ଗଞ୍ଜାମ

ଲକ୍‌ଡାଉନ୍‌ ନିୟମ ନମାନି ତଣ୍ଡ ଗଣିଲେ ଦୋକାନୀ

ଗଞ୍ଜାମ,୫।୬(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି l ସକାଳ ୭ରୁ ସା ୭ଟା ପର୍ଯ୍ୟନ୍ତ ଦୋକାନବଜାର…

6 years ago

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ ହେବ…

6 years ago

ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା

ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର କରିବାକୁ…

6 years ago

ବିପିୟୁଟି ଛାତ୍ରସଂଘର ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୬ା୬- ବିପିୟୁଟି ଅଧୀନସ୍ଥ ଫାର୍ମାସୀ କଲେଜଗୁଡିକରେ ହେବାକୁ ଥିବା ଫାର୍ମାସୀ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷାକୁ ଅନଲାଇନ୍‌ରେ କରିବାକୁ ଦାବି ହୋଇଛି । ଅଲ ଓଡିଶା…

6 years ago

ଗରିବଙ୍କୁ ଅବହେଳା ପ୍ରତିବାଦରେ ପଦଯାତ୍ରା

ବ୍ରହ୍ମପୁର ଅଫିସ,୬ା୬- କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନରେ ଗରିବ ଓ ପ୍ରବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ପ୍ରତି ଉଭୟ ରାଜ୍ୟ ଓ…

6 years ago

୨ ଖଇନି କମ୍ପାନୀରେ ଚଢାଉ, ୩ ଗିରଫ: ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଖଇନି, ଯନ୍ତ୍ରପାତି ଜବତ

ଆସିକା,୫ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତା ନିକଟ ଗାଙ୍ଗପୁର ଠାରେ ବେଆଇନଭାବେ ଚାଲିଥିବା ଦୁଇଟି ଖଇନି କମ୍ପାନୀ ଉପରେ ଶୁକ୍ରବାର ଗାଙ୍ଗପୁର ପୋଲିସ ଚଢାଉ କରିଥିଲା। ସେଠାରୁ…

6 years ago

ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କ ବନାଞ୍ଚଳ ପରିଦର୍ଶନ

ବୁଗୁଡ଼ା,୫ା୬(ଡି.ଏନ.ଏ.)- ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର ଶୁକ୍ରବାର ବୁଗୁଡ଼ା ବନାଞ୍ଚଳ ପରିଦର୍ଶନ କରିଛନ୍ତି। ବାଲିପଦର ଏବଂ ଠଣାପଲ୍ଲୀ ବନରକ୍ଷୀଙ୍କ ସରକାରୀ…

6 years ago

ବନ୍ଦ ହେବ ଧରାକୋଟଗଡ ରଥଯାତ୍ରା

ଧରାକୋଟ,୫ା୬(ଡି.ଏନ.ଏ.)- ଧରାକୋଟଗଡ଼ର ରଥଯାତ୍ରା ଚଳିତ ବର୍ଷ ହେବନାହିଁ। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଗୁଣ୍ଡିଚା ଯାତ୍ରା କରୋନା ମହାମାରୀ ଯୋଗୁ ବନ୍ଦ କରାଯାଇଥିବା ଦେବୋତ୍ତର ଗୁମାସ୍ତା…

6 years ago

ଚାରା ରୋପଣ କରି ପାଳିଲେ ବିଶ୍ୱ ପରିବେଶ ଦିବସ

ଶେରଗଡ଼,୫ା୬(ଡି.ଏନ.ଏ.)- ଶେରଗଡ଼ ବ୍ଲକ ପିତ୍ତଳ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଆସିକା ବନଖଣ୍ଡ ପକ୍ଷରୁ ଲୋକମାନଙ୍କୁ ଚାରା ରୋପଣ ଓ…

6 years ago

ଗଞ୍ଜାମ ଜିଲାରେ ପୁଣି ୩୫ କରୋନା ଆକ୍ରାନ୍ତ ସୁସ୍ଥ

ଛତ୍ରପୁର,୫ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଶୁକ୍ରବାର ପୁଣି ୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

6 years ago