ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା, ପର୍ଯ୍ୟଟନ କ୍ଷେତ୍ରରେ ବି ପ୍ରମୁଖ ସ୍ଥାନରେ ରହିବ…
ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଗାନ୍ଧୀ କୈଳାସ ପାହାଡ଼ର ପାଦଦେଶରେ ଥିବା ପୁରୁଣା ହନୁମାନ ମନ୍ଦିର ସ୍ଥାନରେ ଏକ ନୂଆ ମନ୍ଦିର ନିର୍ମାଣ ହେବ। ବୁଧବାର ସନ୍ଧ୍ୟାରେ ତାହାର ଶିଳାନ୍ୟାସ ହୋଇଥିଲା। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ…
ଭଞ୍ଜନଗରରେ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ପିଅନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁରୁମୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲୀପ ମିଶ୍ର ବୁଧବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କ ଉଦ୍ଧେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।…
ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦିଗପହଣ୍ଡି,୩୦ା୪(ଅଶେଷ ନାଥ ମିଶ୍ର): ଚୁଡୁଙ୍ଗପୁର ସ୍ଥିତ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ କୋରେଶୁ ସେଠୀ ପୌରହିତ୍ୟ କରିଥିଲେ। ଅବସର…
ନବବିବାହିତାଙ୍କ ଆତ୍ମହତ୍ୟା ପରେ ତରବରିଆ ଭାବେ କରିଥିଲେ ଅନ୍ତିମ ସଂସ୍କାର, ସ୍ବାମୀ ଅଟକ
ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମର ନବ ବିବାହିତା ସ୍ମୃତି ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସ୍ବାମୀ ସୁଜିତ ସାହୁଙ୍କୁ ପାଟପୁର ଥାନାରେ ପୋଲିସ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଗତ ୨୦ ତାରିଖରେ ଗ୍ରାମର ନୂଆସାହିରେ…
ଦୁଇ ବର୍ଷ ତଳେ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ, ଏବେ ଭୋଗିବେ ୭ ବର୍ଷ ଜେଲ୍ଦଣ୍ଡ
ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କନ୍ଧ ନୂଆଁପଲ୍ଲୀ ଗ୍ରାମରେ ୨୦୨୩ରେ ନିଆଁ ଲଗାଇବା ଅଭିଯୋଗରେ ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ଭଞ୍ଜନଗର ସହକାରୀ ଦୌରା ଜଜ ଦେବାଶିଷ ବିଷୋୟୀ ବୁଧବାର ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ…
କବିସୂର୍ଯ୍ୟ ବିଦ୍ୟାପୀଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟସ୍ମୃତି ପରିଷଦ ପକ୍ଷରୁ ବୁଧବାର ପଣ୍ଡିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ତାଙ୍କ ତିରୋଧାନ ଘଟିଥିଲା। ଏହି ଯୋଗଜନ୍ମା ସାଧକଙ୍କ ପୁଣ୍ୟତିଥିରେ ସ୍ଥାନୀୟ…
ଗଞ୍ଜାମ ହେବ ଯକ୍ଷ୍ମାରୋଗୀ ମୁକ୍ତ, ଅନ୍ୟ ଜିଲା ପାଇଁ ପାଲଟିବ ଉଦାହରଣ
ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଯକ୍ଷ୍ମା ରୋଗ ଏକ ସଂକ୍ରମଣ ରୋଗ। ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ମୁଖ୍ୟତଃ ଏହି ରୋଗ ହୋଇଥାଏ। ତେଣୁ ଯକ୍ଷ୍ମା ରୋଗୀମୁକ୍ତ ଓଡ଼ିଶା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ…
ପୁରୁଷୋତ୍ତମପୁରରେ ଅଖିମୁଠି ଅନୁକୂଳ: ହଳିଆ ଗୀତରେ ପ୍ରକମ୍ପିତ ହେଲା କ୍ଷେତ
ପୁରୁଷୋତ୍ତମପୁର,୩୦ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ବପ୍ନେଶ୍ବର କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ଚଷା ପୁଅର ହଳିଆଗିତ ସାଙ୍ଗକୁ ଚଷା ବୋହୂର ହୁଳହୁଳି ଶବ୍ଦରେ କ୍ଷେତ ପ୍ରକମ୍ପିତ ହୋଇପଡ଼ିଛି। ଏଥିରେ ମୁଖ୍ୟ…
ଯୁବକଙ୍କ ଗଳାକାଟି ହତ୍ୟା
ଚିକିଟି,୩୦।୪(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା ରାସ୍ତାର ଏକ ପୋଖରୀ ନିକଟରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ…
ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତ୍ୟୁ, ମୃତଦେହ ଜବତ କଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଏନ୍.ସୁଷମା ରେଡ୍ଡୀ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ଏତଲା ହେବାପରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର ସକାଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଯୁବତୀଙ୍କ ମୃତଦେହ ଜବତ…
ନୂଆଗଡ ଡେଙ୍ଗାପଦର ରାସ୍ତା କାମ ନିମ୍ନମାନର, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମିତିସଭ୍ୟ
ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ନୂଆଗଡ ଭାୟା ବିରିପୁର ଡେଙ୍ଗାପଦର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ହେଉଛି। ତେବେ ହେଉଥିବା ଏହି ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ…
ବୁଦାମୂଳେ ପଡ଼ିଛି ମଲା ଗୋରୁର କଟାଗୋଡ଼
ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ): ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗୀରେ ସୋମବାର ଏକ ମଲା ଗୋରୁର କଟାଗୋଡ଼ ବୁଦାମୂଳେ ପକାଇ ଅନ୍ୟ ଅଂଶକୁ କିଏ ନେଇଯାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମଲା ଗୋରୁଟିକୁ କେହି ଖାଇବା ଉଦ୍ଦେଶ୍ୟରେ ନେଇଥିବା ଆଶଂକା କରାଯାଉଛି। ଏହି…
Archives


