ଜଳୁଛି ଜଙ୍ଗଲ,ବଢୁଛି ଉତ୍ତାପ
ଚିକିଟି,୨୬।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ଅଞ୍ଚଳରେ ଚଳିତବର୍ଷ ଫେବୃୟାରୀରୁ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଖରା ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଛି। ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଅଧୀନରେ ଥିବା ରତନେଇ ଓ ଧାନ୍ୟରାଶିଆ ଜଙ୍ଗଲରେ ନିଅଁା ଦେଖିବାକୁ…
ଆଗକୁ ପରୀକ୍ଷା: ଦୈନିକ ୫ରୁ ୬ ଘଣ୍ଟା ହେଉଛି ବିଜୁଳି କାଟ୍, ଉପଭୋକ୍ତା ଅସନ୍ତୁଷ୍ଟ
କୋଦଳା,୨୫ା୨(ଡି.ଏନ୍.ଏ.): ଗଞ୍ଜାମ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଦିନକୁ ଦିନ ଟାଟା ପାଓ୍ବାରର ଶୋଷଣ ନୀତି ବଢ଼ିବାରେ ଲାଗିଛି। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ଧରି ଗଞ୍ଜାମ ଜିଲା କୋଦଳା ଏନ୍ଏସିରେ ଅହେତୁକ ବିଦ୍ୟୁତ…
ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ଜାରି: ୩ ଦିନରେ ୩ ଲକ୍ଷ ୨୪ ହଜାର ୪୨୮ ଅଣ୍ଡାଦାନ
ଗଞ୍ଜାମ,୨୫ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଡ଼ମପେଟା ଓ ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ୍ ରିଡ୍ଲେଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି। ଗୁରବାର ସକାଳୁ ଶନିବାର ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୪୨୮ ଅଲିଭ୍ ରିଡ୍ଲେ…
ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା
ଦିଗପହଣ୍ଡି,୨୫ା୨ (ଡି.ଏନ୍.ଏ): ଦିଗପହଣ୍ଡି ଥାନା ଅନ୍ତର୍ଗତ ପୀତାମ୍ବରପୁର ଗ୍ରାମର ଗାଁ ବୈଦ୍ୟ ବଙ୍ଗାଳି ସେଠୀଙ୍କୁ ଗତ ୧୭ ତାରିଖରେ ହତ୍ୟା କରାଯାଇଥିବା ଘଟଣାର ଶୁକ୍ରବାର ପୋଲିସ ପର୍ଦ୍ଦାଫାସ କରିଛି। ବଙ୍ଗାଳିଙ୍କୁ ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସୂଚନା…
ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା
ଗୋପାଳପୁର,୨୫ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ ସହକାରୀ ଯନ୍ତ୍ରୀ ରହୁଥିବା କୋଠାରେ ତାଲା ପକାଇ ହାଇଡ଼୍ରାମା କରିଥିଲେ। ପୋଲିସ…
୩୫୦ ହେକ୍ଟର ଜମିରେ କୃଷିଭିତ୍ତିକ ଜଙ୍ଗଲ ସୃଷ୍ଟି କରାଯିବ
ଭଞ୍ଜନଗର,୨୫।୨(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜାଇକା ପ୍ରକଳ୍ପ ମାଧ୍ୟମରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ସମୀକ୍ଷା ହୋଇଥିଲା । ଏଥିରେ ଡିଏଫଓ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରି ଆଗାମୀ ଆର୍ଥତ୍କ ବର୍ଷରେ ୧୦୦ଟି ବନ…
ଧାନ କିଣିବାକୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା
ଛତ୍ରପୁର,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଚାଷୀ ଓ ଭାଗ ଚାଷୀଙ୍କୁ କୁଇଣ୍ଟାଲ…
୨୩ ଆଶାକର୍ମୀ ପୁରସ୍କୃତ
ବ୍ରହ୍ମପୁର ଅଫିସ,୨୪ା୨: ଗଞ୍ଜାମ ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିନା ଦରମାରେ ଆଶାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏଣୁ ଗ୍ରାମାଞ୍ଚଳରେ କାମ କରୁଥିବା ୨୨ ଜଣ ଏବଂ ସହରାଞ୍ଚଳରୁ ଜଣେ ଆଶାକର୍ମୀଙ୍କୁ ଗୁରୁବାର ପୁରସ୍କୃତ କରାଯାଇଛି। ଗଞ୍ଜାମ ଜିଲାସ୍ତରୀୟ ଆଶା…
ଦ୍ରୁତଗତିରେ ଚାଲିଛି ପୋତାଗଡ଼ର ଉନ୍ନତୀକରଣ
ଗଞ୍ଜାମ,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ସହରଠାରୁ କିଛି ଦୂରରେ ଅବସ୍ଥିତ ଐତିହାସିକ ପୋତାଗଡ଼। ୪୦୦ ବର୍ଷ ପୂର୍ବ ତଥା ବ୍ରିଟିଶ ଅମଳରୁ ନିର୍ମିିତ ଏହି ପୋତାଗଡ଼ ବହୁ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିଲା। ଏହାର ପୁନରୁଦ୍ଧାର ପାଇଁ ସହରବାସୀ ବହୁବାର ଜିଲା ପ୍ରଶାସନର…
ଖେଳ ପଡ଼ିଆରୁ ଉଦ୍ଧାର ହୋଇଥିବା ଶିଶୁର ଚାଲିଗଲା ଜୀବନ
ବ୍ରହ୍ମପୁର ଅଫିସ,୨୩ା୨: ଗଞ୍ଜାମ ଛତ୍ରପୁର ପିଲି ବନ୍ଧ କଡ଼ରେ ଥିବା ଖେଳ ପଡିଆ ନିକଟରୁ ଏକ ନବଜାତ ଶିଶୁ ବୁଧବାର ଅପରାହ୍ନରେ ଉଦ୍ଧାର ହୋଇଥିଲା। ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ…
୧୮ ସାଇକେଲ ଜବତ, ଧରାପଡ଼ିଲେ ୨ ଚୋର
ହିଞ୍ଜିଳିକାଟୁ,୨୩।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳରୁ ପରିବା ବଜାର, ବସ୍ଷ୍ଟାଣ୍ଡ, କୋଚିଂ ସେଣ୍ଟର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରୁ ସାଇକେଲ ଚୋରି କରୁଥିବା ୨ଜଣ ଲୁଟେରାଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରିଛି। ସେମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ପଙ୍କଳବାଡି…
ଧାନ କିଣାଯାଉ ନ ଥିବା ନେଇ ଦାବିପତ୍ର ଦେଲେ ଚାଷୀ
ସୋରଡ଼ା,୨୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଏକଲପୁର ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଗୁରୁବାର ଧାନ କିଣାଯାଉ ନ ଥିବା ଅଭିଯୋଗରେ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ୧୬ ଜଣିଆ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ,ଯୋଗାଣ ବିଭାଗ,ଜିଲାପାଳ…
Archives


