ଭଞ୍ଜନଗର, ବେଲଗୁଣ୍ଠାରେ ୧୧ କାଉନ୍ସିଲର ନିର୍ଦ୍ୱନ୍ଦ୍ୱ
ଭଞ୍ଜନଗର,୧୦ା୩(ଡି.ଏନ୍.ଏ.) ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠା ବ୍ଲକରେ ବିଜେଡି ଅଧ୍ୟକ୍ଷ ଆସନ ଦଖଲ କରିବାକୁ ଯାଉଛି। ବେଲଗୁଣ୍ଠାରେ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ନାୟକ ଅଧ୍ୟକ୍ଷ ଆସନରେ ବସିବା ସମ୍ଭାବନା ରହିଥିବା ବେଳେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦରେ କିଏ ଅଧ୍ୟକ୍ଷା ହେବେ ତାହାକୁ…
ପୌର ନିର୍ବାଚନ ଲାଗି ୨ ପର୍ଯ୍ୟବେକ୍ଷକ ନିଯୁକ୍ତ
ଛତ୍ରପୁର,୧୦ା୩(ଡି.ଏନ୍.ଏ.) ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିଛି। ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ୧୬ଟି ଏନ୍ଏସିରେ ନିର୍ବାଚନ ପରିଚାଳନା ପାଇଁ ୨ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ…
୫୨୭ ବୁଥ୍ରେ ମତ ସାବ୍ୟସ୍ତ କରିବେ ୪.୮୧ ଲକ୍ଷ
ଗଞ୍ଜାମ ଜିଲାରେ ହେବାକୁ ଥିବା ପୌର ନିର୍ବାଚନ ଭୋଟ ଗ୍ରହଣ ପାଇଁ ୫୨୭ଟି ବୁଥ୍ ପ୍ରସ୍ତୁତ କରାଯାଇଛି ା ଏଥିରେ ସମସ୍ତ ୧୮ ସହରାଞ୍ଚଳର ୪ ଲକ୍ଷ ୮୧ ହଜାର ୭୦ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ ା…
ଘରଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ
ଗଞ୍ଜାମ,୯ା୩(ଡି.ଏନ୍.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁରରୁ ପ୍ରଚାର ଆରମ୍ଭ କରିଛି l ବିଜେଡି ଚେୟାରମ୍ୟାନ ପାର୍ଥିନୀ ଝୁଲି ପାତ୍ର ଓ୍ବାର୍ଡ ନଂ.୧୧ ଓ…
ସରିଲା ପ୍ରାର୍ଥିପତ୍ର ଯାଞ୍ଚ ପ୍ରକିୟା
ଗଞ୍ଜାମ,୯ା୩(ଡି.ଏନ୍.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଥିଲା ପାର୍ଥିପତ୍ର ଯାଞ୍ଚ l ନିର୍ବାଚନ ମଇଦାନରେ ଥିବା ବିଭିନ୍ନ ଦଳର ୩୧ କାଉସିଲର ଓ ୪ ଜଣ ଚେୟାରମ୍ୟାନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ…
ନିର୍ବାଚନ ମଇଦାନରେ ବାପା-ପୁଅ: ଚାଲିଛି କଡ଼ା ଟକ୍କର
ପୋଲସରା,୯।୩(ଡି.ଏନ୍.ଏ.): କୁହାଯାଏ, ବାପ ଥିବା ପୁଅ ସଭାରେ ହାରେନି। ହେଲେ, ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ବାପା। ନିର୍ବାଚନ ରଣାଙ୍ଗନରେ ଉଭୟ ବାପା ପୁଅଙ୍କ ମଧ୍ୟରେ ଲଢ଼େଇ । ଚାଲିଛି କଡ଼ା ଟକ୍କର। ଏଭଳି ନିଆରା ଘଟଣା…
ଗୁଣିଗାରେଡିରୁ ମହିଳାଙ୍କ ପ୍ରତି ହିଂସା: ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର
ଛତ୍ରପୁର,୯।୩(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଗୁଣି ଗାରେଡିକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଯେଉଁ ଖବରଦାତା ଜିଲା ପ୍ରଶାସନକୁ ପ୍ରଥମେ ଜଣାଇବେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ…
ଜମି ହଡ଼ପ ମାମଲା: ତତ୍କାଳୀନ ଏସ୍ଡିପିଓଙ୍କ ସାକ୍ଷ୍ୟ ଗ୍ରହଣ
ବ୍ରହ୍ମପୁର ଅଫିସ,୯।୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍ ପିଣ୍ଟୁ ଓ ତାଙ୍କ ସହଯୋଗୀ ସିଏଚ. ତ୍ରିନାଥଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର ଜେଲରୁ ଏଡିଜେ-୨ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ହାଜର କରାଯାଇଥିଲା। ଗୋଳନ୍ଥରା ଥାନାରେ…
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର ଅଫିସ,୯।୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ବୈଦ୍ୟୁତିକ) ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀଙ୍କ ବ୍ରହ୍ମପୁର ଆମ୍ବପୁଅସ୍ଥିତ କାର୍ଯ୍ୟାଳୟ ସମେତ, ବ୍ରହ୍ମପୁର ଗଜପତି…
କଂଗ୍ରେସକୁ ମିଳିଲା ନାହିଁ ପ୍ରାର୍ଥୀ
ବ୍ରହ୍ମପୁର ଅଫିସ,୮ା୩: ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ। ପୌର ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ ସୋମବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ତାଙ୍କ ନାମ ଘୋଷଣା ହୋଇଛି। ସେ ନିର୍ବାଚନ ଅଧିକାରୀ…
ଶେଷଦିନରେ ରମ୍ଭା ଏନ୍ଏସିର ୨ଅଧ୍ୟକ୍ଷା-୨୧ କାଉନସିଲରଙ୍କ ନାମାଙ୍କନ ପତ୍ର ଦାଖଲ
ରମ୍ଭା,୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭାରେ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟ ପରିସରରେ ଶେଷଦିନରେ ୨ ଅଧ୍ୟକ୍ଷା ଓ ୨୧ଜଣ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ସୋମବାର ନିର୍ବାଚନ ଅଧିକାରୀ ଜ୍ୟୋର୍ତିମୟ ଦାସ ସୂଚନା ଦେଇଛନ୍ତି। ଭାଜପା ପକ୍ଷରୁ ଆଖଣ୍ଡଳମଣି ମନ୍ଦିରଠାରୁ…
ଶେଷ ଦିନରେ ନାମାଙ୍କନ ଦାଖଲ କଲେ ଭାଜପା, କଂଗ୍ରେସ
ଗଞ୍ଜାମ,୭।୩(ଡି.ଏନ୍.ଏ.) : ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି l ଏହି ପ୍ରକ୍ରିୟା ୨ତାରିଖରୁ ଆରମ୍ଭ ହୋଇଥିଲା। ଶେଷ ଦିନରେ ଅଧକ୍ଷା ପଦ ପାଇଁ ଭାଜପାରୁ ଡି.ସାଇ ପ୍ରମିଳା, କଂଗ୍ରେସରୁ…
Archives


