କୋଭିଡ୍ ନିୟମ ଉଲ୍ଲଂଘନକୁ ବିଧାୟକଙ୍କ ଖଣ୍ଡନ
ସୋରଡ଼ା,୨୭। ୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ସୋମବାର ପୈତୃକ ଗ୍ରାମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡାକ୍ତରୀ ଦଳ ୫୦୧ ୟୁନିଟ ରକ୍ତ ସଂଗ୍ରହ…
ଯାନବାହନ ଯାଞ୍ଚ ସମୟରେ କାରରୁ ଗଞ୍ଜେଇ ଜବତ
ସୋରଡ଼ା,୨୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ସମୟରେ ଏକ କାରରୁ ଗଞ୍ଜେଇ ଜବତ ହୋଇଛି। (ଓ ଆର ୦୫ଏ କ୍ୟୁ ୬୭୬0)ବିଶିଷ୍ଟ କାରରୁ ୩୫ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଗାଡି ଚାଳକ…
ସ୍କୁଲ ଆସିଥିବା ଛାତ୍ରୀଛାତ୍ରଙ୍କୁ ସ୍ବାଗତ କଲେ ବିଧାୟକ, ବିଇଓ
ଛତ୍ରପୁର,୨୬।୭(ଡି.ଏନ୍.ଏ.): ସୋମବାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ହାଇସ୍କୁଲକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସ୍କୁଲ ଚଟାଣରେ ସାମାଜିକ ଦୂରତା…
ହାତ କାଟିଦେଲେ ନିଶାସକ୍ତ ଯୁବକ
କୁକୁଡ଼ାଖଣ୍ଡି,୨୫ା୭: ଗଞ୍ଜାମ ଜିଲା ନିମଖଣ୍ଡି ଫାଣ୍ଡି ଅଧୀନ ନିମଖଣ୍ଡି ଗ୍ରାମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତ କାଟି ଦେଇଛନ୍ତି। ଯୁବକ ଜଣକ ଶନିବାର ରାତିରେ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥିରୁ ନିବୃତ୍ତ ରହିବା…
ରାମଚଣ୍ଡୀ ପୀଠରେ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳ ଭିତ୍ତିପ୍ରସ୍ତର
ଛତ୍ରପୁର,୨୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମା’ ରାମଚଣ୍ଡୀ ପୀଠରେ ରବିବାର ଶୌଚାଳୟ ଉଦ୍ଘାଟନ ସହ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ…
ଜୁଆର ମାଡ଼ରେ ପୁଣି ୧୧ ଘର ଭାଙ୍ଗିଲା
ଗୋପାଳପୁର,୨୪।୭(ଡି.ଏନ.ଏ.): ସମୁଦ୍ର ଜୁଆର ମାଡ଼ରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମର ପୁଣି ୧୧ ଘର ଗୁରୁବାର ଓ ଶୁକ୍ରବାର ଭାଙ୍ଗିଯାଇଛି। ଦିନକୁ ଦିନ ଏଭଳି ଘର ଭାଙ୍ଗିଯାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ ୫୦ ରୁ ୬୦ ଘର…
ଜଲିଉଡ୍ର ସିଙ୍ଗର ଏବେ ଟ୍ୟାକ୍ସି ଚାଳକ
ଛତ୍ରପୁର,୨୪।୭(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଆଉ କେତେକଙ୍କ ବୃତ୍ତି ମଧ୍ୟ ବଦଳିଯାଇଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ। ଦିନେ ସଙ୍ଗୀତ ନିଶାକୁ ପେଶା ଭାବି ଆଦରି…
ଟାଟା ଚା’ ପ୍ୟାକେଜିଂ ୟୁନିଟରେ ନିଯୁକ୍ତି ଦାବି: ଅଫିସ ଘେରାଉ କଲା ଭାଜପା
ଛତ୍ରପୁର, ୨୪।୭(ଡି.ଏନ୍.ଏ.): ଛତ୍ରପୁର ଉପକଣ୍ଠ ଟାଟା ଷ୍ଟିଲ କମ୍ପାନୀ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଟାଟା ଚା’ ପ୍ୟାକେଜିଂ ୟୁନିଟରେ ଜମି ହରାଇଥିବା ଲୋକଙ୍କୁ ନିଯୁକ୍ତି ଦାବି କରାଯାଇଛି। ଶନିବାର ଏନେଇ ଭାଜପା ପକ୍ଷରୁ ଟାଟା ଅଫିସ ଘେରାଉ କରାଯାଇଥିଲା।…
ମିଳିଲା ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ
ଗୋପାଳପୁର,୨୩ା୭(ଡି.ଏନ.ଏ.): ଗୋପାଳପୁର ଥାନା ଗୋଳାବନ୍ଧ ଗ୍ରାମ ସ୍ଥିତ ଆର୍ମି ଏଡ଼ି କଲେଜ ପରିସରରୁ ଶୁକ୍ରବାର ଜଣେ ସେନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ନାଏକ ଶଙ୍କର କୁମାର ମଣ୍ଡଲ (୩୪)। ଏ ନେଇ ପୋଲିସ ଏକ…
ଶିକ୍ଷକରୁ ପ୍ରଶାସକ
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ବିଜୟଙ୍କ ଘର ମହାରାଷ୍ଟ୍ରରେ। ପ୍ରାଥମିକ ଶିକ୍ଷକ ଭାବେ…
ବିଭିନ୍ନ ଦାବି ନେଇ ରାସ୍ତାରେ ବସିଲେ ଚାଷୀ
ଛତ୍ରପୁର,୨୨ା୭(ଡି.ଏନ୍.ଏ.): ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ଜୟ ମଙ୍ଗଳ ନାଳ, ଭଳିଆପେଟା ମାଇନର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ଶଙ୍ଖ ବନ୍ଧର ପଙ୍କ ଓ ଅମରିଗଛ ପରିଷ୍କାର କରାଯିବା ଭଳି ବିଭିନ୍ନ ଦାବି ନେଇ ଚିକଲଖଣ୍ଡି ଗ୍ରାମର ବହୁ ଚାଷୀ ଆନ୍ଦୋଳନକୁ…
ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନେଇ ପ୍ରତିବାଦ
ଛତ୍ରପୁର,୨୨ା୭(ଡି.ଏନ୍.ଏ.): କରୋନା ସମୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସମେତ ସରବରାହ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଛତ୍ରପୁର ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ୮ ଦଫା ଦାବି ନେଇ…
Archives


