ଗଞ୍ଜାମ

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ…

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ  ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ…

କାର୍‌ ସହ ପିଟି ହେଲା ଆଉ ଏକ କାର୍‌, ରାସ୍ତା ମଝିରେ…

ଗଞ୍ଜାମ,୨୫ା୬: ଗଞ୍ଜାମ ଚମାଖଣ୍ଡି ଥାନା ଆଗରେ ବୁଧବାର ଗୋଟିଏ କାରକୁ ଆଉ ଗୋଟିଏ କାର୍‌ ଧକ୍କା ଦେବାରୁ ହୁତୁହୁତୁ ହୋଇ ଜଳିଗଲା। ଜଳି ଯାଇଥିବା ୨ଟି କାର୍‌ରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ ଗସ୍ତରେ ଆସି ଦୁଇ ବନଖଣ୍ଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ।…

ଚୋରାଚାଲାଣ ହେଉଥିଲା କାଠ: ମାଡ଼ିବସିଲା ବନବିଭାଗ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନବିଭାଗ କର୍ମଚାରୀ ବୃନ୍ଦ ଜକର ପଞ୍ଚାୟତ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ ରାସ୍ତାରେ ଏକ କାଠ ବୋଝେଇ ଟାଟା ଏସିଇ ଡାଲା ଅଟୋକୁ ଜବତ କରିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ…

ପୋଲିସ-ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ନେଇ ଦିଗପହଣ୍ଡିରେ ଉତ୍ତେଜନା, ବାଦ୍‌ ପଡ଼ିଲା ପ୍ରଭାବଶାଳୀଙ୍କ ଘର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ବଡ଼ଦାଣ୍ଡ ଶ୍ରୀମନ୍ଦିରରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ମୁଖ୍ୟ ରାସ୍ତାର ଉଭୟ କଡ଼ରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ରାସ୍ତା…

ଗୋ’ଚାଲାଣ ଅଭିଯୋଗରେ ଲଣ୍ଡା କରି ନିର୍ଯାତନା ଦେଇଥିଲେ: ପୀଡ଼ିତଙ୍କ ପରିବାରକୁ ଭେଟି…

ଧରାକୋଟ ୨୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ)-ଗଞ୍ଜାମ ଜିଲା ଧରାକୋଟ ତହସିଲ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନରେ ସିଙ୍ଗିପୁର ଗ୍ରାମର ୨ ଜଣ ଦଳିତ ବ୍ୟକ୍ତି ଗୋରୁ ନେଇ ଯାଉଥିବା ବେଳେ ଖାରିଗୁମାଠାରେ ସେମାନେ ଗୋଚାଲାଣ କରୁଥିବା ଅଭିଯୋଗ କରି ସେମାନଙ୍କୁ…

ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ଗୋପାଳପୁର, ୨୪।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଏବେ କ୍ରାଇମବ୍ରାଞ୍ଚ (ସିଏଡବ୍ଲୁ) ତଦନ୍ତ କରୁଛି। ବ୍ରହ୍ମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜ୍ରିଷ୍ଟେଟ କୋର୍ଟ (ଗ୍ରାମାଞ୍ଚଳ)ଙ୍କଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା…

୬୩ ୱାରେଣ୍ଟିଙ୍କ ଘରେ ଲାଗିଲାଣି ନୋଟିସ, କୋର୍ଟରେ ହାଜର ନ ହେଲେ ସମ୍ପତ୍ତି ବ୍ୟାଜାପ୍ତି

ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ): ମଙ୍ଗଳବାର ସୁଦ୍ଧା ୬୩ ଜଣ ପଳାତକ ୱାରେଣ୍ଟିଙ୍କ ଘରେ ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ନୋଟିସ ଲଗାଯାଇଛି। କୌଣସି ୱାରେଣ୍ଟି ନିର୍ଦ୍ଧାରିତ ଦିନ ଓ ସମୟରେ ସମ୍ପୃକ୍ତ କୋର୍ଟରେ ହାଜର ନହେଲେ କିମ୍ବା ଫେରାର ରହୁଥିବା ୱାରେଣ୍ଟି…

୨ ଦଳିତଙ୍କୁ ଅଧା ଲଣ୍ଡାକରି ଆଣ୍ଠୁରେ ଚଲେଇବା ମାମଲାରେ ୭ ଗିରଫ: ଶୀଘ୍ର ଚାର୍ଜସିଟ ଦାଖଲ ହେବ: ଗଞ୍ଜାମ ଏସପି

ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨ଜଣ ବ୍ୟକ୍ତିଙ୍କୁ ଅଧାଲଣ୍ଡା କରି ଆଣ୍ଠୁରେ ଚଲାଇବା ସହ ନିର୍ଯାତନା ଦିଆଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ…

ଧରାକୋଟ ଖାରିଗୁମ୍ମା ଘଟଣାକୁ ବିଏଚପିର ଦୃଢ଼ ନିନ୍ଦା: କାର୍ଯ୍ୟାନୁଷ୍ଠାନ ଦାବିକରି…

ଭଞ୍ଜନଗର,୨୪୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖାରିଗୁମ୍ମାରେ ଦୁଇ ଜଣଙ୍କୁ କିଛି ଲୋକ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ସର୍ବ ସମ୍ମୁଖରେ ଅଧା ଲଣ୍ଡା କରି ବୁଲାଇଲେ। ଏହିଭଳି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ (ବି ଏଚ୍‌ପି )…

ଦଳିତଙ୍କୁ ନିର୍ଯାତନା ଘଟଣା: ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଦୁଇଟି ଘଟଣାକୁ ବର୍ତ୍ତମାନ ଜାତୀୟକରଣ କରିଛନ୍ତି ବିରୋଧି କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ। ଗୋଟିଏ ହେଲା ଗୋପାଳପୁର ଗଣ ବଳାତ୍କାର ମାମଲା। ଅନ୍ୟଟି ହେଲା ଧରାକୋଟ ବ୍ଲକ ଖାରିଗୁମ୍ମା ଘଟଣା। ଉକ୍ତ ଗ୍ରାମରେ ଦୁଇ ଜଣକୁ…

ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ…

ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ‘ଯୁବଶକ୍ତି ସମାବେଶ’ ଅନୁଷ୍ଠିତ ହୋଇଥିଲା। ସମାବେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri