ଗଞ୍ଜାମ

ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…

ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ମହିଳା ଜଣକ ରିକାପଲ୍ଲୀ ମୋଚି ସାହିର ଏନ. ରାଣୀ (୫୦)।ଆଜି ଶିବରାତ୍ରି…

୮ ଗ୍ରାହକଙ୍କ ଲୋନ୍‌ ଅସୁଲି ଟଙ୍କା ଆତ୍ମସାତ୍‌ କରିନେଲେ ଅଫିସର, ଥାନାରେ ପହଞ୍ଚିଲା ମାମଲା

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଟାଟା କ୍ୟାପିଟାଲ ଲିମିଟେଡ୍‌ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖାରେ ଲୋନ ଅଫିସର ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା କୋଦଳା ଥାନା ଚନ୍ଦନପୁର ଗ୍ରାମର ଜିତେନ୍ଦ୍ର କୁମାର ଡାକୁଆ କମ୍ପାନୀର ୮…

ମହାଶିବରାତ୍ରରେ ବିଭିନ୍ନ ଶୈବପୀଠ ଉତ୍ସବ ମୁଖର

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ର ଅବସରରେ ଉତ୍ସବମୁଖର ହୋଇଉଠିଥିବା ପରିଲକ୍ଷିତ ହୋଇଛି l ଗଞ୍ଜାମ ବ୍ଲକର ବଟେଶ୍ଵର, ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳ ରେ ବିଜେ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ମୃତ

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି l ମୁତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ହରିଜନ ସାହିର ରବି ଦାସଙ୍କ ପୁଅ ସୁନିଲ ଦାସ (୫୮)l ପ୍ରାପ୍ତ…

ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ମହାଶିବରାତ୍ରି ପୂର୍ବରୁ ଏକ ଶିବ ମନ୍ଦିରରୁ ଚୋରି ହୋଇଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମନ୍ଦିରରେ ମଙ୍ଗଳବାର ରାତିରେ ମନ୍ଦିର କର୍ମକର୍ତ୍ତାମାନେ ଜାଗର ପାଇଁ ପ୍ରସ୍ତୁତିରେ ଲାଗିଥିଲେ। ଛେଦାଭୂମି ଶିବମନ୍ଦିର କର୍ମକର୍ତ୍ତା ଓ ପୂଜାରୀମାନେ ମଧ୍ୟ ସମସ୍ତ କାର୍ଯ୍ୟ ସାରି…

ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍‌ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ…

ସୌନ୍ଦର୍ଯ୍ୟକରଣ ହେଲା ଖୋଲାସ୍ଥାନ

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ପବିତ୍ର ମହା ଶିବରାତ୍ରି ଅବସରରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ରାଜ୍ୟର ସର୍ବୋଚ୍ଚ ଶିବ ବିଗ୍ରହ ହୋଇଥିବା ବେଲେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା।…

ହତ୍ୟା ମାମଲା, ଦମ୍ପତି ନିର୍ଦ୍ଦୋଷ ସାବ୍ୟସ୍ତ

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗ୍ରାମର ମାଧବ ନାୟକ ହତ୍ୟା ମାମଲାର ରାୟ  ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳି ନ ଥିବାରୁ ଅଭିଯୁକ୍ତ ସ୍ବାମୀ, ସ୍ତ୍ରୀଙ୍କୁ…

ମାର୍ଚ୍ଚ ୮ରୁ ପୋଲିସ ଏସ୍‌ଆଇ ପରୀକ୍ଷା:୧ରୁ ୱେବ୍‌ସାଇଟ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ,୨୬।୨(କାର୍ତ୍ତିକ ସାହୁ)- ଓଡ଼ିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ ଏସ୍‌ଆଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୮ ଓ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲାରେ ପୋଲିସ ଏସ୍‌ଆଇ ଓ ତତୁଲ୍ୟ ପଦବୀ…

ଐତିହାସିକ ଦୋଳ ଯାତ୍ରା ପାଇଁ ପ୍ରସ୍ତୁତି: ଡିଜେ ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ):ଆସନ୍ତା ୧୦ ତାରିଖରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ୫ଦିନ ଧରି ଲାଗି ରହିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହି ବାସୀ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ…

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ବେଲଗୁଣ୍ଠା,୨୬/୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ):ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବରେ ନିଜର ପଦ ହରାଇଛନ୍ତି। ଗତ ନଭେମ୍ବର ୩୦ ତାରିଖରେ ପାଇଲିପଡା ସରପଞ୍ଚ ଜୟରାମ ନାୟକଙ୍କ ବିରୋଧରେ ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ…

ବିଦ୍ୟୁତ୍‌ ଆଘାତରେ ଛାତ୍ରଙ୍କ ୨ ହାତ କଟିବା ଘଟଣା: କ୍ଷତିପୂରଣ ପାଇଁ ନିର୍ବାହୀ ଯନ୍ତ୍ରୀ, ଭାଜପା ନେତା ଯୁକ୍ତିତର୍କ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କରପଡା ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରବି ବେହେରା ତାଙ୍କ ଘର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ଘର କାନ୍ଥରେ ଚଢ଼ି ଗତ ସେପ୍ଟେମ୍ବର ୬ ତାରିଖ ଭୋରରେ ଗଛରୁ ଫୁଲ ତୋଳୁଥିବା ବେଳେ ଉଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri