ସୋସାଇଟି-ମିଲର ଅସାଧୁ ମେଣ୍ଟ, ରାସ୍ତାକୁ ଓହ୍ଲାଇବେ ଚାଷୀ
ଭଞ୍ଜନଗର୧୪।୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସ୍ଥାନରେ କାଗଜ କଲମରେ ମଣ୍ଡି ଖୋଲିଛି। ସୋସାଇଟି ଏବଂ ମିଲର ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚିହ୍ନଟ ହୋଇଥିବା ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ। ତେଣୁ ବାଧ୍ୟ ହୋଇ ଚାଷୀମାନେ ମିଲ୍ରେ ସିଧା ଧାନ ବିକ୍ରି କରୁଛନ୍ତି।…
ଆଞ୍ଚଳିକ କୃଷି ମହୋତ୍ସବ, କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
ବ୍ରହ୍ମପୁର ଅଫିସ,୧୪ା୧: ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ଶୁକ୍ରବାର ଆଞ୍ଚଳିକ କୃଷି ମହୋତ୍ସବ ଓ ଗଞ୍ଜାମ ଜିଲା କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଛି। ଆସନ୍ତା ୧୭ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ୧୦୦ଟି ଷ୍ଟଲ ରହିଛି। ଉନ୍ନତ…
ଆରମ୍ଭ ହେଲା ସିଲ୍କସିଟି ଫେଷ୍ଟ
ବ୍ରହ୍ମପୁର ଅଫିସ,୧୪ା୧: ପୁରୁଷ ହକି ବିଶ୍ୱକପ ଅବସରରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ପକ୍ଷରୁ ଜିଲା ପ୍ରଶାସନର ମିଳିତ ସହଯୋଗରେ ଶୁକ୍ରବାରଠାରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ୫ଦିନିଆ ସିଲ୍କସିଟି ଫେଷ୍ଟ ମହୋତ୍ସବ ଉଦ୍ଘାଟିତ ହୋଇଛି। ଏଥିରେ ଗୃହ ଓ ନଗର…
ଚାଷୀ ସମସ୍ୟା ନେଇ ବିଡିଓଙ୍କୁ ଭେଟିଲା ଋଷିକୁଲ୍ୟା ରୟତ ମହାସଭା
ପୋଲସରା,୧୩ା୧(ଡି.ଏନ.ଏ.)- ପୋଲସରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅଞ୍ଚଳର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଋଷିକୁଲ୍ୟା ରୟତ ମହାସଭାର କର୍ମକର୍ତ୍ତା ଭେଟିଛନ୍ତି। ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ଭେଟି ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୌଖିକ ଆଲୋଚନା କରିବା ସହିତ ଏକ…
କୁଣ୍ଡବନ୍ଧର ମୂଲ୍ୟବାନ ଗଛ କାଟିନେଲେ ଦୁର୍ବୃତ୍ତ
ପୋଲସରା,୧୩ା୧(ଡି.ଏନ.ଏ.): ପୋଲସରା ଏନ୍ଏସିସ୍ଥିତ ପାଟିଗଡ଼ ଯିବା ରାସ୍ତାରେ ବହୁ ପୁରାତନ କୁଣ୍ଡବନ୍ଧ ପୋଖରୀର ଚାରିପଟେ ଥିବା ବହୁ ମୂଲ୍ୟବାନ ଗଛଗୁଡ଼ିକୁ ସ୍ଥାନୀୟ ଅଞ୍ଚଳର କିଛି ଜମି ମାଫିଆ କାଟି ନେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲସରା ଏନ୍ଏସି ପକ୍ଷରୁ କୁଣ୍ଡବନ୍ଧ…
କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ଢେଙ୍କାନାଳ ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ
ବ୍ରହ୍ମପୁର ଅଫିସ,୧୩ା୧: ବ୍ରହ୍ମପୁର ସହରର କ୍ଷୀର ବ୍ୟବସାୟୀ ଲମ୍ବୋଧର ମୁନୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁ ଢେଙ୍କାନାଳ ପୋଲିସ ହାତରେ ଧରାପଡିଛନ୍ତି। ହତ୍ୟାକାଣ୍ଡ ପରଠାରୁ ଶଙ୍କର ଫେରାର ଥାଇ ଢେଙ୍କାନାଳରେ ଏକ ଡକାୟତି ଗ୍ୟାଙ୍ଗ ଚଳାଇଥିଲେ। ତାଙ୍କ ସମେତ…
ଚୋରି କରି ଦୋକାନୀଙ୍କୁ ହତ୍ୟା ଧମକ
ବ୍ରହ୍ମପୁର ଅଫିସ,୧୩ା୧: ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏକ ହାର୍ଡୱେର ଦୋକାନରୁ ଚୋରି କରି ଧରାପଡିବା ଭୟରେ ଦୋକାନୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା ଧମକ ଦେଇଛନ୍ତି। ଏ ନେଇ ଦୋକାନୀ ବି. ତ୍ରିମୁଲା ରାଓଙ୍କ ସ୍ତ୍ରୀ ବବିରାଣୀ ସୁବୁଦ୍ଧି ଥାନାରେ…
ଧକ୍କା ଦେଲା ପିକ୍ଅପ: ଜଣେ ମୃତ, ଜଣେ ଗୁରୁତର
ବ୍ରହ୍ମପୁର ଅଫିସ,୧୩ା୧- ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ନୂଆବର୍ଷର ପ୍ରଥମ ଦିନ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ରାସ୍ତାରେ ଟ୍ରକ ଧକ୍କାରେ କେଦାର ଚନ୍ଦ୍ର ପୋଲାଇଙ୍କ…
ସେଲ୍ଫି ପଏଣ୍ଟ ନିର୍ମାଣସ୍ଥଳ ଅନୁଧ୍ୟାନ କଲେ ଇଓ
ଗଞ୍ଜାମ,୧୩।୧(ଡି.ଏନ.ଏ. ): ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟକୁ ଶୁକ୍ରବାର ଏନ୍ଏସି ଇଓ ଅବିନାଶ ମିଶ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍ଏସି କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା…
ଉତ୍କଳ ପ୍ରଦେଶ ଗଠନରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ
ଛତ୍ରପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାସ୍ତରୀୟ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ୧୨୩ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।…
ଗଞ୍ଜାମରେ ହେବ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ସର୍ଭେ
ଛତ୍ରପୁର,୧୩ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଜିପିଏସ୍ ଓ ଡିଜିପିଏସ୍ ମାଧ୍ୟମରେ ଏହି ହାଇଟେକ୍ ସର୍ଭେ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ…
ବିଦେଶୀ ମୁଦ୍ରା ଲୋଭ: ମହିଳାଙ୍କୁ ଠକିନେଲେ ୪.୮୨ଲକ୍ଷ
ବ୍ରହ୍ମପୁର ଅଫିସ,୧୩ା୧:ଗଞ୍ଜାମ ଜିଲାରେ ଏବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଅଜଣା ନମ୍ବରରେ ଫୋନ୍, ପରେ ଇନ୍ଷ୍ଟାଗ୍ରାମରେ ଚାଟିଂ କରି ଜଣେ ମହିଳାଙ୍କୁ ନିଜ ଜାଲରେ ଫସାଇଲା ସାଇବର ଠକ। ପରେ ବିଦେଶୀ ମୁଦ୍ରା ପାର୍ସଲ…
Archives


