ବାର୍ହା ଉପଦ୍ରବ: ଚିନ୍ତାରେ ଚାଷୀ
ପାରଳାଖେମୁଣ୍ଡି,୧୮ା୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବାର୍ହା ଉପଦ୍ରବ ବଢିବାରେ ଲାଗିଛି। ଫଳରେ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ହେକ୍ଟର ହେକ୍ଟର ଧାନ ଚାଷ ପ୍ରଭାବିତ ହେଉଛି । ବ୍ଲକର ଜଙ୍ଗଲପାଡୁ, ବଡନିଳାପୁର, ଉତ୍ତରସେଲି, ଗୋଷାଣି, ମହାଦେଈପୁର,...
ଇକୋ ଟୁରିଜମ୍ କଟେଜର ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ…
ପାରଳାଖେମୁଣ୍ଡି,୧୭ା୧୧(ଗିରିଧାରୀ ପରିଚ୍ଛା): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଗଜପତି ଜିଲା ରାୟଗଡ଼ ବ୍ଲକର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଦିନିକିଆ ଗସ୍ତରେ ଆସି ବନ ବିଭାଗ ଦ୍ୱାରା ନିର୍ମିିତ ଇକୋ ଟୁରିଜମ୍ କଟେଜର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ...
ଭଉଣୀଙ୍କ ସହ ଘରୁ ବାହାରିଥିଲେ, ଆଉ ଫେରିଲେନି; ଦୁର୍ଘଟଣାରେ ଚାଲିଗଲା…
ମୋହନା,୧୩।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ କଟାମା ପଞ୍ଚାୟତର ପୂର୍ବତନ ସରପଞ୍ଚ ହାଡ଼ିଆ କନ୍ଧଙ୍କ ପୁଅ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ପୃଥିବୀରାଜ କନ୍ଧ(୧୭)। ସୂଚନା ପ୍ରକାରେ, ଅଡବା ଥାନା ଅନ୍ତର୍ଗତ...
ଜଙ୍ଗଲରେ ଚଳାଇଥିଲେ ବେଆଇନ କାରବାର, ଅତର୍କିତ ଚଢ଼ାଉ କରି ଅବକାରୀ ବିଭାଗ…
ମୋହନା, ୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ଦେଶୀ ମହୁଲି ମଦ ଓ ପୋଚ଼ ଜବତ କରିଛି। ବୁଧବାର ଘଟଣାସ୍ଥଳରେ ପୋଚ଼ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ମୋହନା ଅବକାରୀ ବିଭାଗର ଭାରପ୍ରାପ୍ତ...
ମାର୍ଲବା ଘାଟିରେ ଦୁର୍ଘଟଣା: ପାହାଡ଼କୁ ଧକ୍କା ଦେଲା ମେଶିନ ବୋଝେଇ ଟ୍ରକ
ମୋହନା,୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ମଙ୍ଗଳବାର ରାତିରେ ଏକ ହିଟାଚି ମେଶିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ମୃତ ହୋଇଥିବା ସହ ଦୁଇ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ଟି...
ସାମାନ୍ୟ ବଚସା ହେଲା କାଳ: ସାନର ଛୁରାମାଡ଼ରେ ବଡ଼ ଭାଇର ଗଲା ଜୀବନ
ମୋହନା,୧୧।୧୧(ମନ୍ମଥ ମିଶ୍ର): ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ରେବିଡି ଗାଁରେ। ବଡ଼ ଭାଇ ଅଜ୍ୟମ ଦଳବେହେରା ଓ ସାନ ଭାଇ ସୁଦିପ...
ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ମୋହନା,୧୦ା୧୧(ମନ୍ମଥ ମିଶ୍ର): ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଛି। ମୃତ ଯୁବକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ଦଳାଇଙ୍କ ସାନ ପୁଅ କୁମୁଦ(୨୫)। ଚନ୍ଦ୍ରଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ...
୩ ସନ୍ତାନ ପ୍ରସବ କଲେ ମହିଳା
ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି l ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ...
ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା
ମୋହନା,୮।୧୦(ମନ୍ମଥ ମିଶ୍ର): ପାରଳାଖେମୁଣ୍ଡି ରେ ଆୟୋଜିତ ଗଜପତି ଜିଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ମୋହନା ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହିଲଟପ୍ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି l ବକୃତା ପ୍ରତିଯୋଗିତାରେ ଯୁକ୍ତ ଦୁଇ...
ଚୋରି କରୁଥିଲେ ବାଇକ୍: ମାଡ଼ିବସିଲେ ଗାଁ ଲୋକେ
ମୋହନା,୫।୧୧(ମନ୍ମଥ ମିଶ୍ର): ଗାଁରେ ପଶି ଚୋରି କରୁଥିଲେ ବାଇକ। ଉଠିପଡିଲେ ଗାଁ ଲୋକେ ଆଉ ଡକାଡକି ହୋଇ ମାଡି ବସିଧରିଲେ ତିନି ଜଣ ଲୁଟେରାଙ୍କୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ...
ଚାଲିଥିଲା ସେକ୍ସ ରାକେଟ୍: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…
କାଶୀନଗର, ୨ା୧୧(ପି.ମୁରଲୀ): ଗଜପତି ଜିଲା କାଶୀନଗର ଥାନା ଅନ୍ତର୍ଗତ ଏକ କଲୋନୀ ନିକଟରେ ଥିବା ଏକ ଘରେ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇ କାଶୀନଗର ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଧରି ପଚରାଉଚରା...
ଏକମାତ୍ର ପୁଅ ଚାଲିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ, ଆବେଦନ କରି ବି ମିଳୁନି ଆବାସ…
ମୋହନା,୧ା୧୧(ମନ୍ମଥ ମିଶ୍ର)- ପରିଣତ ବୟସରେ ସାହା ହେବାକୁ କେହି ନାହିଁ। ଘରଟିଏ ନ ଥିବାରୁ ଆଶ୍ରୟ ନେଇଛନ୍ତି ଗାଁ କୋଠଘରେ। ଆବେଦନ କରି ମଧ୍ୟ ଏଯାଏ ମିଳିନି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ। ଏପରି ଅବହେଳାର ଶିକାର ହୋଇଥିବା...
Archives


