ଗଞ୍ଜାମ

ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି କରି…

4 years ago

ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ

ଛତ୍ରପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ଶୁକ୍ରବାର ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେ ହେଲେ ହଂସପୁର ଗ୍ରାମର ଯୁବ…

4 years ago

୨୨୦ ପେଟି ବିଦେଶୀ ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ରମ୍ଭା,୨୨।୪: ୧୬ ନମ୍ବର ଜାତୀୟ ରାଜପଥରେ ରମ୍ଭା ପୋଲିସ ଯାନବାହାନ ଯାଞ୍ଚ ସମୟରେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଟ୍ରକରୁ ବିଦେଶୀ ମଦ ଜବତ କରାଯାଇଛି।…

4 years ago

ସିପିଆଇ ପକ୍ଷରୁ ବିଦ୍ୟୁତ ଅଫିସ ଘେରାଉ

ରମ୍ଭା,୨୨।୪: ରାଜ୍ୟରେ ବିଦ୍ୟୁତ ଆବଣ୍ଟନ ଓ ଟାଟା ପାୱାରର ଲୁଚକାଳି ଖେଳକୁ ନେଇ ରାଜ୍ୟ ସିପିଆଇର ଡାକରା କ୍ରମେ ରମ୍ଭା ଶାଖା ସିପିଆଇ ପକ୍ଷରୁ ଶୁକ୍ରବାର ସ୍ଥାନୀୟ…

4 years ago

ସୁନାପୁର ବ୍ଲୁଫ୍ଲାଗ ବିଚ୍‌ ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୁନାପୁର ସମୁଦ୍ର ବେଳାଭୂମିକୁ ବ୍ଲୁଫ୍ଲାଗ ବିଚ୍‌ ଭାବେ ପରିଣତ କରାଯାଉଛି। ଏହି କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା…

4 years ago

ପୂଜାରୀଙ୍କ ଉନ୍ମତ କାଣ୍ଡ: ମନ୍ଦିର ଲଗାଇଦେଲେ ନିଆଁ

ବ୍ରହ୍ମପୁର ଅଫିସ,୨୨।୪: ପୂଜାରୀଙ୍କ ଉନ୍ମତ୍ତ କାଣ୍ଡ। ମନ୍ଦିରକୁ ପୂଜା କରିବାକୁ ଆସି କଲ୍ୟାଣ ମଣ୍ଡପରେ ପଡ଼ିଥିବା ଦୁଇଟି ସୋଫାରେ ନିଆଁ ଲଗାଇ ଦେଇ ପଳାଇଲେ। ଏଭଳି ଅଭାବନୀୟ…

4 years ago

ସବ୍‌ଜେଲ୍‌ ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲକୁ ଶୁକ୍ରବାର ଅଚାନକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରିଛନ୍ତି। ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ଅନୁଧ୍ୟାନ କରିଥିଲେ।

4 years ago

ଜେଲ ଗଲେ ବଳାତ୍କାରୀ

ବ୍ରହ୍ମପୁର ଅଫିସ,୨୧ା୪: ନାବାଳିକାଙ୍କୁ ଅପହରଣ ବଳାତ୍କାର ମାମଲାରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରିକି ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ…

4 years ago

ଏକା ସାଙ୍ଗରେ ୮୩ ପିଲାଙ୍କ ବ୍ରତୋପନୟନ

କବିସୂର୍ଯ୍ୟନଗର,୨୧ା୪(ଡି.ଏନ୍‌.ଏ.): ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ, ପୂର୍ବ ଖଣ୍ଡ ତାଲୁକା ପକ୍ଷରୁ କିଛି ବର୍ଷ ହେଲା ଗରିବ ବ୍ରାହ୍ମଣ ପିଲାଙ୍କ ସାମୁହିକ ବ୍ରତୋପନୟନ…

4 years ago

ମେ’ ୧୫ରୁ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଲାଗି ପ୍ରସ୍ତାବ

ଛତ୍ରପୁର,୨୧ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ମେ’ ୧୫ରୁ ଆରମ୍ଭ ହୋଇ ୨୦ ତାରିଖରେ ଅନୁଷ୍ଠିତ ହେବ।…

4 years ago