ଗଞ୍ଜାମ

୨ ମାସ ତଳେ କରିଥିଲେ ବିବାହ: ପିନ୍ଧା ଲୁଗାରେ ଜୀବନ ହାରିଲେ ନବବଧୂ

ବ୍ରହ୍ମପୁର ଅଫିସ,୩୦ା୧: ପିନ୍ଧା ଲୁଗାରେ ଝୁଲିପଡ଼ିଲେ ନବବଧୂ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଗୁରୁଣ୍ଡି ଗ୍ରାମରେ। ମୃତକ ଜଣଙ୍କ ଗୁରୁଣ୍ଠି ଗ୍ରାମର କନକ ବେହେରା (୧୯)। ନିମଖଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୨/୨୩ ରେ…

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତା ମହିଳା

ଛତ୍ରପୁର,୩୦ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ସୁମନ୍ତପୁର ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନା ସହୁଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ…

ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ମଧୁମନ୍ଦିର

ବ୍ରହ୍ମପୁର ଅଫିସ,୩୦।୧:୧୯୨୦ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠିତ ହୋଇଥିଲା। ଏହାପରେ ୧୯୨୧ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ସ୍ବାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ସାଜିଥିଲେ। ଏଥିରେ ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ୧୯୨୧ ମାର୍ଚ୍ଚ ୨୩ରୁ…

ଦୁବାଇରୁ ଆସିଲା ଶ୍ରମିକଙ୍କ ମୃତଦେହ

ଛତ୍ରପୁର,୨୯ା୧(ଡି.ଏନ.ଏ.): ଦୁବାଇରୁ ଶ୍ରମିକଙ୍କ ମୃତଦେହ ରବିବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ପାଇତାରି ଗାଁରେ ଆସି ପହଞ୍ଚିଛି। ସେ ହେଲେ ସନ୍ତୋଷ ବେହେରା(୪୧)। ଗତ ୧୮ତାରିଖରେ ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ…

୧ରୁ ପୋର୍ଟ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ

ଛତ୍ରପୁର,୨୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ନେଇ ବ୍ୟବସ୍ଥା କରିବାକୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ା ଅନ୍ୟପକ୍ଷରେ ସଂଘର ଅନ୍ୟାନ୍ୟ ଦାବି ସମ୍ପର୍କରେ ଗତ ୨୧ ତାରିଖରେ…

ଗଞ୍ଜାମ, ରାୟଗଡ଼ାରେ ଗଲା ୩ ଜୀବନ

ଭଞ୍ଜନଗର(ଡି.ଏନ.ଏ)/ ରାୟଗଡ଼ା(ସ୍ବ.ପ୍ର.), ୨୯।୧:ଗଞ୍ଜାମ ଏବଂ ରାୟଗଡ଼ା ଜିଲାର ପୃଥକ୍‌ ସ୍ଥାନରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୩ ଜୀବନ ଯାଇଛି। ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ାର ଧାନ ବ୍ୟବସାୟୀ ଭୋଳା ପ୍ରଧାନ ଏବଂ…

ଏନ୍‌ଏସି ବୈଠକ ଭଣ୍ଡୁର ଉଦ୍ୟମ, ଅଭିଯୋଗ ଆଣିଲେ ଅଧ୍ୟକ୍ଷ

କୋଦଳା,୨୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିର ସାଧାରଣ ବୈଠକରେ ପୁଣି ଥରେ ହୋ-ହଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକ ବାଦ୍‌ ବିବାଦକୁ ନେଇ ବନ୍ଦ ହୋଇଯାଇଥିବା ବେଳେ ଶନିବାର ପୁଣି ଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ ଏନ୍‌ଏସିରେ…

ରାଜ୍ୟପାଳ ମେଡାଲ ପାଇଲେ ଆସିକା ଥାନା ଅଧିକାରୀ

ଆସିକା,୨୮ା୧(ଡି.ଏନ.ଏ.): ଦେଶର ଶ୍ରେଷ୍ଠ ଥାନା ଭାବେ ବିବେଚିତ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ୨୦୨୨ରେ ରାଜ୍ୟପାଳଙ୍କ ମେଡାଲ ହାସଲ କରିଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ହଲଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ଥାନା…

ଚୋରି ଅଳଙ୍କାର ଜବତ, ୫ ଗିରଫ

ଗୋପାଳପୁର,୨୮ା୧(ଡି.ଏନ.ଏ.): ଗତ ମାସରେ ଘରେ ପଶି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଚୋରି କରିବା ଘଟଣାରେ ଗୋଳନ୍ଥରା ପୋଲିସ ଚୋରି ସୁନା କ୍ରେତା ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବଡ…

ବିଇଏମ୍‌ସି କମିଶନରଙ୍କ ନାଁରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୨୮ା୧: ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲଙ୍କ ନାଁରେ ପୁଣିଥରେ ନକଲି ୱାଟସଆପ ଆକାଉଣ୍ଟ ଖୋଲାଯାଇ ତାଙ୍କ ସମ୍ପର୍କୀୟ ଓ ମହାନଗର ନିଗମ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ଆର୍ଥିକ ସହାୟତା ମଗାଯାଉଛି। ପୂର୍ବରୁ ମଧ୍ୟ କମିଶନରଙ୍କ ନାଁରେ ନକଲି…

ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼: ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଅଭିଯୁକ୍ତ

ଗୋପାଳପୁର,୨୭ା୧(ଡି.ଏନ.ଏ.) ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଗତ ରବିବାର ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ ହୋଇଥିଲା। ଏହି ମାମଲାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ସ୍ବାମୀ

ଗୋପାଳପୁର,୨୭ା୧(ଡି.ଏନ.ଏ.): ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରଣ୍ଢା ଗ୍ରାମର ଶିବରାମ ସେଠୀ (୪୦)। ଶିବରାମ ଏବଂ ସ୍ତ୍ରୀ ଗୌରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri