ଆସିକା,୨ା୫(ଡି.ଏନ୍.ଏ.)- ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଓ ଗୁଡସର ଗ୍ରାମରେ ଘଟିଥିବା ପୃଥକ ୨ ଯୌତୁକ ନିର୍ଯାତନା ମାମଲାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି।…
ଛତ୍ରପୁର,୨ା୫(ଡି.ଏନ୍.ଏ.): କେରଳ, ସୁରଟ ଓ ବାଙ୍ଗାଲୁରରୁ ୩ଟି ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଓଡ଼ିଆମାନେ ଫେରୁଛନ୍ତି। କେରଳରୁ ବାହାରିଥିବା ଏର୍ନାକୁଲମ ଜଙ୍କଶନ- ଭୁବନେଶ୍ୱର ଶ୍ରମିକ ସ୍ପେସିଆଲ ଟ୍ରେନ ରବିବାର…
ସୋରଡା,୨ା୫(ଡି.ଏନ୍.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲା ସୋରଡା ବ୍ଲକ ଅଭିମୁଖେ ଆସୁଥିବା ଏକ ବସ୍ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋରଡା…
ବ୍ରହ୍ମପୁର ଅଫିସ ,୨।୫- ସମଗ୍ର ବିଶ୍ୱ ଏବେ କରୋନା କବଳରେ। ଏହି ଘାତକ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ସମ୍ପ୍ରତି ଲକ୍ଡାଉନ୍ ଜାରି ରହିଛି। ରାଜ୍ୟର…
ଛତ୍ରପୁର, ୨।୫(ଡି.ଏନ୍.ଏ.)- କରୋନା ମୁକାବିଲାକୁ ନେଇ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଗ୍ରୀନ,…
ଛତ୍ରପୁର, ୨।୫(ଡି.ଏନ୍.ଏ.)- କରୋନା ଜାରି ରହିଥିବା ଲକ୍ଡାଉନ୍ ସତ୍ତ୍ୱେ ଲୋକେ ବିଭିନ୍ନ ଗାଡିରେ ବେଆଇନ ଭାବେ ଗଞ୍ଜାମ ଜ଼ିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଅପରପକ୍ଷରେ କରୋନା ସଂକ୍ରମଣକୁ…
ଛତ୍ରପୁର, ୨।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ମାଣ୍ଡିଆପଲ୍ଲୀ ଟାଟା ପ୍ରକଳ୍ପ ନିକଟ ଏକ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ନେଇ ଚମାଖଣ୍ଡି ଥାନା ପୋଲିସକୁ ଶୁକ୍ରବାର ସନ୍ଧ୍ୟାରେ ଖବର…
ଗଞ୍ଜାମ,୨।୫(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ପୋଲିସ…
ହିଞ୍ଜିଳିକାଟୁ,୧ା୫(ଡି.ଏନ୍.ଏ.)- ହିଞ୍ଜିଳିକାଟୁ ଓ ଆଖପାଖରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଛି। ବିଭିନ୍ନ ସ୍ଥାନରେ ବହୁ ଛୋଟବଡ ଗଛ…
ଛତ୍ରପୁର,୧ା୫(ଡି.ଏନ୍.ଏ.)- କରୋନା ମୁକାବିଲା କ୍ଷେତ୍ରରେ ଯେଉଁ ବ୍ୟକ୍ତି ବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ଦେବାକୁ ଇଚ୍ଛୁକ ସେମାନେ ଗଞ୍ଜାମ ଜିଲା ପ୍ରଶାସନର କୋଭିଡ ସେଲ ସହିତ…