ଏଥର କୋଭିଡ୍ ମୁକାବିଲାରେ ସାମିଲ୍ ହେଲେ ଗଞ୍ଜାମ ସହରର ଦୋକାନୀ
ଗଞ୍ଜାମ,୨୫।୯(ଡି.ଏନ୍.ଏ.): ଗଞ୍ଜାମ ସହରରୁ ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା ହଟିନି। ଦୈନିକ ସହରର କେଉଁ ୱାର୍ଡରୁ ନା କେଉଁ ୱାର୍ଡରୁ ଗୋଟିଏ କିମ୍ବା ଦୁଇଟି ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି । ଏଥିପାଇଁ ପ୍ରଶାସନ ସହରବାସୀଙ୍କ ପାଇଁ ସଚେତନତା ଜାରି ରଖିଛି…
କୋଭିଡ୍ ସଚେତନତା ସପ୍ତାହ ଶୁଭାରମ୍ଭ କଲେ ଜିଲାପାଳ: ଗଞ୍ଜାମରେ କରୋନାରୁ ୯୭ ପ୍ରତିଶତ ସୁସ୍ଥ
ଛତ୍ରପୁର,୨୪ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିଛି। ଏହି ପରିପ୍ରେକ୍ଷୀରେ କୋଭିଡ୍ ସପ୍ତାହ ପାଳନ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ସମୟରେ ଜିଲାରେ କରୋନା ସଂକ୍ରମଣ କମିଆସିଛି ସତ କିନ୍ତୁ ଏହା…
ମନ୍ଦିରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା: ୪ ଅଟକ
ବ୍ରହ୍ମପୁର ଅଫିସ,୨୪ା୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିବା ଘଟଣା ପ୍ରଚାର ହେବା ପରେ ବ୍ରହ୍ମପୁର…
ପାଇପ ଲାଇନ୍ ପାଇଁ ସମ୍ପ୍ରସାରଣ କାର୍ଯ୍ୟରେ ବାଧା
ଗଞ୍ଜାମ,୨୪ା୯(ଡି.ଏନ୍.ଏ.): ଗଞ୍ଜାମ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଭୟ ପାର୍ଶ୍ୱ ରାସ୍ତା ବିଞ୍ଚଣାପଲ୍ଲୀଠାରୁ ଦାମୋଦରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି l ଏହାର ନିର୍ମାଣ କାର୍ଯ୍ୟ ପୂର୍ତ୍ତବିଭାଗ ହାତକୁ ନେଇଥିବା ବେଳେ ଏଥିପାଇଁ ୬ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ…
ଗଞ୍ଜାମ ସହରକୁ କରୋନା ମୁକ୍ତ ପାଇଁ ଶପଥ
ଗଞ୍ଜାମ,୨୪।(ଡି.ଏନ.ଏ.): ଗଞ୍ଜାମ ସହରରୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ନିମନ୍ତେ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁବାର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲି ଜୟଶ୍ରୀ ଛକରୁ ବାହାରି ସାନ ବଜାର ପର୍ଯ୍ୟନ୍ତ ଯାଇଥିଲା। ବ୍ୟବସାୟୀମାନଙ୍କୁ କୋଭିଡ ନିୟମ…
କେନ୍ଦ୍ର ସରକାରଙ୍କ କୃଷି, ଶ୍ରମିକ ବିରୋଧୀ ଆଇନ ପ୍ରଣୟନକୁ ବିରୋଧ
ଦିଗପହଣ୍ଡି,୨୩ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସ୍ଷ୍ଟାଣ୍ଡଠାରେ ସର୍ବଭାରତୀୟ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଙ୍କ ଡାକରା କ୍ରମେ ବୁଧବାର ସିପିଆଇ,ସିପିଆଇ (ଏମ୍) ଏବଂ କଂଗ୍ରେସ ସମର୍ଥିତ ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ…
ଗଞ୍ଜାମକୁ ଆସୁଥିବା ଲୋକଙ୍କ ଉପରେ ରଖାଯିବ ନଜର: ନିର୍ଦ୍ଦେଶ ଦେଲେ ଜ଼ିଲାପାଳ
ଛତ୍ରପୁର, ୨୩।୯(ଡି.ଏନ.ଏ): ଗଞ୍ଜାମରେ କରୋନା ସ୍ଥିତିରେ ବେଶ୍ ସୁଧାର ଆସିଛି । ଏନେଇ ଜ଼ିଲାବାସୀଙ୍କୁ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି। ତେବେ ଏବେ ବି ବିପଦ ଟଳିନି। କେତେ ଲୋକେ ସମ୍ପୂର୍ଣ୍ଣ ଭୟମୁକ୍ତ ହୋଇ…
ଜଗନ୍ନାଥଙ୍କ ଶରଣାପନ୍ନ ହେଲା ପାତି ମାଙ୍କଡ
ପୁରୁଷୋତ୍ତମପୁର, ୨୩।୯(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସଂଧ୍ୟାରେ ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳଥିଲା। ଏକ ପାତି ମାଙ୍କଡ ମନ୍ଦିର ଭିତରେ ପଶି ଜଗନ୍ନାଥଙ୍କୁ ଜାବୁଡି ଧରି ମୁଣ୍ଡ ପୋତି ବସିଥିବାର ଦେଖିବାକୁ…
ଡିଭାଇଡର ଉପରକୁ ଚଢ଼ିଗଲା କାର୍
ଦିଗପହଣ୍ଡି,୨୨।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜକଁୟା ଛକ ନିକଟ ୩୧୭ ନଂ . ଜାତୀୟ ରାଜପଥ ଡିଭାଇଡର ଉପରେ ଚଳନ୍ତା କାର ଚଢି ଯିବାରୁ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳଳେ ବ୍ରହ୍ମପୁରରୁ ଗଜପତି ଜିଲା ମୋହନା ଅଭିମୁଖେ ଯାଉଥିବା କାର ନଂ.…
ଫାର୍ମାସିଷ୍ଟଙ୍କ ଜୀବନ ନେଲା କରୋନା: ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ
ପୁରୁଷୋତ୍ତମପୁର,୨୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଓ୍ବାଇ ରାଜକୁମାର (୪୬)। ସେ ଦୀର୍ଘ ୧୩ ବର୍ଷ ହେଲା ମାଲକାନଗିରି ଜିଲା ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କାଳିଆଗୁଡ଼ା…
ମହିଳା ହୋମଗାର୍ଡଙ୍କୁ ଆକ୍ରମଣ ମାମଲା: ସ୍ବାମୀଙ୍କ ସମେତ ୨ ଦେଡ଼ଶୁର ଗଲେ ଜେଲ୍
ଦିଗପହଣ୍ଡି,୨୦ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଡ଼ଶୁର ଜଗଦୀଶ ନନ୍ଦ, ପୀତବାସ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। କେସ ନଂ.୨୦୩/୨୦ରେ…
ବୋହୂକୁ ବଳାତ୍କାର ଅଭିଯୋଗରେ ଶ୍ବଶୁର ଗଲେ ଜେଲ, ବାଳସୁଧାର ଗୃହରେ ଦିଅର
ଦିଗପହଣ୍ଡି,୨୦।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁରଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ମାମଲା ନଂ.୨୦୪/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ…
Archives


