ଗଞ୍ଜାମ

ହାଇଓ୍ବା ଚାପାରେ ୫ ବର୍ଷ ଶିଶୁର ଜୀବନ ଗଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ହିଞ୍ଜିଳିକାଟୁ,୧୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ହିଞ୍ଜିଳି- ତାରାତାରିଣୀ ରୋଡ୍‌ରେ ସୋମବାର ଏକ ବାଲି ବୋଝେଇ ହାଇଓ୍ବା ଚାପାରେ ଜଣେ ୫ ବର୍ଷ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଳକ ଶିକିରି ଗ୍ରାମ ପ୍ରମୋଦ ଦଳାଇଙ୍କ…

ପଶିରେ ୮ ହାତୀ: କଦଳୀ ଖାଇ ଉଜାଡ଼ିଲେ ଫସଲ

ବୁଗୁଡ଼ା,୧୫ା୧(ଡି.ଏନ୍‌.ଏ.): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୂଆ ଦଦରାଖୋଲ ଓ ମହୁଲପଲ୍ଲୀ ଗଁାରେ ଶନିବାର ରାତିରେ ୮ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ କ୍ଷତି ଘଟାଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ନୂଆ ଦଦରାଖୋଲ ଗ୍ରାମର ନାରାୟଣ ପ୍ରଧାନଙ୍କ ଫସଲ କିଆରିରେ…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ଖଲ୍ଲିକୋଟ,୧୫ା୧(ଡି.ଏନ.ଏ.): ଖଲ୍ଲିକୋଟ ଥାନା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ଏକ ବାଇକ୍‌ ଯୋଗେ ୨ ଜଣ ଯୁବକ ଖଲ୍ଲିକୋଟରୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ଚିତ୍ରାଳୟ ଗାଡ଼ି: ୫ ଆହତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥଠାରେ ଏକ ଚିତ୍ରାଳୟ ଗାଡ଼ି ଓଲଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ଓଆର୍‌ ୦୨ ଏବି…

ଆଇଆଇସିଙ୍କ ନାଁରେ ଫେକ୍‌ ଆକାଉଣ୍ଟ: ଯୁବକ ହରାଇଲେ ୬୧୦୦୦ ଟଙ୍କା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ନୂଆଁଗଡ଼ ଗ୍ରାମର ଜିତେନ୍ଦ୍ର ଦାସଙ୍କ ଫେସ୍‌ବୁକ୍‌କୁ ଆଇଆଇସି ପ୍ରଭାତ ସାହୁଙ୍କ ନାଁରେ ମେସେଜ ଆସିଥିଲା ଯେ, ବୁଧବାର ମୋର ଜଣେ ସାଙ୍ଗ ସିଆର୍‌ପିଏଫ୍‌ରେ କାର୍ଯ୍ୟ କରୁଛି ତା’ର ବଦଳି ହୋଇଯାଇଛି। ତେଣୁ ଭୁବନେଶ୍ବରରେ ଥିବା…

ରାତିଅଧରେ ଟ୍ରକ୍‌ରୁ ନେଇଗଲେ ଡିଜେଲ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ପୁଇଁତୋଳା ଛକରୁ ଦୁଇଟି ଟ୍ରକରୁ କେହି ଦୁର୍ବୃତ୍ତ ପ୍ରାୟ ୭୦୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ଲୁଟି ନେଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନାଅନୁଯାୟୀ, ବଡ଼ବିଲରୁ ଗୋପାଳପୁର ଯାଉଥିବା ଟ୍ରକ୍‌…

ସ୍ବତନ୍ତ୍ର କ୍ୟାବିନ୍‌ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୫।୧(ଡି.ଏନ୍‌.ଏ.): ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଦୀର୍ଘବର୍ଷ ଧରି ଛତ୍ରପୁର ହସ୍ପିଟାଲ ପରିସରରେ ଥିବା ସ୍ବତନ୍ତ୍ର କ୍ୟାବିନ ଜରାଜୀର୍ଣ୍ଣ…

ହାତୀ ମୃତ୍ୟୁ ନେଇ ସନ୍ଦେହ

ସୋରଡ଼ା,୧୪ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ରଣବା ପଞ୍ଚାୟତ ଡେଙ୍ଗାଖମାଣ ଗ୍ରାମ ନିକଟ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ଘଟଣାରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ ସୀମାନ୍ତକୁ ଲାଗିଥିବା…

ମଦ୍ୟ ପାନ କରି ଗାଡ଼ି ଚଳାଇ ୨୧ ଗିରଫ

ଛତ୍ରପୁର,୧୪।୧(ଡି.ଏନ୍‌.ଏ.): ମଦ୍ୟପାନ କରି ଗାଡ଼ି ଚଳାଉଥିବା ୁ ଲୋକଙ୍କୁ ଧରିବା ଲାଗି ଗଞ୍ଜାମ ପୋଲିସ ଜିଲାରେ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ମଦ୍ୟପାନ କରି…

ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୪।୧(ଡି.ଏନ୍‌.ଏ.): ନୂତନ ଭାବେ ଯୋଗଦେଇଥିବା ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ପ୍ରଥମ ଥର ଲାଗି ଛତ୍ରପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଶନିବାର ପହଞ୍ଚିଥିଲେ। ସେଠାରେ ସେ ଅପରାଧିକ ସମୀକ୍ଷା ବୈଠକ କରିଥିଲେ । ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି…

ସୋସାଇଟି-ମିଲର ଅସାଧୁ ମେଣ୍ଟ, ରାସ୍ତାକୁ ଓହ୍ଲାଇବେ ଚାଷୀ

ଭଞ୍ଜନଗର୧୪।୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସ୍ଥାନରେ କାଗଜ କଲମରେ ମଣ୍ଡି ଖୋଲିଛି। ସୋସାଇଟି ଏବଂ ମିଲର ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଚିହ୍ନଟ ହୋଇଥିବା ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ। ତେଣୁ ବାଧ୍ୟ ହୋଇ ଚାଷୀମାନେ ମିଲ୍‌ରେ ସିଧା ଧାନ ବିକ୍ରି କରୁଛନ୍ତି।…

ଆଞ୍ଚଳିକ କୃଷି ମହୋତ୍ସବ, କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୧୪ା୧: ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ଶୁକ୍ରବାର ଆଞ୍ଚଳିକ କୃଷି ମହୋତ୍ସବ ଓ ଗଞ୍ଜାମ ଜିଲା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଛି। ଆସନ୍ତା ୧୭ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ୧୦୦ଟି ଷ୍ଟଲ ରହିଛି। ଉନ୍ନତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri