ତାରାତାରିଣୀ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି ଦାବି
ପୁରୁଷୋତ୍ତମପୁର,୧୪ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଛାତ୍ରୀଛାତ୍ରଙ୍କ ନାମଲେଖା ଲାଗି ଆବଶ୍ୟକ ପରିମାଣର ସିଟ୍ ନ ଥିବା ହେତୁ ବହୁ ଗରିବ ଶ୍ରେଣୀର ଛାତ୍ରୀଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାରେ ଲାଗିଛନ୍ତି। ଏହା ସହ ଏହି ଅଞ୍ଚଳର ଛାତ୍ରୀଛାତ୍ର ବହୁ…
୪ ବ୍ଲକରେ ଦ୍ୱିତୀୟ ଡୋଜ ଟିକା ବନ୍ଦ
ଛତ୍ରପୁର,୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ମଙ୍ଗଳବାର ଦ୍ୱିତୀୟ ଡୋଜ ଟିକା ଦେବା ବନ୍ଦ ରହିଛି। ଏଥିସହ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ସୋରଡ଼ା, ପୋଲସରା ବ୍ଲକରେ ମଧ୍ୟ ଦ୍ୱିତୀୟ ଡୋଜ ଟିକା ଦେବା ମଙ୍ଗଳବାର ବନ୍ଦ ଅଛି ସୋମବାର ଜିଲାର…
୩ ଅଙ୍ଗନୱାଡି କର୍ମୀଙ୍କୁ ଛଟେଇ ପ୍ରତିବାଦ: ନବମ ଦିନରେ ଧାରଣା
ଛତ୍ରପୁର,୧୩।୭(ଡି.ଏନ୍.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ୮ ଦିନ ହେଲା…
ଦମ୍ପତିଙ୍କୁ ଆକ୍ରମଣ କରି ଲୁଟିନେଲେ ସୁନା ଅଳଙ୍କାର
ବେଗୁନିଆପଡ଼ା,୧୨ା୭: ଗଞ୍ଜାମ ଜିଲା ସୀମାନ୍ତ ତଥା ଖୋର୍ଦ୍ଧା ଜିଲା ବାଣପୁର ଥାନା ଶାଳିଆ ଡ୍ୟାମ ନିକଟରେ ଦୁର୍ବୃତ୍ତମାନେ ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ବେଗୁନିଆପଡ଼ା ଫାଣ୍ଡି ପି. ନୂଆଗାଁ ଗ୍ରାମର କଲ୍ୟାଣ କୁମାର…
ରଥ ଟଣା ବନ୍ଦ: ରୀତିନୀତି ରେ ପୂଜା ପାଇଲେ ୩ ଠାକୁର
ପୁରୁଷୋତ୍ତମପୁର,୧୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରଥଯାତ୍ରା ବନ୍ଦ ହୋଇଯାଇଥିବା ବେଳେ କେବଳ ପରମ୍ପରା ଅନୁସାରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଛି। ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ…
ଅଡିଟ ପରେ ଗଞ୍ଜାମରେ ବଢୁଛି ମୃତ୍ୟୁ ସଂଖ୍ୟା
ଛତ୍ରପୁର,୧୨।୭(ଡି.ଏନ୍.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାରୁ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ଘୋଷଣା ହୋଇଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ ଘୋଷଣା…
୧୦ ବ୍ଲକ, ୮ ସହରରେ ଅଭାବ ଦ୍ୱିତୀୟ ଡୋଜ ଟିକା: ଗଡ଼ିଲାଣି ଅବଧି ତାରିଖ
ଛତ୍ରପୁର,୧୨।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଟିକାର ଅଭାବ ଲାଗି ରହିଛି । ଶନିବାର ଜିଲାର ମାତ୍ର ୪ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା। ତେବେ ରବିବାର ଜିଲାର ୨୨ ବ୍ଲକ ମଧ୍ୟରୁ ୧୦ ଟି ବ୍ଲକ ଏବଂ ୧୮ ସହରାଞ୍ଚଳରୁ ୮ ସହରରେ…
ପୁଣି କୂଳ ଲଙ୍ଘିଲା, ୩ ଘର ଭାଙ୍ଗିଲା
ଗୋପାଳପୁର,୧୨ା୭:ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ତିନୋଟି ଘର ଭାଙ୍ଗି ଯାଇଥିଲା। ରବିବାର ପୁଣି…
ଗାଁକୁ ମାଡ଼ି ଆସିଲା ସମୁଦ୍ର ଜୁଆର
ଗୋପାଳପୁର,୧୧।୭: ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ୩ଟି ଘର ଭାଙ୍ଗିଯାଇଥିଲା। ରବିବାର ପୁଣି…
ଯୌତୁକ ପାଇଁ ବଧୂ ହତ୍ୟା: ଜେଲଗଲେ ଶାଶୁ, ଶ୍ୱଶୁର, ନଣନ୍ଦ
ବ୍ରହ୍ମପୁର ଅଫିସ,୧୧।୭: ବ୍ରହ୍ମପୁର ସଦର ଥାନା ପୋଲିସ ରବିବାର ଏକ ଯୌତୁକ ଜନିତ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୃତ ମନ୍ଦାକିନି ସ୍ବାଇଁଙ୍କ ଶାଶୁ ଝୁନୁ ସ୍ବାଇଁ, ଶ୍ୱଶୁର ଜଳନ୍ଧର ସ୍ବାଇଁ ଓ ନଣନ୍ଦ…
ଗଞ୍ଜାମରେ ଅଡିଟ ପ୍ରଭାବ: କରୋନା ଜନିତ ମୃତ୍ୟୁ ୩୭୯କୁ ବୃଦ୍ଧି
ଛତ୍ରପୁର,୧୧।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ସୂଚନା ଦିଆଯାଇଛି। ତେବେ ଅଡିଟ ପରେ ଏହି ମୃତ୍ୟୁ ସଂଖ୍ୟା ବଢୁଛି। ଏହା…
୪ ଜୀବନ ନେଲା ଦୁର୍ଘଟଣା
ଭଞ୍ଜନଗର/ବାଲିଗୁଡ଼ା,୧୦ା୭: ଗଞ୍ଜାମ ଓ କନ୍ଧମାଳ ଜିଲାରେ ବାଇକ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଖ୍ରୀଷ୍ଟିୟାନ ସାହିର ଅଭିଷେକ୍ ଗୌଡ଼, କଇଣ୍ଡିର ଆଲୋକ ସ୍ବାଇଁ ଓ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କୁଟିକିଆ ଅଞ୍ଚଳର…
Archives


