ଗଞ୍ଜାମ

ଟାଏକୋଣ୍ଡୋରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୫ ବ୍ରୋଞ୍ଜ ପଦକ ହାସଲ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଟାଏକୋଣ୍ଡୋ କ୍ରୀଡାବିତ୍‌ମାନେ ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଛତ୍ରପୁରସ୍ଥିତ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ୫ମ ଡାନ୍‌ ବ୍ଲାକ ବେଲ୍ଟଧାରୀ ଆନ୍ତର୍ଜାତିକ କୋଚ ତଥା ରେଫରୀ କେ. ମନୋଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଯୋଗୁ…

ପ୍ରଚାରରେ ଷ୍ଟାର ପ୍ରଚାରକ ଜିନା, ଶୁଭାଶିଷ

ଗଞ୍ଜାମ,୨୧।୩(ଡି.ଏନ.ଏ.): ପୌର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଞ୍ଜାମ ସହାରାଞ୍ଚଳରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଷ୍ଟାର ପ୍ରଚାରକ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ଓ ସିରିଏଲ ଅଭିନେତା ଶୁଭାଶିଷ ଶର୍ମା ପ୍ରମୁଖଙ୍କୁ ନେଇ ବିଜେଡି ଏନ୍‌ଏସି ଯୁବ ସଭାପତି ସୁଧୀର କୁମାର…

ସ୍କୁଟି ଡିକିରୁ ୧୫ ଲକ୍ଷ ଜବତ

ବ୍ରହ୍ମପୁର ଅଫିସ,୨୧।୩: ବ୍ରହ୍ମପୁର ବଡବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସିନ୍ଦୁରଡ଼ାଙ୍ଗ ଗ୍ରାମର ସୁଦୀପ ପାଇକ ଓ ମୋହନା ଥାନା ଅନ୍ତର୍ଗତ କେସରିଆଗୁଡାର କୈଳାସ ବୀର।…

ଜିଲା ପ୍ରଶାସନର ଭୋଟରଙ୍କ ନିମନ୍ତେ ସାଫା ଆପ

ବ୍ରହ୍ମପୁର ଅଫିସ,୨୧।୩: ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଚୁଡାନ୍ତ ବୁଥ ତାଲିକା ଓ ପିଙ୍କ ବୁଥ ତାଲିକା ପ୍ରକାଶ ପାଇଛି। ବ୍ରହ୍ମପୁରରେ ସହରରେ ୨୫୦ବୁଥ ହୋଇଥିବା ବେଳେ ୯୬ ବୁଥ ସମ୍ବେଦନଶୀଳ ଓ ୫୯ଟି…

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ

ଛତ୍ରପୁର,୨୧ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ବିଜେଡି ପକ୍ଷରୁ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରାଯାଇଛି। ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ, କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ ଓ ସ୍ଥାନୀୟ ବିଧାୟକ ସୁବାସ…

ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ବୁଲୁଛନ୍ତି ଭାଜପା ନେତା

ଗଞ୍ଜାମ,୨୧ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ସହର। ନିଜ ଦଳୀୟ ପାର୍ଥୀଙ୍କୁ ଜିତାଇବାକୁ ଲାଗିପଡ଼ିଛନ୍ତି ଆଗଧାଡ଼ିର ନେତା। ଏହି ଏନ୍‌ଏସିରେ ଅଧ୍ୟକ୍ଷା ପାଇଁ ବିଜେଡି, ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ…

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ରବିବାର ଏନ୍‌ଏସି ଅଧ୍ୟକ୍ଷା ପାର୍ଥିନୀ ଝୁଲି ପାତ୍ର ଏବଂ ୬ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଦଣ୍ଡପାଣି ପରିଡ଼ା ଘରକୁ ଘର ବୁଲି ମାରାଥନ ପ୍ରଚାର…

ପୁଅ ଆଗରେ ବାପାଙ୍କ ଜୀବନ ଗଲା

ଧରାକୋଟ,୨୦ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଦସମାଇଲ ନିକଟରେ ରବିବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବହାରପୁର ଗ୍ରାମର ନରହରି ମହାରଣା। ନରହରି ତାଙ୍କ ପୁଅ ଦିଲୀପଙ୍କ ସହ ବାଇକ୍‌ରେ ଗ୍ରାମକୁ ଆସୁଥିଲେ।…

ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ

ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍‌ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବୁଗୁଡା ପୋଲିସ…

ପୌର ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରଚାର ମଇଦାନରେ ଚେୟାରମ୍ୟାନ ପ୍ରାର୍ଥିନୀ

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ଦୁର୍ଗାଦେବୀ ସାହିରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଝୁଲି ପାତ୍ର ଓ ବିଜେଡି କାଉନସିଲର ପ୍ରାର୍ଥୀମାନେ ମିଶିି ଘରଘର ବୁଲି ଭୋଟ ଭିକ୍ଷା…

ଶାନ୍ତିଶୃଙ୍ଖଳାରେ ଶେଷହେଲା ଦୋଳଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ଠାକୁର

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୩ ଦିନ ଧରି ଚାଲିଥିବା ଐତିହାସିକ ଦୋଳଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ଠାକୁର ଦୋଳ ବିମାନରେ ସ୍ବମନ୍ଦିରକୁ ଫେରିଛନ୍ତି । ଫେରିବା ବେଳେ ଠାକୁରଙ୍କୁ ଚଣା ଶାକର ଭୋଗ ଲଗାଯାଇଛି ।…

ହୋଲିରେ ଗଡ଼ିଲା ମୁଣ୍ଡ

ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳଦେଇପୁର ଶାସନ ଗ୍ରାମରେ। ପୂର୍ବ ଶତ୍ରୁତାକୁ ନେଇ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ଅମିତ ଆଚାର୍ଯ୍ୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri