ସାଧୁ ବେଶରେ ଲୁଚିଥିଲେ ୨୨ ବର୍ଷ
ବ୍ରହ୍ମପୁର,୨।୭(ସୁବାସ ଚନ୍ଦ୍ର ପାଢ଼ୀ)ତ୍ରିକୋଣୀୟ ପ୍ରେମକୁ ନେଇ ଗୁଜୁରାଟ ରାଜ୍ୟର ସୁରଟରେ ୨୦୦୧ରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ୨୨ବର୍ଷ ପରେ ଧରାପଡ଼ିଛନ୍ତି। ସୁରଟ ପୋଲିସର ଏକ ଟିମ୍ ଉତ୍ତରପ୍ରଦେଶର ମଥୁରା ନନ୍ଦଗ୍ରାମସ୍ଥିତ କୁଞ୍ଜୁକୁଟି ଆଶ୍ରମରେ ସାଧୁବେଶରେ ରହୁଥିବା ଅଭିଯୁକ୍ତ ଗୌରାଙ୍ଗ…
ଅଧିକ ଟଙ୍କା ରୋଜଗାର ଆଶାରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ
ସୋରଡ଼ା,୧ା୭(ଲମ୍ବୋଦର ପାଣିଗ୍ରାହୀ): ଅଳ୍ପ ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଅଞ୍ଚଳର ଶତାଧିକ ଯୁବକ ଅର୍ଥ ଶ୍ରାଦ୍ଧ କରି ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲା ସୋରଡା ଏନ୍ଏସି ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ୪ ମାସ…
ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା ଘଟଣା: ବ୍ରଜରାଜନଗର ଷ୍ଟେଶନରୁ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର,୧ା୭(ସୁବାସ ପାଢ଼ୀ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ ଜଣେ ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କେ.ନୂଆଗାଁ ଥାନା ଅନ୍ତର୍ଗତ ଖାମ୍ଭାରିଗାଁର ରାମକୃଷ୍ଣ ମିଶ୍ର(୪୦)। ରାମକୃଷ୍ଣଙ୍କୁ…
ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ଥମୁନି
ଛତ୍ରପୁର,୧ା୭(ସନ୍ତୋଷ ପାଢୀ): ରାଜ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। କିଛିବର୍ଷ ହେଲା ଏଥିଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବା ଦେଖିବାକୁ ମିଳୁଛି ା ଏନେଇ ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟି ଓ ରାଜ୍ୟ ସଡକ ସୁରକ୍ଷା କମିଟି ଚିନ୍ତା…
ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆଡ଼ହକ୍ ପୋକ୍ସୋ ଜଜ୍ ଗଣେଶ୍ୱର ପତି ଶୁକ୍ରବାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ପୋଲସରା ଅଞ୍ଚଳର ଜିତେନ୍ଦ୍ର ନାହାକ ଓରଫ ଜିତୁ…
ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ବୋହିଲେ ଗ୍ରାମବାସୀ
ପୋଲସରା,୩୦।୬(ସୁବ୍ରତ ବେହେରା) ସାଢ଼େ ଚାରି କୋଟି ଓଡ଼ିଆ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ଗାଁକୁ ନାହିଁ ପକ୍କା ରାସ୍ତା। ଚିକିତ୍ସା ପାଇଁ ରୋଗୀଙ୍କୁ ଦୋଳାରେ ୬ କି.ମି. ବୋହିଲେ…
ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଲାଗି କୃତି ଚୟନ
ଛତ୍ରପୁର, ୩୦।୬(ସନ୍ତୋଷ ପାଢ଼ୀ ): ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସନକ୍ଷତ୍ର ଦିବସ ଅନୁଷ୍ଠିତ ହେବ। ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ…
ଏସ୍ଏଚ୍ଜି ସଭ୍ୟାଙ୍କୁ ମିଳୁନି ସାଇକେଲ
ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ
ହିଞ୍ଜିଳିକାଟୁ,୨୯।୬(ଦ୍ବିତୀକୃଷ୍ଣ ପଣ୍ଡା): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଫାଣ୍ଡି ଅଧିନ କଇଠଡୋ ଗ୍ରାମରେ ଘଟିଛି। ମୃତକ ହେଲେ ହରିମଲ୍ଲ (୮୫)। ଏନେଇ ମୃତକଙ୍କ ପୁଅ ରମେଶ ମଲ୍ଲ ହିଞ୍ଜିଳି…
ମୋହଡାରେ ଦୃର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ
ବ୍ରହ୍ମପୁର,୨୯।୬( ସୁବାସ ଚନ୍ଦ୍ର ପାଢ଼ୀ) ଅଶାନ୍ତ ହୋଇଛି ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳ। କେତେବେଳେ ପିଟିପିଟି ହତ୍ୟା ପରେ ପୋଡି ହତ୍ୟା କରୁଛନ୍ତି ତ ରାସ୍ତାରେ ହାଣୁଛନ୍ତି ତ ଆଉ କେତେବେଳେ ଫୁଟୁଛି ବୋମା। ପୁଲିସକୁ ଖୋଲା ଚାଲେଞ୍ଜ ଦେଇ…
ପୁରୁଷୋତ୍ତମପୁର ଥାନାର ୧୩ ଗୋଟି ଗ୍ରାମ ଜିବ ହିଞ୍ଜିଳୀ ଥାନା
ପୁରୁଷୋତ୍ତମପୁର,୨୮।୬(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନରେ ଥିବା ପାଞ୍ଚଟି ପଞ୍ଚାୟତର ୧୩ଟି ଗ୍ରାମ ହିଞ୍ଜିଳି ଥାନା ଅଧୀନକୁ ସ୍ତାନାନ୍ତର ଲାଗି ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ମଙ୍ଗଗଳବାର ଚିଠି ନଂ ୨୬୧୩୯ ପ୍ରକାରେ ଘୋଷଣା କରାଯାଇଛି। ଏହା ଗେଜେଟ…
ଡ୍ରାଇଭର ଗିରଫ, ମାଲିକ ଫେରାର
ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ)/ଦିଗପହଣ୍ଡି (ଅଶେଷ ନାଥ ମିଶ୍ର),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଓଏସ୍ଆରଟିସି ବସ ଧକ୍କାରେ ଘରୋଇ ମିନିବସ୍ ଚୁରମାର ହୋଇଯାଇଥିଲା। ବାହାଘର ପରେ ଝିଅ ବିଦା କରି ମିନିବସ୍ରେ…
Archives


