ଗଞ୍ଜାମ

ବରଯାତ୍ରୀ  ହୋଇ ଯାଇଥିଲେ, ୨ ସାଙ୍ଗଙ୍କ ମୃତଦେହ ଫେରିଲା

ଖଲ୍ଲିକୋଟ,୫।୩ (ପ୍ରଶାନ୍ତ କୁମାର ମିଶ୍ର): ବରଯାତ୍ରୀ ହୋଇ  ଯାଇଥିଲେ  ମୃତଦେହ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ବାଣିଆ ଚିକିଲି ରାସ୍ତା ନିକଟରେ। ଭାରସାମ୍ୟ ହରାଇ ବାଇକ୍‌ ବିଦ୍ୟୁତ୍‌  ଖୁଣ୍ଟରେ ପିଟି ହେବାରୁ ୨…

ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ଚାଷୀଙ୍କ ବିକ୍ଷୋଭ

ଛତ୍ରପୁର,୪ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଗତ ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସୋମବାର ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ…

୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ

ଛତ୍ରପୁର,୪ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ୧୬ନମ୍ବର ଜାତୀୟ ରାଜପଥରୁ ୨୧ ଟନ୍‌ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଉକ୍ତ କଣ୍ଟେନରଟି ବଡ଼ମ୍ବାରୁ ହାଇଦ୍ରାବାଦ ଯାଉଥିବା ବେଳେ ତାକୁ ବଜରଙ୍ଗ ଦଳ…

ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ

ଛତ୍ରପୁର,୩ା୩(ଦିଲ୍ଲୀପ ସାମଲ): ଛତ୍ରପୁର ମେନ୍‌ରୋଡ୍‌ଠାରେ ଥିବା ଏକ ଘରୋଇ ମଲ୍‌ ପରିସରରେ ମହୁମାଛି ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ସେମାନେ ହେଲେ ଯୁବରାଜ ବେହେରା,…

ଗାଁ ମଶାଣି ସଫାକଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୩।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଗ୍ରାମର ମଣ୍ଡମାହା ମଶାଣିଠାରେ ପୁଣି ଗାଁ ମଶାଣିକୁ ଗ୍ରାମବାସୀ ସଫା କରିଛନ୍ତି। ମଶାଣିକୁ ସଫା କରିବାକୁ ଗ୍ରାମବାସୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଷ୍ପତ୍ତି ପ୍ରକାରେ ପ୍ରତିବର୍ଷ ଭଳି…

ଏମ୍‌କେସିଜି ମେଡିକାଲ ସମ୍ପ୍ରସାରଣ ପାଇଁ ୯୫୦ କୋଟି

ବ୍ରହ୍ମପୁର,୩।୩ (ସୁବାସ ଚନ୍ଦ୍ର ପାଢ଼ୀ): ରାଜ୍ୟରେ ସ୍ବାସ୍ଥ୍ୟ ସେବା ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଧାନ ପରେ ମୁଗ, ବିରି ଫସଲ ନଷ୍ଟ: ଚିନ୍ତାରେ ଚାଷୀ

ବେଲଗୁଣ୍ଠା,୩।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧାନ ଚାଷ ଉପରେ ନିର୍ଭର କରୁଥିବା ବେଲଗୁଣ୍ଠା ଅଞ୍ଚଳର ଚାଷୀମାନଙ୍କୁ ପୁଣି ଥରେ ପଡ଼ିଛି ଏକ ପ୍ରହାର ଯାହା ଫଳରେ ଭାଙ୍ଗିଯାଇଛି ବାସ୍ତବରେ ଚାଷୀର ମେରୁଦଣ୍ଡ। ଚାଷୀମାନେ ଧାନ ଚାଷରେ ବିଶେଷ ଲାଭ ନହେବା ଯୋଗୁ ମୁଗ…

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୨ା୩ (ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଓ୍ବାର୍ଡ ନଂ୫ ରୁ ଶନିବାର ଅପରାହ୍ନରେ ବିଜେଡି ଦଳ ପକ୍ଷରୁ ଘରେ ଘରେ ଶଙ୍ଖ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,…

ନବୀନ ନିବାସରେ ୫-ଟି ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଛତ୍ରପୁରବାସୀ

ଛତ୍ରପୁର,୧ା୩(ଦିଲ୍ଲୀପ ସାମଲ): ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଛନ୍ତି। ଯାହା ଛତ୍ରପୁରବାସୀଙ୍କ ନିମନ୍ତେ ଉପହାର ଭେଟି ସଦୃଶ୍ୟ ହୋଇଛି। ଫେବୃଆରୀ ୨୪ରେ ୧୯୫୫ରେ ଗଠନ ହୋଇଥିବା କଳା, ସାହିତ୍ୟ ଓ ସଂସ୍କୃତି ଆଦି କ୍ଷେତ୍ରରେ ନିଜର ସ୍ବତନ୍ତ୍ର…

ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି

ବ୍ରହ୍ମପୁର,୧ା୩(ତନୁଶ୍ରୀ ନାହାକ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ବ୍ରହ୍ମପୁର ଆସି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ନିଜ ଦ୍ୱାରା ଅର୍ଜିତ ଜ୍ଞାନକୁ ନିଜର, ନିଜ ପରିବାର, ନିଜେ…

ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦…

ସହରବାସୀଙ୍କ ପାଇଁ ସୁବିଧା-ସେବା ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୯ା୨(ଦିଲ୍ଲୀପ ସାମଲ): ଲୋକଙ୍କ ସୁବିଧା ପାଇଁ ସହରାଞ୍ଚଳଗୁଡ଼ିକୁ ୫-ଟିରେ ରୂପାନ୍ତରଣ କରାଯାଇଛି। ସହରବାସୀଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁରସ୍ଥିତ ଏନ୍‌ଏସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri