ଗଜପତି

ବାପ ଘରେ ସ୍ତ୍ରୀ, ଏପଟେ ସ୍ବାମୀ ନେଲେ ଚରମ ନିଷ୍ପତ୍ତି

ମୋହନା,୨।୧୦( ମନ୍ମଥ ମିଶ୍ର ): ପାରିବାରିକ ଅଶାନ୍ତିରୁ ଯୁବକଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ନିକଟ ପଦାଗାଁରେ । ମୃତ ଯୁବକ ଜଣକ ହେଲେ ଜଗନ ରାଉତ। ସୂଚନା ପ୍ରକାରେ, ଗତ...

ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ନିୟମ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ ଦେବୀଦେବତାଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ ସବୁ ପାଇଁ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବଦେବୀଙ୍କର ଆଶିଷ ଲାଭ...

ହଠାତ୍‌ ହରଭଙ୍ଗୀ ଡ୍ୟାମ ଭିତରକୁ ପଶିଗଲା କଣ୍ଟେନର: ଆଉ ତା’ପରେ..

ମୋହନା,୨୫।୯୨୫(ମନ୍ମଥ ମିଶ୍ର): ରାୟଗଡାରୁ ବ୍ରହ୍ମପୁର ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ଗ୍ରାମ ନିକଟରେ l ଗତ ବିଳମ୍ବିତ ରାତିରେ...

ହେଉଥିଲା ଗଞ୍ଜେଇ ଚାଲାଣ: ମାଡିବସିଲା ପୋଲିସ, ଆଉ ତା’ପରେ…

ମୋହନା, ୧୫।୯( ମନ୍ମଥ ମିଶ୍ର ) : ଗଜପତି ଜିଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।...

ଠକି ନେଲେ ୨୩ ଲକ୍ଷ: ଟଙ୍କା ମାଗିବାରୁ ମହିଳାଙ୍କୁ ଆକ୍ରମଣ, ଆଉ ତା’ପରେ…

ଗଜପତି,୧୩।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡି ସହରରେ ଜଣେ ମହିଳାଙ୍କଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଟଙ୍କା ଫେରସ୍ତ ମାଗିବାରୁ ମହିଳାଙ୍କୁ ଧମକ ଦେବା ଏବଂ ମାରପିଟ କରିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ...

ଦୋକାନୀ କାଲି କିଣିଥିଲେ ନୂଆ ଫ୍ରିଜ୍‌, ଫାଟିଲା କମ୍ପ୍ରେସର, ଆଉ ତା’ ପରେ…

ଗଜପତି,୧୩ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଗାନ୍ଧି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସାହୁ କଫି ନାମକ ଏକ ପାନ ମସଲା ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ନରସିଂହ ସାହୁଙ୍କ କହିବା...

ସରକାର ବଦଳିବା ପରେ ଅଞ୍ଚଳରେ ଦେଖାଯାଉଛି ବିଭିନ୍ନ ସମସ୍ୟା: ଗର୍ଜିଲା ବିଜେଡି

ଗଜପତି,୧୧।୯ (ଗିରିଧାରୀ ପରିଛା)-ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ତିବତୀୟନ ବଙ୍ଗଳାଠାରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମୋହନା ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ବ୍ଲକର ବିଜେଡି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଲୋଚନା ହୋଇଯାଇଛି। ବିଶେଷ କରି...

ଜଙ୍ଗଲରୁ ମିଳିଲା ୫ କୁଇଣ୍ଟାଲ ଗଞ୍ଜେଇ

ମୋହନା,୯। ୯(ମନ୍ମଥ ମିଶ୍ର): ଅଡବା ଥାନା ଗୁଲୁବା ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ପୋଲିସ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଏହାର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ସୋମବାର ଭୋର ସମୟରେ ଏସ୍‌ଆଇ...

କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ, ଆଉ ତା’ପରେ…

ମୋହନା,୪।୯( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା କଲେଜ ଛକ – ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ପୋଲିସକୁ...

ଧସିଲା ପାହାଡ଼, ରାସ୍ତାରେ ଗଡ଼ିଲା ବଡ଼ବଡ଼ ପଥରଖଣ୍ଡ

ଗଜପତି,୪ା୯(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକଠାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଗୁମ୍ମା ବ୍ଲକର ନାମନଗଡ଼ଠାରୁ ଅଜୟଗଡ଼...

ମଦ୍ୟପାନ କରି ବଚସା ପରେ ପଥରରେ ଛେଚି କରିଥିଲେ ହତ୍ୟା

ଆର,ଉଦୟଗିରି,୨ା୯(ମନୋଜ କୁମାର ପାଢୀ): ଗଜପତି ଜିଲା ଆର୍‌.ଉଦୟଗିରି ଥାନା ପୁରୁଣାପାଣି ପଞ୍ଚାୟତର କାଦମୂଳି ଗାଁ ନିକଟସ୍ଥ ପାହଡରେ ଜଣେ ବୃଦ୍ଧଙ୍କୁ ଗତ ସପ୍ତାହରେ ହତ୍ୟା କରାଯାଇଥିଲା। ମୃତକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଢେପଶଙ୍କରଖାଳି ଗାଁର ଶିବ ନାୟକ।...

ବାଘ ଛାଲ ଜବତ ଘଟଣା: ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ୨ ବାଘ ଦାନ୍ତ ଜବତ

ମୋହନା,୨।୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri