ସପ୍ତାହାନ୍ତ ଶଟ୍ଡାଉନ୍: ପ୍ରଶାସନିକ ଯାଞ୍ଚ କଡ଼ାକଡ଼ି; ରାସ୍ତାଘାଟ ଖାଁ ଖାଁ
ବୁଗୁଡ଼ା,୨୫।୪(ଡି.ଏନ୍.ଏ.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି। ଏ ନେଇ ଗଞ୍ଜାମ ଜିଲା ବୁଗୁଡ଼ା ଏନ୍ଏସିରେ ଦୋକାନ ବଜାର ସବୁ…
ଗଞ୍ଜାମର ୨ ଛାତ୍ରୀ ପାଇଲେ ସ୍ବର୍ଣ୍ଣପଦକ
ଗଞ୍ଜାମ/ଆସିକା,୨୫ା୪(ଡି.ଏନ.ଏ.): ଗଞ୍ଜାମ ଜିଲାର ୨ଜଣ ଛାତ୍ରୀ ଅର୍ଥନୀତି ସ୍ନାତକୋତ୍ତର ଓ କଳା ସ୍ନାତକ ପରୀକ୍ଷାରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେମାନେ ହେଲେ ଅର୍ଥନୀତିରେ ଶୁଭଦର୍ଶିନୀ ସ୍ବାଇଁ ଓ କଳାରେ ଅପ୍ସାନା ଖାତୁନ। ଗଞ୍ଜାମ ବଡ଼ବଜାରର ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ଶୁଭଦର୍ଶିନୀ ଭଞ୍ଜବିହାର…
ସଙ୍ଘବଦ୍ଧ ଆକ୍ରମଣ: ମହିଳାଙ୍କ ସମେତ ୪ ଆହତ
ଛତ୍ରପୁର,୨୪ା୪: ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗାଁରେ ଶନିବାର ରାତି ପ୍ରାୟ ସାଢେ ୮ଟାରେ ସଂଘବଦ୍ଧ ଆକ୍ରମଣରେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଝୁନୁ ଗୌଡ଼, ବିନାୟକ ଗୌଡ଼, ନୀବାସୀ ଗୌଡ଼ ଓ…
କୋଭିଡ୍ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’
ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି…
ପୁରୁଷୋତ୍ତମପୁର ସହର ଜନଶୂନ୍ୟ
ପୁରୁଷୋତ୍ତମପୁର,୨୪।୪(ଡି.ଏନ୍.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତ ଶଟ୍ଡାଉନ୍ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏହା କଡ଼ାକଡ଼ି ଭାବରେ ପାଳନ କରାଯାଇଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ସହରରେ ପଇଁତରା ମରାଯାଉଛି। ଜନସାଧାରଣ…
ଶଟ୍ଡାଉନ୍ରେ ଗଞ୍ଜାମ ସହର ପ୍ରଭାବିତ
ଗଞ୍ଜାମ,୨୪।୪(ଡି.ଏନ୍.ଏ.): ରାଜ୍ୟରେ କରୋନା ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ସପ୍ତାହକୁ ଦୁଇଦିନ ଅର୍ଥାତ ଶନିବାର ଏବଂ ରବିବାର ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଗଞ୍ଜାମ ସହର ଶଟ୍ଡାଉନରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବଡ଼ ବଜାର ଓ ସାନ ବଜାରର…
ରାସ୍ତା ଉପରେ ଚାଷୀଙ୍କୁ ଝୁଣି ପକାଇଲା ବାର୍ହା: ଭିଡିଓ ଭାଇରାଲ
ଭଞ୍ଜନଗର,୨୩।୪: ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ମୁଦୁଲିପଲ୍ଲୀ ଅଞ୍ଚଳରେ ଏକ ବାର୍ହା ଜନବସତି ଆଡକୁ ଚାଲିଆସିଥିଲା। ସେତିକିବେଳେ ଜମିକୁ କାମ କରିବାକୁ ଯାଇ ଘରକୁ ଫେରୁଥିଲେ ସୁବାସ ବିଷୋୟୀ। ସେ ବାର୍ହା ହାବୁଡ଼ରେ ପଡିଯାଇଥିଲେ। ବାର୍ହାଟି ସୁବାସଙ୍କୁ ରାସ୍ତା ଉପରେ ଝୁଣିି…
କ୍ୱାରାଣ୍ଟାଇନ୍ରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା: ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୩।୪(ଡି.ଏନ୍.ଏ.): ପଶ୍ଚିମବଙ୍ଗରୁ ଗଞ୍ଜାମକୁ ଫେରୁଥିବା ପ୍ରବାସୀମାନଙ୍କୁ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍ସି) ଖୋଲାଯାଇ କ୍ୱାରାଣ୍ଟାଇନ୍ରେ ରଖାଯିବ। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ଲକ ସ୍ତରରେ ନିହାତି ଭାବରେ…
କାଜୁ ଫ୍ୟାକ୍ଟ୍ରି ସିଲ୍ କଲା ପ୍ରଶାସନ
ପୁରୁଷୋତ୍ତମପୁର,୨୩।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଠାରେ ଥିବା କାଜୁ ଫ୍ୟାକ୍ଟ୍ରିରେ କୋଭିଡ୍ ଆଇନକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଶତାଧିକ ମହିଳା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ଫ୍ୟାକ୍ଟ୍ରି ଉପରେ ପୁରୁଷୋତ୍ତମପୁର ପୋଲିସ ଏଏସ୍ଆଇ…
କୋଚିଂ ସେଣ୍ଟରରୁ ଛାତ୍ରୀଙ୍କୁ ଅପହରଣ
ବୁଗୁଡା,୨୨ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ପୋଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି।…
ହୋଟେଲରେ ବସି ଖାଇବା ବଦଳରେ ପାର୍ଶଲ ଦିଅନ୍ତୁ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇ ଦିନ ହେଲା ଦୈନିକ ସଂକ୍ରମଣ ୧୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚି଼ହ୍ନଟ ହେବାରେ ଲାଗିଛନ୍ତି । ଆଜି ଆଉ ୧୩୫ ଜଣ କରୋନାରେ ସଂକ୍ରମିତ…
ହାତ, ଗୋଡ଼ ପାପୁଲି ନ ଥିବା ବିରଳ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୨୨।୪: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ । ଶିଶୁଟି ବୁଧବାର ଅପରାହ୍ନରେ ଜନ୍ମ ହୋଇଥିଲା । ପରେ ତାକୁ ଆଇସିୟୁ ଭିତରେ ରଖି ଡାକ୍ତରମାନେ ଚିକିତ୍ସା କରୁଛନ୍ତି…
Archives


