ଗଞ୍ଜାମ

ଚୌଧୁରୀଟିକରପଡାକୁ ଶଟ୍‌ଡାଉନ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨୮ା୫(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀଟିକରପଡ଼ା ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ ବିଭିନ୍ନ…

6 years ago

୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା ଓ…

6 years ago

ନିରାଡମ୍ବରରେ ହେଲା ଦେବଦମ୍ପତିଙ୍କ ବିବାହ

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- କରୋନା କଟକଣା ଯୋଗୁ ଧରାକୋଟଗଡ଼ର ପ୍ରମୁଖ ଯାତ୍ରା ଶୀତଳଷଷ୍ଠୀ ଚଳିତ ବର୍ଷ ନିରାଡମ୍ବରରେ ଶେଷ ହୋଇଛି। ଦୀର୍ଘବର୍ଷ ହେଲା ଏହିଦିନ ବାବା ଚନ୍ଦ୍ରଶେଖରଙ୍କ ସହ ମା’…

6 years ago

ଘରେ ପଶି ସୁନା,ଟଙ୍କା ଚୋରି

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- ଧରାକୋଟ ଥାନା ଢଉଗଁା କନ୍ଧସାହିର ଶତ୍ରୁଘ୍ନ ନାହାକଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ୮୦ ଗ୍ରାମ ସୁନା ଅଳଙ୍କାର ସହ ୪୨ ହଜାର…

6 years ago

ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ: ୮ ଟ୍ରକ୍‌ ଜବତ

ଚିକିଟି,୨୮ା୫(ଡି.ଏନ.ଏ.)-ଚିକିଟି ବ୍ଲକ୍‌ ଗିରିସୋଲା ଗ୍ରାମ ନିକଟରେ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ବେଆଇନ୍‌ ବାଲି ଚାଲାଣ ହେଉଥିବାବେଳେ ଗୁରୁବାର ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ ଚଢାଉ କରି ୮ଟି…

6 years ago

କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଲେ ବିଧାୟିକା

କବିସୂର୍ଯ୍ୟନଗର,୨୮ା୫-କବିସୂର୍ଯ୍ୟନଗରରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରକୁ ଗୁରୁବାର ବିଧାୟିକା ଲତିକା ପ୍ରଧାନ ବୁଲି ଦେଖିଛନ୍ତି। ଏଥିସହ କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସହରର…

6 years ago

ଅନୁମତି ପରେ ବି ସ୍ବାଭାବିକ ହୋଇପାରିଲାନି ଘରୋଇ ବସ୍‌ ଚଳାଚଳ: ୧୧ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ବସ୍‌

ବ୍ରହ୍ମପୁର ଅଫିସ, ୨୮ା୫: ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଗୁରୁବାର ବ୍ରହ୍ମପୁରରେ ସ୍ବାଭାବିକ ହୋଇପାରିଲା ନାହିଁ…

6 years ago

ଗଞ୍ଜାମରେ ସୁସ୍ଥ ହେଲେଣି ୩୦୨ ଆକ୍ରାନ୍ତ: ଆଉ ୮୯ କରୋନା ଆକ୍ଟିଭ

ଛତ୍ରପୁର, ୨୮।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ଏଥିରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି ୩…

6 years ago

ଲାଞ୍ଚ ନେବା ମାମଲା: ଜେଲ୍‌ଗଲେ ବନରକ୍ଷୀ, ରାତ୍ରି ଜଗୁଆଳ

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ସୋରଡ଼ା ବନାଞ୍ଚଳ ଅଧୀନ ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଏକ ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା…

6 years ago

୧୦ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ, ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ/ସୋରଡା(ଡି.ଏନ.ଏ.), ୨୮ା୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧୀନରେ ଥିବା ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ…

6 years ago