ସ୍ତ୍ରୀଙ୍କୁ ହତ୍ୟା କରି ନିଜ ହାତ, ଗୋଡ଼ ହାଣିଦେଲେ ସ୍ବାମୀ
ଦିଗପହଣ୍ଡି,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ହିରଣ୍ୟ ସେଠୀ ସ୍ତ୍ରୀ ଝୁନୁଙ୍କୁ କାତିରେ ହାଣି ହତ୍ୟା କରିବା ପରେ ନିଜ ହାତ ଓ ଗୋଡ଼କୁ ହାଣି ଦେଇଥିଲେ। ଖବର ପାଇ…
ଅର୍ଥନୈତିକ କରିଡର ଲାଗି ଜମି ଅଧିଗ୍ରହଣ ନିଷ୍ପତ୍ତି
ଛତ୍ରପୁର,୯।୨(ଡି.ଏନ.ଏ) ଗଞ୍ଜାମ ଜିଲାରେ ଟାଟା ଷ୍ଟିଲ୍ ପ୍ରକଳ୍ପ ଠାରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ୨୫.୯୨୨ ଏକର ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ…
ସ୍ବଚ୍ଛତା ଦିବସରେ ସଫେଇ ପରେ ପୁଣି ଆବର୍ଜନାପୂର୍ଣ୍ଣ ସୁନାରୀ ବନ୍ଧ
ବ୍ରହ୍ମପୁର ଅଫିସ,୯।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ବଚ୍ଛତା ଦିବସ ଅବସରରେ ସହରର ବିଭିନ୍ନ ପୋଖରୀଗୁଡିକୁ ସଫେଇ କାର୍ଯ୍ୟ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହରରେ ମୋଟ ୪୨ ପୋଖରୀ ରହିଛି। ପ୍ରତ୍ୟେକ ମାସ ମଙ୍ଗଳବାର ବିଭିନ୍ନ ପୋଖରୀଗୁଡିକର…
ଅଲିଭ ରିଡ୍ଲେଙ୍କ ଅଣ୍ଡାଦାନ
ଗଞ୍ଜାମ,୯।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ ଦୁଇଦିନ ତଳେ ସାମାନ୍ୟ ଦକ୍ଷିଣା ପବନ ବୋହିବା ପରେ ଗତ ୫ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ କଇଁଛ କାଁଭାଁ ଅଣ୍ଡାଦାନ କରିଥିବା ଡିଏଫ୍ଓ ଅମ୍ଲାନ କୁମାର…
ସହରକୁ ପିଇବା ପାଣି ଯୋଗାଣ ବାଧା ଆଶଙ୍କା
ଭଞ୍ଜନଗର,୯।୨(ଡି.ଏନ.ଏ) ଭଞ୍ଜନଗର ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ନେଇଛନ୍ତି।ଏହି ପରିପ୍ରେକ୍ଷୀରେ ନୂଆ ନୂଆ ପ୍ରକଳ୍ପ ହେଉଛି । ହେଲେ ବିଭିନ୍ନ କାରଣ ଯୋଗୁ କାମଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେଉନାହିଁ। ସହରର ଅନେକ ଅଞ୍ଚଳକୁ ଇତିମଧ୍ୟରେ ନୂଆ…
ପ୍ରଚାର ମଇଦାନରେ ପୂର୍ବତନ ଏନ୍ଏସି ଅଧ୍ୟକ୍ଷା
ଗଞ୍ଜାମ,୯।୨(ଡି.ଏନ୍.ଏ): ଗତ କିଛି ବର୍ଷ ହେବ ରାଜନୀତିରୁ ଦୂରେଇ ଯାଇଥିବା ଗଞ୍ଜାମ ଏନ୍ଏସି ଅଧକ୍ଷା ଉର୍ର୍ମିିଳା ପଲାଇ ଏବେ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ସମଗ୍ର ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।…
ତହସିଲ ଆଗରେ ଧାରଣା ଦେଲେ ବୃଦ୍ଧା ଦମ୍ପତି
ଗଞ୍ଜାମ,୯।୨(ଡି.ଏନ୍.ଏ): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ଆଗରେ ନିଜ ହକ ପାଇଁ ଦୁଇ ବୃଦ୍ଧା ଦମ୍ପତି ଧାରଣାରେ ବସିଛନ୍ତି। ତହସିଲଦାର ଅରୁଣ ନାୟକ ନିର୍ବାଚନ ତାଲିମ ପାଇଁ ତିନି ଦିନ ଛୁଟିରେ ଯାଇଥିବା ବେଳେ ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ…
ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ
ଗଞ୍ଜାମ,୮।୨(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରର ମୁଖ୍ୟ ରାସ୍ତା ତଥା ଷ୍ଟେଶନ, କାଇଁଚପୁର, କଲ୍ୟାଣପୁର ଆଦି ଯିବା ରାସ୍ତାରେ ଡ୍ରେନ ଆବର୍ଜନା ପଡ଼ି ରହିଛି। ଉକ୍ତ ରାସ୍ତାଟି ଅଣଓସାରିଆ ହେତୁ ଚାରିଚକିଆ ଗାଡ଼ି…
ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି
ଗଞ୍ଜାମ,୮।୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହାରାଙ୍କ ପାଇଁ ରାମଗଡ଼, ହୁମ୍ମା, ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମାରଥାନ ପ୍ରଚାର କରିଛନ୍ତି। ସେ ବିଭିନ୍ନ ପ୍ରଥପ୍ରାନ୍ତକ ସଭାରେ…
ମଣ୍ଡିରୁ ଉଠୁନି ଧାନ: ଯୋଗାଣ ନିରୀକ୍ଷକଙ୍କୁ ଭେଟିଲେ ଚାଷୀ
ଗଞ୍ଜାମ,୮।୨(ଡି.ଏନ୍.ଏ.): ଧାନ ଅମଳକୁ ଦୁଇ ମାସ ବିତିଗଲାଣି। ହେଲେ ମଣ୍ଡିରୁ ଧାନ ଉଠିବା ବିଳମ୍ବ ହେଉଥିବା ଯୋଗୁ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝାଡ଼କୁଦା ଗ୍ରାମର ଚାଷୀମାନେ ବ୍ଲକ ଯୋଗାଣ…
କଲର ବେଲ୍ଟ ପ୍ରତିଯୋଗିତା
ଛତ୍ରପୁର,୭ା୨(ଡି.ଏନ୍.ଏ.) ଛତ୍ରପୁର କେଏମ୍ପି ସ୍ପୋଟର୍ସ ଏକାଡେମି ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରସ୍ଥ ଏକାଡେମିର ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୬୮ଜଣ ପ୍ରଶିକ୍ଷାର୍ଥୀ ଏହି…
ଆନ୍ତଃ ଜିଲା ସିନ୍ଧି ଚୋର ଦଳ ଗିରଫ
ଆସିକା,୭ା୨(ଡି.ଏନ୍.ଏ.): ଆସିକା ପୋଲିସ ରବିବାର ଆନ୍ତଃଜିଲା ସିନ୍ଧି ଚୋର ଦଳର ୫ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣି ମୁଶାଖାଇ ଗ୍ରାମର ଗଣେଶ ଶିକାରୀ, ରାଶବ ଶିକାରୀ, ସଞ୍ଜୟ ଶିକାରୀ, ଆସିକା ଥାନା ବାବନପୁର…
Archives


