କେ.ତ୍ରିଲୋଚନ ଦୋରା ହେଲେ ବୁଗୁଡ଼ା ଏନ୍ଏସି ବିଜେଡି ସଭାପତି
ବୁଗୁଡ଼ା,୨୮।୭(ଡି.ଏନ୍.ଏ.): ବିଜୁ ଜନତା ଦଳ(ବିଜେଡି)ର ବୁଗୁଡ଼ା ଏନ୍ଏସି ସଭାପତି ଭାବେ କେ.ତ୍ରିଲୋଚନ ଦୋରାଙ୍କୁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୟନ କରିଛନ୍ତି । ପୂର୍ବରୁ ତ୍ରିଲୋଚନ ପୋଲସରା ବିଧାୟକଙ୍କ ବୁଗୁଡ଼ା ଏନ୍ଏସି ପ୍ରତିନିଧି ଭାବେ ବିଭିନ୍ନ ଦାୟିତ୍ୱ…
ଶୌଚାଳୟ ପଛପଟେ ପଡ଼ିଛି ନବଜାତକର ମୃତଦେହ
ଛତ୍ରପୁର,୨୭ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଶୌଚାଳୟ ପଛପଟେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ବୁଧବାର ଦେଖିବାକୁ ମିଳିଛି। ତେବେ ସ୍ବାସ୍ଥ୍ୟ କିମ୍ବା ଶିଶୁ ବିଭାଗକୁ ଖବର ଦିଆଯାଇଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ କେହି ପହଞ୍ଚିପାରି ନ ଥିବା…
ଶହୀଦ ସ୍ମୃତିପୀଠରେ କାରଗିଲ ବିଜୟ ଦିବସ
ବୁଗୁଡ଼ା,୨୬।୭(ଡି.ଏନ୍.ଏ.): ବୁଗୁଡା କାରଗିଲ ଶହୀଦ ସ୍ମୃତିପୀଠରେ ସେନା କର୍ମଚାରୀ ସଂଘ ପକ୍ଷରୁ ୨୩ ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ୧୯୯୯ କାରଗିଲ ଯୁଦ୍ଧରେ ଶହୀଦ ହୋଇ ଦେଶମାତୃକା ପାଇଁ ବିଜୟ ଆଣିଥିବା ବୀର ଯବାନଙ୍କ…
ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଜଣଙ୍କର ମୃତ୍ୟୁ
ବ୍ରହ୍ମପୁର ଅଫିସ, ୨୫।୭: ଗଞ୍ଜାମ ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ…
ଜିଲାପାଳ,ଏସ୍ପିଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ
ଦିଗପହଣ୍ଡି,୨୫।୭(ଡି.ଏନ୍.ଏ.): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି…
ଖରିଫ ଚାଷ ପାଇଁ ବାଘୁଆ ଜଳଭଣ୍ଡାରରୁ ଛଡ଼ାଗଲା ପାଣି
ବୁଗୁଡ଼ା,୨୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ଖରିଫ ଚାଷ ପାଇ ପାଣି ଛଡାଯାଇଛି। ଦୁଇଟି କେନାଲ ଦେଇ ଏହି ପାଣି ଛଡ଼ାଯାଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ…
ଡାକ୍ତରଖାନା ଗ୍ରୀଲ୍ ଭାଙ୍ଗି ନେଇଗଲେ ଇନ୍ଭର୍ଟର
ପାତ୍ରପୁର,୪ା୭(ଡି.ଏନ୍.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ ସକାଳୁ ଡାକ୍ତରଖାନା ଖୋଲିବାକୁ ଆସି ପ୍ରବେଶ ପଥରେ ଥିବା ଗ୍ରୀଲ୍ ଭାଙ୍ଗିଥିବା…
ସାପ କାମୁଡ଼ାରେ ଚାଲିଗଲା ନାବାଳକଙ୍କ ଜୀବନ
ବ୍ରହ୍ମପୁର ଅଫିସ,୨୪।୭: ସାପ କାମୁଡ଼ାରେ ଗୁରୁତର ହୋଇ ଏମ୍କେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଦେବିଝର ଗ୍ରାମର ଦୀନବନ୍ଧୁ ଶବରଙ୍କ ପୁଅ ମଳୟ ଶବର(୧୬)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ…
ବାଘୁଆ ଜଳଭଣ୍ଡାରୁ ୨ କେନାଲ ଦେଇ ଛଡାଗଲା ଜଳ
ବୁଗୁଡ଼ା,୨୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ୨ କେନାଲ ଦେଇ ଜଳ ଛଡ଼ା ହୋଇଛି। ଖରିଫ ଚାଷ ପାଇଁ ୨ କେନାଲ ଦେଇ ଏହି ଜଳ ଛଡ଼ା ଯାଇଥିବା ଜଣାପଡ଼ିଛି। କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ…
ପୂର୍ବ ଶତ୍ରୁତାରୁ ବୋମାମାଡ଼
ଗଞ୍ଜାମ,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼ ହୋଇଛି l ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼ (୩୨)l ଉକ୍ତ…
୬୦ କେଜି ଗଞ୍ଜେଇ ଜବତ, ୪ ଗିରଫ
ବ୍ରହ୍ମପୁର ଅଫିସ,୨୩ା୭: ବ୍ରହ୍ମପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର୍ ଅଶୋକ କୁମାର ଶତପଥୀ…
ବୁଲାଗୋରୁଙ୍କୁ ମୁକୁଳେଇବାକୁ ଆସିଲେ ମାଲିକ ଗଣିବେ ୫୦୦
ଗଞ୍ଜାମ,୨୩।୭(ଡି.ଏନ୍.ଏ.): ଗଞ୍ଜାମ ସହରରେ ବୁଲାଗୋରୁଙ୍କ ଉପଦ୍ରବ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ଏନ୍ଏସି…
Archives


