ଗଞ୍ଜାମ

ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୭।୬(ବ୍ୟୁରୋ): କରୋନାରେ ପ୍ରାଣ ହରାଇଥିବା ୯ମ ଆକ୍ରାନ୍ତ ଗଞ୍ଜାମ ଜିଲାର। ସେ ୫୫ବର୍ଷୀୟ ପୁରୁଷ। ସେ ଯକ୍ଷ୍ମା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। କରୋନା ସଂକ୍ରମିତ…

6 years ago

କୂଅ ସଫା କାଳ ହେଲା: ଶ୍ୱାସରୁଦ୍ଧ ହୋଇ ୨ଭାଇ ମୃତ

ଜଗନ୍ନାଥପ୍ରସାଦ,୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଜଗନ୍ନାଥପାଟଣା ଗ୍ରାମରେ ଶନିବାର କୂଅ ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୈଳାସ…

6 years ago

ବ୍ରହ୍ମପୁରରେ ଶଟ୍‌ଡାଉନ୍‌ର ପ୍ରଭାବ: ତେଜରାତି ଦୋକାନ ସହ ପନିପରିବା ଦୋକାନ ବି ବନ୍ଦ, ଶୂନ୍‌ଶାନ ସହର ରାସ୍ତା

ବ୍ରହ୍ମପୁର ଅଫିସ,୬ା୬: କରୋନା ମୁକାବିଲା ପାଇଁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ୧୧ଟି ଜିଲାରେ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।…

6 years ago

ପୋଲସରାର ୧୨ ପଞ୍ଚାୟତକୁ ଗଞ୍ଜାମ ଜିଲାପାଳଙ୍କ ମାରାଥନ ଗସ୍ତ, ପରଖିଲେ ସ୍ଥିତି

ପୋଲସରା,୬।୬(ଡି.ଏନ୍‌.ଏ.): କୋଭିଡ-୧୯କୁ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ପୋଲସରା ବ୍ଳକର ପ୍ରାୟ ୧୨ ପଞ୍ଚାୟତ ଗସ୍ତ କରିଛନ୍ତି। ମଥୁରା, କଳମ୍ବ, ହାତିଓଟ, ରୁମାଗଡ଼,…

6 years ago

ଗଞ୍ଜାମରେ ୬୦ ଘଣ୍ଟା ଶଟ୍‌ଡାଉନ୍‌: ଲାଠିଧରି ବୁଲୁଛନ୍ତି ପ୍ରଶାସନିକ ଅଧିକାରୀ

ଛତ୍ରପୁର,୬।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟା ଶଟ୍‌ଡାଉନ୍‌ ଜାରି ରହିଛି। ଜିଲାରେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌…

6 years ago

କୋଭିଡ ନିୟମ ଉଲ୍ଲଂଘନ ନେଇ ୩ ଗିରଫ: ମାସ୍କ ପାଇଁ ୬୦ ହଜାର ଜରିମାନା

ଛତ୍ରପୁର,୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ କୋଭିଡ୍‌ ଓ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାସହ ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା…

6 years ago

ଗଞ୍ଜାମରେ ପୁଣି ୬୪ ନୂଆ ସଂକ୍ରମିତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୯୭କୁ ବୃଦ୍ଧି, ସୁସ୍ଥ ହେଲେଣି ୩୮୯

ବ୍ରହ୍ମପୁର ଅଫିସ,୬।୬: ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଜିଲାରେ ୬୪ ନୂତନ ସଂକ୍ରମିତ ଚିହ୍ନଟ ହେବା…

6 years ago

ଲକ୍‌ଡାଉନ୍‌ ନିୟମ ନମାନି ତଣ୍ଡ ଗଣିଲେ ଦୋକାନୀ

ଗଞ୍ଜାମ,୫।୬(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି l ସକାଳ ୭ରୁ ସା ୭ଟା ପର୍ଯ୍ୟନ୍ତ ଦୋକାନବଜାର…

6 years ago

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ ହେବ…

6 years ago

ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା

ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର କରିବାକୁ…

6 years ago