କମୁନି ହାତୀପଲ ଉତ୍ପାତ
ପରଜଙ୍ଗ, ୨୬।୮(ଡି.ଏନ.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ କମୁନାହିଁ। ନରହନ୍ତା ଦନ୍ତା ଆତଙ୍କରେ ଅଞ୍ଚଳବାସୀ ତ୍ରାହି ତ୍ରାହି ଡାକିଲେଣି। ଶନିବାର ରାତିରେ ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳମୁଣ୍ଡା ଗ୍ରାମରେ ପଶି ହିଂସ୍ର ଦନ୍ତା ଦୌରାତ୍ମ୍ୟ କରିଥିଲା। ହାତୀ…
ଦକ୍ଷତା ଦେଖାଇଲେ କୁନି ବୈଜ୍ଞାନିକ
କାମାକ୍ଷାନଗର, ୨୫।୮(ଡି.ଏନ.ଏ.) – କାମାକ୍ଷାନଗର ସରସ୍ବତୀ ଶିଶୁମନ୍ଦିରରେ ଶନିବାର ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯ ଶିକ୍ଷାନୁଷ୍ଠାନର ୧୩୯ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ମୋଟ ୨୫ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶକ୍ତି ସଂରକ୍ଷଣ, ବାୟୁ ପ୍ରଦୂଷଣ, ନୂତନ…
ପୁଣି ଜନବସତିରେ ପଶିଲା ନରହନ୍ତା ହାତୀ
ପରଜଙ୍ଗ, ୨୫।୮(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ ତାଣ୍ଡବ ସୃଷ୍ଟି କରିଥିବା ନରହନ୍ତା ଦନ୍ତାର ହିଂସ୍ର ଆଚରଣ ବଢ଼ିବାରେ ଲାଗିଛି। ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଦଳିତ ସାହିରେ ଶୁକ୍ରବାର ରାତିରେ ହାତୀ ପଶି ଆତଙ୍କ…
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ
ଭୁବନ,୨୪।୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ନୂଆ ଜିରାଳ ଗ୍ରାମର ସନାତନ ସେଠୀ( ୬୫) ଶନିବାର ଡମଶାଳ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସନାତନ ସବୁଦିନ ପରି ଡମଶାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର…
ଲୁଟିନେଲେ ୨୯ ଟନ୍ ଲୁହାଛଡ଼
ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍ ହୋଇଛି। ବୋଲେରୋରେ ଆସିଥିବା ୪ଜଣ ଦୁର୍ବୃତ୍ତ ଏକ ଟ୍ରେଲର (ଜେଏସ୍ ୦୯ ଡି ୨୭୨୧)କୁ କୌଶଳକ୍ରମେ ଅପହରଣ କରି…
ଉଛୁଳିଲା ଗମ୍ଭାରିଆ ଯୋର
ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମ ନିକଟରେ ଥିବା ଗମ୍ଭାରିଆ ଯୋର ଲଘୁଚାପଜନିତ ଲଗାଣ ବର୍ଷାରେ ଉଛୁଳିଛି। ଶୁକ୍ରବାର ଯୋର ନିକଟ ରାସ୍ତାରେ ୫ ଫୁଟର ପାଣି ପ୍ରବାହିତ ହୋଇଥିଲା। ଏହାକୁ ନେଇ…
ବଜ୍ରପାତରେ ୨ ମୃତ, ୨ ଗୁରୁତର
କାମାକ୍ଷାନଗର,୨୩।୮(ଡି.ଏନ୍.ଏ.)-ଢେଙ୍କାନାଳ କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଶୁକ୍ରବାର ପୃଥକ୍ ସ୍ଥାନରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାଲିପଡ଼ା ଗ୍ରାମର ବାବାଜୀ ମଲ୍ଲିକ (୬୨) ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ସେ ଘଟଣାସ୍ଥଳରେ…
ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ
ବଇଣ୍ଡା,୨୩।୮(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଅକୁର ମାଝିଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶିଲା ମାଝିଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି, ଶିଲା ତାଙ୍କ ଘର ବାରଣ୍ଡାରେ ଖେଳୁଥିବାବେଳେ ଘର ସାମ୍ନାରେ ଥିବା ପୋଖରୀକୁ ଭୁଲ…
ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ
ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ ହେଲେ ୫୫ ବର୍ଷୀୟ ମଙ୍ଗରାଜ ସାହୁ। ସୂଚନାଯୋଗ୍ୟ, ମଙ୍ଗରାଜଙ୍କ ୨ଜଣ ସ୍ତ୍ରୀ ରହିଥିବା ବେଳେ…
ଜିଲା ଚିକିତ୍ସାଳୟରେ ଆରମ୍ଭ ହେଲା ‘ସଖୀ’: ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ସହାୟତା
ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଷଷ୍ଠ ମହଲାରେ ୱାନ୍ ଷ୍ଟପ୍ ସେଣ୍ଟର ‘ସଖୀ’ ସହାୟତା କେନ୍ଦ୍ର ଗୁରୁବାର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ,…
ସମସ୍ୟା ବୁଝିଲେ ଜେଏମ୍ଏଫ୍ସି: ଦଳିତ ସାହିରେ ଜଳିବ ବିଜୁଳି
ଭୁବନ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ଗ୍ରାମର ଦଳିତ ସାହିରେ ଖୁବ୍ଶୀଘ୍ର ଜଳିବ ବିଜୁଳି। ବିଦ୍ୟୁତ୍ ସଂଯୋଗରୁ ବଞ୍ଚତ୍ତ ୩୫ ଦଳିତ ପରିବାରର ଭାଗ୍ୟ ବଦଳିବ। ଭୁବନ କୋର୍ଟ ଜେଏମ୍ଏଫ୍ସି ଶ୍ରୀଚନ୍ଦନ ଦାସ ଗୁରୁବାର ଗ୍ରାମବାସୀ ଏବଂ ବିଦ୍ୟୁତ୍ ବିଭାଗ…
ବାରଦୁଆର ହେଉଛନ୍ତି ବାବୁଲା
ପରଜଙ୍ଗ, ୨୩।୮(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅନେକ ଯୋଜନା। ଏଥିପାଇଁ ସରକାରୀସ୍ତରରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସ୍ବତନ୍ତ୍ର ଶିବିର, ସାମାଜିକ ସଶକ୍ତୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସମସ୍ୟା ମୁକ୍ତ କରିବାକୁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା ଡିଣ୍ଡିମ ପିଟୁଛନ୍ତି ସରକାର।…
Archives


