା ଏମିତି ଦଣ୍ଡ
ବ୍ରହ୍ମପୁର, ୨୫।୮(ସୁବାସ ଚନ୍ଦ୍ର ପାଢ଼ୀ): ଜନୈକା ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା ମମାଲର ତ୍ୱରିତ ରାୟ ୪ ମାସ ଭିତରେ ସ୍ବତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କାଳିଆ ନାହାକଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ...
ମାଥମେଟିକାଲ ନୋଟସନ ପ୍ରଦର୍ଶନୀରେ କୃତିତ୍ୱ ହାସଲ କଲେ ଆନନ୍ଦିନୀ
ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ):ଫୁଲବାଣୀଠାରେ ଅନୁଷ୍ଠିତ ଆନ୍ତଃଜିଲା ଜ୍ଞାନ-ବିଜ୍ଞାନ ମେଳାରେ ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆନନ୍ଦିନୀ ପଣ୍ଡା (ଲୁସି)ତୃତୀୟ ସ୍ଥାନ ପାଇ କୃତିତ୍ୱ ଅର୍ଜନ କରିଛନ୍ତି। ମାଥମେଟିକାଲ ନୋଟସନ ଉପରେ ଆଧାରିତ ପ୍ରଦର୍ଶନୀରେ ସେ ଗାଣିତିକ...
ଦମ୍ପତ୍ତିଙ୍କୁ ଆକ୍ରମଣ: ଜେଲଗଲେ ୩ ଅଭିଯୁକ୍ତ
ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଝରିପଦର ଗ୍ରାମରେ ଏକ ଅଭାବାନୀୟ ଘଟଣା ସାମ୍ନାକୁ ଆସିଛି। ପୈତୃକ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ଏନ୍. ସୁଲଭ...
Archives


