ଦୀର୍ଘ ୭ ମାସ ପରେ ଖୋଲିଲା ହିଞ୍ଜିଳିକାଟୁ ଆହାରକେନ୍ଦ୍ର
ହିଞ୍ଜିଳିକାଟୁ,୨।୧୧(ଡ଼ି.ଏନ୍.ଏ): କରୋନା ମହାମାରୀ କଟକଣା ପାଇଁ ଦୀର୍ଘ ୭ ମାସ ଧରି ଆହାରକେନ୍ଦ୍ର ବନ୍ଦ ରହିଥିଲା। ତେବେ ସୋମବାର ଆହାରକେନ୍ଦ୍ର ପୁଣି ଖୋଲିଛି। ହିଞ୍ଜିଳିକାଟୁ ଆହାରକେନ୍ଦ୍ର ଓ ତାହାର ଆଖପାଖକୁ ସାନିଟାଇଜ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ଖାଦ୍ୟ…
ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ: ଗେଟ୍ ସମ୍ମୁଖରେ ଅପେକ୍ଷା କରି ବିଫଳ ହେଲ ପ୍ରଧାନଶିକ୍ଷକ
ପୁରୁଷୋତ୍ତମପୁର,୨।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ. ୧୨ କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିକଟସ୍ଥ ସୀତାରାମପୁର ଆଗ୍ରାହରମ ବିଦ୍ୟାଳୟରେ ପଢ଼ିବା ଲାଗି…
ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ସହ ପ୍ରେମିକ ଗିରଫ
ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ନିକଟ ଦଳିତ ସାହିରେ ଗୁରୁବାର ରାତିରେ ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ କୋର୍ଟଚାଲାଣ କରିଛି। ଗିରଫ ସ୍ତ୍ରୀ…
ଅଢେଇ କିଲୋ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୩୧ା୧୦-ବ୍ରହ୍ମପୁର ବଡ଼ ବଜାରରେ ଥିବା ବିନୋଦ ଜୁଏଲେରିରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଚୋରମାନେ ଷ୍ଟୋର୍ରେ ଥିବା ଆଇରନ୍ ଚେଷ୍ଟ ଭାଙ୍ଗି ପ୍ରାୟ ୨କେଜି ୮୦୦ଗ୍ରାମ୍ ଓଜନର ସୁନା ଗହଣା ଚୋରି କରିଥିବା ମାଲିକ ଜେ.ରବିକୁମାର ଥାନାରେ ଅଭିଯୋଗ କରିଛନ୍ତି।…
ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଗିରଫ
ହିଞ୍ଜିଳିକାଟୁ,୩୧ା୧୦: ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ପକ୍ଷରୁ ଶାସନଆମ୍ବଗାଁ ଓ ଶ୍ରଦ୍ଧାପୁର ଗ୍ରାମରେ ଶୁକ୍ରବାର ରାତି ଓ ଶନିବାର ପୂର୍ବାହ୍ନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି। ଶାସନଆମ୍ବଗାଁରେ ଜୁଆ ଆଡ୍ଡା ଚଢ଼ାଉ ବେଳେ ପୋଲିସ…
୧୦ ହଜାର ଟଙ୍କାକୁ ବନ୍ଧା ପଡ଼ିଥିଲା ରାଶନକାର୍ଡ, ସହଯୋଗର ହାତ ବଢ଼ାଇଲେ ଯୁବ ସ୍ବେଚ୍ଛାସେବୀ
ଗଞ୍ଜାମ,୩୧ା୧୦(ଡି.ଏନ୍.ଏ.): ଅଭାବ ଅନଟନ ହେଲେ ସାଧାରଣତଃ ଲୋକେ ସୁନା ରୁପା ବନ୍ଧକ ରଖି ଟଙ୍କା ଧାର ଆଣିଥାନ୍ତି l କିନ୍ତୁ ପରିବାର ବୋଝ ପାଇଁ ସରକାର ପ୍ରଦାନ କରିଥିବା ରାଶନକାର୍ଡ ମାତ୍ର ୧୦ ହଜାର ଟଙ୍କାରେ ବନ୍ଧା ପକାଇବା ଘଟଣା ସ୍ଥାନୀୟ…
ଦାଦାବଟି ଆଦାୟ ଅଭିଯୋଗ: ପେସାଦାର ଅପରାଧୀ ଗଲେ ଜେଲ୍
ଦିଗପହଣ୍ଡି,୩୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ, ଲଙ୍ଗଳଦେଇ ପ୍ରଭୃତି ଅଞ୍ଚଳରେ ଥିବା କ୍ରସର ୟୁନିଟ, ଇଟାଭାଟି, ପଥର ଖାଦାନ ସମେତ ବିଭିନ୍ନ ଠିକାଦାରଙ୍କ ଠାରୁ ଧମକ ଦେଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହେଉଥିଲା। ଏନେଇ ପୋଲିସ ଶନିବାର…
କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ
ପୁରୁଷୋତ୍ତମପୁର,୩୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ କରୋନା କଟକଣା ମଧ୍ୟରେ ମା’ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ପ୍ରତିବର୍ଷ ଏଠାରେ ଜାକଜମକରେ ପୂଜା ହେଉଥିବା ବେଳେ ଚଳିତବର୍ଷ ତାହା ଦେଖିବାକୁ ମିଳିନାହିଁ। ଜନଗହଳି ମଧ୍ୟ ନାହିଁ। କରୋନା ମହାମାରୀ ଯୋଗୁ ପୂଜା ଏବର୍ଷ…
ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା
ବୁଗୁଡ଼ା, ୩୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବାଲିପିଣ୍ଡି ପୋଖରୀ ନିକଟସ୍ଥ ଦଳିତ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କ ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ…
ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ର଼୍ୟାକେଟ୍ ଠାବ
ବ୍ରହ୍ମପୁର ଅଫିସ,୩୧ା୧୦: ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ଚାଲିଥିବା ଏକ ବଡ଼ ଧରଣର ଆଇପିଏଲ୍ ବେଟିଂ କାରବାର ପୋଲିସ ଠାବ କରିଛି। ପୋଲିସ ଏହି ର଼୍ୟାକେଟ୍ ଚଳାଉଥିବା ଦୁଇଜଣ ମୁଖ୍ୟଙ୍କୁ ଶୁକ୍ରବାର ଗିରଫ କରିବା ସହ ଅନ୍ଲାଇନ୍ କ୍ରିକେଟ ବେଟିଂର ପର୍ଦ୍ଦାଫାଶ…
ଜୁଆ ଆଡ୍ଡାରେ ଚଢାଉ: ୨୨ ଗିରଫ
ପୁରୁଷୋତ୍ତମପୁର,୩୦।୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ହିଣ୍ଡୁଳା, ଆଙ୍ଗୁ ଓ ଡି ପାଟପୁର ଗ୍ରାମରେ ଗୁରବାର ପୋଲିସ ଚଢାଉ କରି ୨୨ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ୪୬ ହଜାର ୫ଶହ ଟଙ୍କା ଜବତ କରାଯାଇଛି। ଏ ନେଇ…
ବାର୍ହା ଶିକାର ପାଇଁ ବୋମା ଭିଡୁଥିବା ବେଳେ ଚାଲିଗଲା ଜଣଙ୍କ ଜୀବନ, ୨ ଗୁରୁତର
ଶେରଗଡ଼,୨୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଳରାମପୁର ନିକଟସ୍ଥ ଭୀମପୁରା ଗ୍ରାମରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି। ବାର୍ହା ଶିକାର ପାଇଁ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ…
Archives


