ଗଞ୍ଜାମ ସହରରେ ଗୋଷ୍ଠୀ ସଂକ୍ରମଣ ରୋକିବା, ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ
ଗଞ୍ଜାମ,୯।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମାନ ଅବସ୍ଥା ଗଞ୍ଜାମ ଏନ୍ଏସିରେ ମଧ୍ୟ ଦେଖିବାକୁ ମିଳିଛି। ତେବେ କରୋନା ମୁକାବିଲା କରିବା...
ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍ ସେବା
ଭୁବନେଶ୍ୱର, ୮ା୭(ବ୍ୟୁରୋ)-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ କରାଯିବାକୁ...
ପାରଳାଖେମୁଣ୍ଡି ୩ ଦିନ ଶଟ୍ଡାଉନ
ପାରଳାଖେମୁଣ୍ଡି,୮।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ପାରଳାଖେମୁଣ୍ଡି ସହର ଶଟଡାଉନ ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ପାରଳାଖେମୁଣ୍ଡିକୁ...
ଗଞ୍ଜାମରେ ପହଞ୍ଚିଲେ ଡିଜିପି : କଲେ କୋଭିଡ ପରିଚାଳନା ସମୀକ୍ଷା
ଛତ୍ରପୁର,୮।୭(ଡି.ଏନ୍.ଏ.): ଓଡ଼ିଶା ପୋଲିସ ଡିଜି ଅଭୟ ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲାରେ ପହଞ୍ଚିଛନ୍ତି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ କୋଭିଡ-୧୯ ପରିଚାଳନା ଓ ଗାଇଡଲାଇନକୁ କାର୍ଯ୍ୟକାରୀ ସମ୍ପର୍କୀୟ ସମୀକ୍ଷା ଡିଜିପି କରିଛନ୍ତି। ଏହି ବୈଠକରେ ଦକ୍ଷିଣାଞ୍ଚଳ...
୭ ଦିନ ନିମଖଣ୍ଡିପେଣ୍ଠ ଗାଁ ଶଟଡାଉନ
ଦିଗପହଣ୍ଡି,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଏ ନେଇ ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଜନତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ କିଛିଦିନ ମଧ୍ୟରେ...
ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯାଇଛି। କେବଳ ଡିଆର୍ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଛି। ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ...
ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବପାଶ
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ ବାହାର ରାଜ୍ୟକୁ ଛଡ଼ାଯିବ। ଏଥିପାଇଁ ଆବେଦନ କରିବାକୁ ପଡିବ ।...
ଶେରଗଡ଼ ବ୍ଲକକୁ ନିର୍ଦ୍ଦେଶନାମା ନ ଆସୁଣୁ ପିତ୍ତଳ ପଞ୍ଚାୟତ ୬ଦିନ ଶଟ୍ଡାଉନ
ଶେରଗଡ଼,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକକୁ ୫ଦିନ ପାଇଁ ଜିଲାପାଳ ଶଟ୍ଡାଉନ ଘୋଷଣା କରିଥିଲେ। ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ପିତ୍ତଳ ସରପଞ୍ଚ ରଙ୍ଗବତୀ ବେହେରା ବୁଧବାରଠାରୁ ପଞ୍ଚାୟତକୁ ୬ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏକ ପ୍ରେସ ଇସ୍ତାହାରରେ...
କଳମ୍ବ ପଞ୍ଚାୟତରେ ୭ ଜଣ କରୋନା ପଜିଟିଭ: ୮ ଦିନ ଶଟଡାଉନ ଘୋଷଣା କଲେ ସରପଞ୍ଚ
ବୁଗୁଡ଼ା,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ କଳମ୍ବ ଛକରେ ଜଣେ ଏବଂ ଡେଙ୍ଗାପଦରରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରତିଭା ରାଣୀ ଜେନା...
ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍, କେହି ଯାଇ ପାରିବେନି ଭୁବନେଶ୍ୱର: ଜିଲାପାଳ
ଛତ୍ରପୁର,୮ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଏଥିସହ ଭୁବନେଶ୍ୱର ଯିବା ପାଇଁ କୋଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବ ନାହିଁ...
ସମସ୍ୟା ନେଇ ଗଞ୍ଜାମ ଜିଲାପାଳଙ୍କ ମୋବାଇଲକୁ କରିପାରିବେ ମେସେଜ
ଗଞ୍ଜାମ, ୮।୭(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଦିନରେ ୭କୁ ବୃଦ୍ଧି ହୋଇଛି l ଏ ନେଇ...
ବ୍ରହ୍ମପୁର ଆଇଟିଆଇକୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସାପତ୍ର
ବ୍ରହ୍ମପୁର ଅଫିସ,୮ା୭- କୋଭିଡ୍-୧୯ର ମୁକାବିଲା ନେଇ ୟୁଭିସି ସୋଲ ସାନିଟାଇଜର, ୟୁଭିସି ସାନିଟାଇଜର ନିର୍ମାଣ ପାଇଁ ବ୍ରହ୍ମପୁର ଆଇଟିଆଇକୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ପ୍ରଶଂସାପତ୍ର ଦେଇଛନ୍ତି। ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କ...
Archives


