ଗଞ୍ଜାମ

ପୁରୁଷୋତ୍ତମପୁରରେ ଆୟୁଷ୍ମାନ କାର୍ଡ ବଣ୍ଟନ, ସ୍ବାସ୍ଥ୍ୟସେବାରେ ହିତାଧିକାରୀ ପାଇବେ…

ପୁରୁଷୋତ୍ତମପୁର,୪ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ରବିବାର ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଏଥିରେ ଭାଜପାର ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହିକାର୍ଡର ସୁବିଧା ଓ ମହତ୍ତ୍ୱ...

ସ୍ପେଶାଲ ଡ୍ରାଇଭରେ ପୋଲିସକୁ ବଡ଼ ସଫଳତା

ଛତ୍ରପୁର,୪।୫: ସ୍ପେଶାଲ ଡ୍ରାଇଭ୍‌ ମାଧ୍ୟମରେ ରବିବାର ଗଞ୍ଜାମ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୋଲିସ ଟିମ୍‌ ଜିଲାର ଆସିକା, ଶେରଗଡ଼, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରେ ଚଢାଉ କରି ୧୮ଜଣ ଅପରାଧୀଙ୍କୁ ଗିରଫ କରିଛି। ପୋଲିସ ତାଙ୍କ...

ଭଞ୍ଜନଗରରେ ଖୋଲିଲା ରାଜ୍ୟର ପ୍ରଥମ ସରକାରୀ ଓ୍ବାଟର୍‌ ପାର୍କ, ପର୍ଯ୍ୟଟକଙ୍କ ପାଇଁ ସାଜିବ ଆକର୍ଷଣର କେନ୍ଦ୍ରବିନ୍ଦୁ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ସମ୍ପ୍ରସାରିତ ୱାଟର ପାର୍କ ରବିବାର ଉଦଘାଟିତ ହୋଇଯାଇଛି। ଏହା ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର...

ମନ୍ଦିର ଜମିରେ ବେଆଇନ ଦଖଲ: ଗୃହ ନିର୍ମାଣକୁ ବିରୋଧ, ଦେବୋତ୍ତର କମିଶନକୁ ସ୍ମାରକପତ୍ର

ଦିଗପହଣ୍ଡି,୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବସ୍‌ଷ୍ଟାଣ୍ଡଠାରୁ ପୁଞ୍ଜିକୟାଁ ଛକ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ଦିଗପହଣ୍ଡି ମୌଜା ଖାତା ନଂ.୬୯୧ ଅନୁଯାୟୀ ରାଧାକାନ୍ତ ମହାପ୍ରଭୁ ବିଜେଙ୍କ ନାଁ ରେ ରେକର୍ଡଭୁକ୍ତ ଥିବା ଚାଷଜମିକୁ ୧୯୫୧ ଓଡ଼ିଶା...

୮ରେ ପୁରୁଷୋତ୍ତମପୁର ଯିବେ ମୁଖ୍ୟମନ୍ତ୍ରୀ: ଜିଲା ପ୍ରଶାସନର ତତ୍ପରତା

ପୁରୁଷୋତ୍ତମପୁର,୪।୫( ସିମାଞ୍ଚଳ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଆସନ୍ତା ୮ରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗ୍ରସ୍ତରେ ଯିବେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଳିଥିବା ସୂଚନା ପ୍ରକାରେ, ସେ ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ...

ଗଞ୍ଜାମ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ପ୍ରଫେସର ସ୍ମରଣୀକା ହୋତା

ଗଞ୍ଜାମ, ୪।୫(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷା ଭାବେ ପ୍ରଫେସର ଡ. ସ୍ମରଣିକା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଅଧ୍ୟକ୍ଷ ଥିବା ପ୍ରଫେସର ସିମାଞ୍ଚଳ ଭୋଳ ଅବସର ଗ୍ରହଣ କରିଛନ୍ତି । ଗଞ୍ଜାମ ମହାବିଦ୍ୟାଳୟକୁ ୫୫ ବର୍ଷ...

୫ ଦିନ ତଳେ ଭଉଣୀ ବାହାଘର ସାରି ଯାଇଥିଲେ, ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ,୪।୫(ବିଦ୍ୟାଧର ସାହୁ): କର୍ନାଟକରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା l କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକର କୁଶପଲ୍ଲୀ ଗାଁର ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ...

ହେଉଥିଲା ମୋରମ ଚୋରା ଚାଲାଣ, ୨ଟି ହାଇଓ୍ବାକୁ ଜବତ କରି ୩ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୩।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟସ୍ଥ ଶାର୍ଗୁଣାପଲ୍ଲୀ ପାହାଡରୁ ଚୋରାରେ ମୋରମ ଚାଲାଣ ହେଉଥିଲା। ଏହି ସମୟରେ ଚଢ଼ାଉ କରି ୨ଟି ହାଇୱା ଟ୍ରକ( ନଂ ଓଡି ୦୪ ଭି ୧୭୩୫ ଏବଂ...

ମେଧାବୀ ଛାତ୍ରୀଛାତ୍ର ଅଭିନନ୍ଦନ ଉତ୍ସବ

ଭଞ୍ଜନଗର,୩ା୫(ବାବୁଲା ପ୍ରଧାନ): ଭଞ୍ଜନଗର ସହରତଳି ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଲାଲସିଂ କେଆର ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ଶନିବାର ଶିଶୁ ମନ୍ଦିର ପରିସରରେ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ର...

ଭଞ୍ଜନଗରରେ ଥିବା ଜଳଭଣ୍ଡାର, ନଦୀ ଆଡ଼ିବନ୍ଧର ନିୟମିତ ଯାଞ୍ଚ କରାଯାଉ: ସଚିବ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ)-ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ସତନ୍ତ୍ର ସଚିବ (ଜଳ ପ୍ରଭାରୀ ,ଗଞ୍ଜାମ) ମୁକୁଳ ଚନ୍ଦ୍ର ବେରା ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଶନିବାର ଦ୍ୱିତୀୟ ଦିନରେ ଭଞ୍ଜନଗର ଜଳଭଣ୍ଡାର, ଡହ ଜଳଭଣ୍ଡାର, ମାଧବରିଡା ଆନିକାଟ...

୩୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ପାଟପୁର ଥାନା ବାବୁଲିବନ୍ଧ ଖାରିସାହି ଗ୍ରାମର ସୁରେଶ ମଲ୍ଲିକଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୨୩୬/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ: ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୩ା୫(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିଲାଗି ଆୟୋଜିତ ସଭାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri