ଗଞ୍ଜାମ

ନଦୀପାରବେଳେ ପ୍ରବଳ ଜଳସ୍ରୋତରେ ଭାସିଗଲେ ଚାଷୀ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମ ନିକଟ ଦେଇ ପ୍ରବାହିତ ଘୋଡ଼ାହାଡ ନଦୀର ପ୍ରଖର ଜଳସ୍ରୋତରେ ଭାସି ଜଣେ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ନୂଆଗଡ଼ ଗ୍ରାମର ଅରକ୍ଷିତ ପ୍ରଧାନ…

ବିଶ୍ବହିନ୍ଦୁ ପରିଷଦ ଜିଲା ସଭାପତିଙ୍କ ପରଲୋକ : ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୮।୧୦(ବାବୁଲା ପ୍ରଧାନ): ବିଶ୍ବ ହିନ୍ଦୁ ପରିଷଦ ଘୁମୁସର ସାଂଗଠନିକ ଜିଲା ସଭାପତି ସୁଧିର କୁମାର ନାୟକ(୬୨)ଙ୍କ ପରଲୋକ ଘଟିଛି। ସେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ବଡ ବାପା ପୁଅ ଭାଇ ହେବେ। ବିଧାୟକ ନାୟକ ସୁଧିରଙ୍କ ବିୟୋଗରେ ଗଭୀର…

ଶ୍ୱଶୁର ଘରେ ପଶି ଜ୍ୱାଇଁଙ୍କ ହାଇଡ୍ରାମା: ଶାଶୁଙ୍କୁ ଆକ୍ରମଣ ସହ ଅସଦାଚରଣ ପରେ ଜେଲ ଗଲେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖଇରପଙ୍କ ଗ୍ରାମର ବି. ହରି କନ୍ୟାରିଙ୍କୁ ମଙ୍ଗଳବାର କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି ସାରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୪୩/୨୫…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉଦ୍‌ଯାପିତ, ପୂର୍ଣ୍ଣାହୁତିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନରେ ଅନୁଷ୍ଠିତ ମା ’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପୂଜା ମଣ୍ଡପରେ ଦୁଇ ଦିନ ବ୍ୟାପୀ ଚାଲିଥିବା ହୋମଯଜ୍ଞ ମଧ୍ୟାହ୍ନରେ ପୂର୍ଣ୍ଣାହୁତି…

ଜିଲାପାଳଙ୍କୁ ଭେଟିଲେ OASରେ ସଫଳତା ପାଇଥିବା ଜନକ, ଭବିଷ୍ୟତରେ ଆଇଏଏସ୍‌ ହେବାକୁ ଲକ୍ଷ୍ୟ

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାରେ ୩୨୭ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜନକ କୁମାର ତରାଇ ସୋମବାର ଜିଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିଲପାାଳ ଜନକଙ୍କୁ ଏକ ମାନପତ୍ର ପ୍ରଦାନ…

ଚାଷ ସାରି ଘରକୁ ଫେରୁଥିଲେ ବିଜୟ, ନଦୀରେ ଭାସିଗଲେ: ଆଉ ତା’ପରେ…

ଭଞ୍ଜନଗର,୭।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ବିଜୟ କୁମାର ସାହୁ (୫୦) ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାର ସକାଳେ ପୋଲିସ ବିଜୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ…

ପାଣି ଟାଙ୍କି ଘରେ ରଖାଯାଇଥିଲା ବେଆଇନ ବାଣ, ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ସୁନ୍ଦରପୁର ଗ୍ରାମରୁ ପୁଣି ଦୁଇଟି ସ୍ଥାନରୁ ବେଆଇନ ବାଣ ଜବତ କଲା ଛତ୍ରପୁର ଥାନା ପୋଲିସ। ପ୍ରାୟ ୬ ଲକ୍ଷ ବାଣ ଜବତ ସହ ଜଣକୁ ଅଟକ ରଖିଛି ପୋଲିସ।…

ବ୍ରହ୍ମପୁରରେ ଗୁଳିମାଡ଼: ଭାଜପା ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ

ବ୍ରହ୍ମପୁର,୬।୧୦: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ଭାଜପା ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଦୁଇ…

ପୁଇଁତୋଳା ଛକ ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌

ଗଞ୍ଜାମ,୬।୯ (ଅଖିଳ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ପୁଇଁତୋଳା ଛକରେ ଜାତୀୟ ରାଜପଥ ୧୬ ଉପରେ ଦୁର୍ଘଟଣା ଘଟିଛି। ଏକ  କୋଇଲା ବୋଝେଇ ଟ୍ରକ୍‌କୁ ନଂ ଓଡ଼ି ୦୫ ବିକେ ୮୦୬୧ ଧକ୍କା  ଦେଇଛି । ଏହି ଘଟଣାରେ…

ଦୋକାନ କବାଟ ଭାଙ୍ଗି ଲୁଟିନେଲେ…  

ହିଞ୍ଜିଳିକାଟୁ, ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଥମିବାର ନାଁ ଧରୁନି। ଲାଗାତର ଚୋରି କାରଣରୁ ଜନସାଧାରଣ ଆଉ ସୁରକ୍ଷିତ ମନେ କରୁନାହାଁନ୍ତି। ଅନ୍ୟପକ୍ଷରେ ଅଞ୍ଚଳରେ ଜୁଆଖେଳ, ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ…

ଗ୍ୟାସ ନିଆଁରେ ପୋଡି ହୋଇ ଜଣେ ଗୁରୁତର

ହିଞ୍ଜିଳିକାଟୁ, ୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆମ୍ବିଳାପଲ୍ଲୀ ଗାଁରେ ସୋମବାର ସାରେ ଅଗ୍ନିକାଣ୍ଡ ଘଟିଛି। ରୋଷେଇ କଲାବେଳେ ଗ୍ୟାସରେ ନିଆଁ ଲାଗି ଜଣେ ଗୁରୁତର ହୋଇଛନ୍ତି। ଆହତ ଜଣଙ୍କ ହେଲେ ବିଚିତ୍ର ବେହେରା (୩୫) । ପରିବାର ଲୋକେ…

ପାର୍ବଣରେ ଜୁଆଡ଼ିଙ୍କୁ ଖୋଜୁଛି ପୋଲିସ:୧୨ ଜୁଆଡି ୧ ଲକ୍ଷ ୭୨ ହଜାର ଜବତ

ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରୁଛିି । ଏହିଭଳି ଭଞ୍ଜନଗର ପୋଲିସ ମଧ୍ୟ ବିଗତ କିଛିଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଜୁଆଡିଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri