ଜି.ଉଦୟଗିରି ବନାଞ୍ଚଳରେ ହାତୀ ଉପଦ୍ରବ
ଜି.ଉଦୟଗିରି,୨୬ା୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୧୭ ଟିକିଆ ହାତୀ ପଲ ବନବିଭାଗ ଓ କେତେକ ଗ୍ରାମବାସୀଙ୍କ ନିଦ ହଜାଇ ଦେଲେଣି। ଏଇ ହାତୀପଲ ଜି.ଉଦୟଗିରି କଳିଙ୍ଗା ମଝିରେ ଥିବା…
ଚିନ୍ତାରେ ଓଟିଇଟି ପରୀକ୍ଷାର୍ଥୀ
ପାରଳାଖେମୁଣ୍ଡି,୨୬ା୬ (ଗିରିଧାରୀ ପରିଛା): ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆୟୋଜିତ ଓଟିଇଟି ପରୀକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ବହୁ ପରୀକ୍ଷାର୍ଥୀ। ଗୋଟିଏ ଦିନରେ ୨ଟି ପେପର ପାଇଁ ପରୀକ୍ଷା ହେବାକୁ ଯାଉଥିବା ବେଳେ ପରୀକ୍ଷା କେନ୍ଦ୍ର ଭିନ୍ନ ଭିନ୍ନ ସହରରେ…
ଅର୍ଥ ଉପାର୍ଜନ ଲାଗି ବିପଦରେ ଶିଶୁ
ପାରଳାଖେମୁଣ୍ଡି,୨୫।୬(ପାରଳାଖେମୁଣ୍ଡି):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ବିଭିନ୍ନ ଜାକଜକମ ସାମଗ୍ରୀ ଠାରୁ ଆରମ୍ଭ କରି ମୀନାବଜାର, ବିଭିନ୍ନ ଦୋକାନମାନ ଖୋଲାଯାଇଛି। ସେହିପରି ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକେ ନାନା ଉପାୟରେ ଅର୍ଥ ଉପାର୍ଜନ…
କୃଷିବିଜ୍ଞାନ କେନ୍ଦ୍ର ପରିସରରେ ୭ ମଇଁଷି ମୃତ
ଆର.ଉଦୟଗିରି,୨୩ା୬(ମନୋଜ କୁମାର ପାଢୀ)-ଆର.ଉଦୟଗିରିରେ ଥିବା ଜିଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୭ଟି ମଇଁଷିଙ୍କ ମୃତ୍ୟୁ ହୋଇଛି। ମୋହନ ପଲେଇ ଓ ତିଲ ପଲେଇଙ୍କ ଏହି ମଇଁଷିଗୁଡିକ କୌଣସି କୀଟନାଶକ ଖାଇ ଦେଇଥିବା ସନ୍ଦେହ କରାଯାଇଛି। କୃଷୀ ବିଜ୍ଞାନ କେନ୍ଦ୍ର ପରିସରରେ…
ପାଣି ପାଇଁ ଡହଳବିକଳ ଆତରସିଂବାସୀ
ଆର.ଉଦୟଗିରି,୨୩ା୬(ମନୋଜ କୁମାର ପାଢ଼ୀ): ଗଜପତି ଜିଲାର ଅନେକ ଅଞ୍ଚଳରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି। ଆର.ଉଦୟଗିରି ଥାନା ଆତରସିଂ ଗ୍ରାମରେ ଉତ୍କଟ ଜଳାଭାବ ଦେଖାଦେଇଛି। ମହିଳାମାନେ ଗ୍ରାମଠାରୁ କିଛି ଦୂରରେ ଥିବା ଝରଣା ଓ ସନ୍ତସନ୍ତିଆ ଜାଗାରୁ ପିଇବା…
ପଥରକ୍ୱାରି ଯୋଗୁ ଅଣନିଃଶ୍ୱାସୀ ଅଞ୍ଚଳବାସୀ
ପାରଳାଖେମୁଣ୍ଡି,୨୨ା୬ (ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ରାଜ୍ୟ ରାଜପଥ ଉପରେ ପୋଖରୀ ମାଟି ଓ ପଥର କ୍ୱାରିର ଧୂଳି ଯୋଗୁଁ ନାନାଦି ସମସ୍ୟା ଉପୁଜୁଛି। ବିଶେଷ କରି ଦେବିତୀ ଗ୍ରାମ ଆନ୍ଧ୍ର ଦେଇ ଗୋଷାଣି, ଗାରବନ୍ଧ ଏବଂ ଲାବାଣ୍ୟଗଡ…
ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଉତ୍ତେଜନା
ପାରଳାଖେମୁଣ୍ଡି/ରାୟଗଡ଼, ୨୧।୬ (ଗିରିଧାରୀ ପରିଚ୍ଛା / ଜ୍ୟୋତି ପ୍ରକାଶ ପାଣି): ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ନେଇ ପୁଣି ଥରେ ମଙ୍ଗଳବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ଜମିକୁ ଆନ୍ଧ୍ର ସରକାର ନଜର ପକାଇଥିବା କଥାକୁ ନେଇ ସ୍ଥାନୀୟ ସମିତିସଭ୍ୟା ସୁମିତ୍ରା…
ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ
ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା), ୧୮ା୬: ଗଜପତି ଜିଲାର ଅଧାରୁ ଅଧିକ ଚାଷୀ ଆନ୍ଧ୍ରପ୍ରଦେଶର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପକ୍ଷରୁ ଯେତିକି ବିହନ ଯୋଗାଯାଉଛି ତାହା ଆବଶ୍ୟକତାର ଅଧା ହୋଇଥିବା ବେଳେ ଓଡ଼ିଶାର ଧାନ ବିହନରେ…
ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହନ୍ତସନ୍ତ
କାଶୀନଗର,୧୭।୬(ଟି କ୍ରିଷ୍ଣା ରାଓ): ଗଜପତି ଜିଲାରେ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ହୋଇଥିବା ବେଳେ ଏଥିରେ ୧୩ଟି ୱାର୍ଡ ରହିଛି। ୧୩ଟି ୱାର୍ଡରେ ବସବାସ କରୁଥିବା ପେନଶନ ହିତାଧିକାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହେଇଛି। ଶନିବାର…
ବୃନ୍ଦାବନ ପ୍ୟାଲେସ ରାସ୍ତା ଦୁରବସ୍ଥା
ପାରଳାଖେମୁଣ୍ଡି,୧୬।୬ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସକୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ପୋଲ ପଟେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୂରାବସ୍ଥା ଥିବା ଦେଖିବାକୁ ମିଳିଛି। ଏହା କେବେ ସୁଧୁରିବ…
କଳିଙ୍ଗାରେ ଉତ୍କଟ ପାନୀୟ ଜଳ ସମସ୍ୟା
ଜି.ଉଦୟଗିରି,୧୬।୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକର କଳିଙ୍ଗାଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୪ଟି ମୋଟର ପମ୍ପ୍ ମଧ୍ୟରୁ ୩ଟି ଖରାପ ଅଛି। ତେଣୁ ପାନୀୟ ଜଳଯୋଗାଣ ଏକ ସପ୍ତାହ ହେବ ପ୍ରଭାବିତ ହୋଇଛି। ଜଳସ୍ତର କମିଯିବା ଯୋଗୁ ନଳକୂଅଗୁଡିକରୁ ପାଣି…
ଟନେଲ୍ କାମ ବନ୍ଦ କଲେ ବିସ୍ଥାପିତ ପରିବାର
ଆର.ଉଦୟଗିରି,୧୪ା୬(ମନୋଜ ପାଢ଼ୀ): ଆର୍.ଉଦୟଗିରି ବ୍ଲକ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ପରିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ୨୦ଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଇତିମଧ୍ୟରେ ୨୪ଘଣ୍ଟା ନବିତିଣୁ ମଙ୍ଗଳବାର ବିସ୍ଥାପିତ ପରିବାର ଟନେଲ କାମ ବନ୍ଦ କରିଥିଲେ।…
Archives


