ଢେଙ୍କାନାଳ

କଳାକୃତି ଗ୍ରାମ ହେବ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ,୧ା୧୦: ଢେଙ୍କାନାଳ ଜିଲା ସଦର ବ୍ଲକରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ ନବଜୀବନପୁରଠାରେ ନିର୍ମାଣ ହୋଇଥିବା କଳାକୃତି ଗ୍ରାମକୁ…

4 years ago

ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା, ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୩୦ା୯: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘରେ ବ୍ରାଉନସୁଗାର ବିକ୍ରି…

4 years ago

ଉନ୍ନତି କରିବ ଉପାନ୍ତ ଗାଁ

ଢେଙ୍କାନାଳ ଅଫିସ, ୩୦।୯: ଦୁର୍ଗମ ଗାଁକୁ ଫିଟିବ ରାସ୍ତା। ଅପହଞ୍ଚ ଅଞ୍ଚଳରେ ପହଞ୍ଚତ୍ବ ବିକାଶ। ଗୁରୁବାର ଢେଙ୍କାନାଳ ଗସ୍ତରେ ଆସିଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଡ.…

4 years ago

୪ବର୍ଷ ହେଲା ଖୋଲିନାହିଁ ଚାବି

ରାସୋଳ, ୩୦।୯(ଡି.ଏନ୍‌.ଏ.): ଚାଷୀଙ୍କୁ ଦିଆଯିବ କୃଷି ସମ୍ପର୍କିତ ପରାମର୍ଶ। ଫସଲରେ ରୋଗପୋକ ବ୍ୟାପିଲେ ଏଥିରୁ ମୁକୁଳିବାର ବାଟ ବତାଇବେ ଅଧିକାରୀ। ସରକାରଙ୍କ ଚାଷଭିତ୍ତିକ ଯୋଜନାର ପ୍ରଚାର ପ୍ରସାର…

4 years ago

ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଢେଙ୍କାନାଳ ଅଫିସ,୨୯ା୯: ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳେଇ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।…

4 years ago

ଜଗତପୁରରେ ଆତଙ୍କ ଖେଳାଉଥିବା ହାତୀ ଢେଙ୍କାନାଳରେ

ଢେଙ୍କାନାଳ ଅଫିସ, ୨୯।୯: କଟକ ଜିଲା ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ମାଈ ହାତୀକୁ ଢେଙ୍କାନାଳ ଜିଲା କପିଳାସ ପ୍ରାଣି ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର…

4 years ago

ଘରୋଇ ଜମିରେ ଆଶ୍ରମ ବିଦ୍ୟାଳୟ: ଅଡୁଆରେ ଢେଙ୍କାନାଳ ଜିଲା ଏସ୍‌ସି/ଏସ୍‌ଟି ବିଭାଗ

ଢେଙ୍କାନାଳ ଅଫିସ, ୨୯।୯: ଏକ ଘରୋଇ ଜମିରେ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସ ନିର୍ମାଣ କରିବା ଢେଙ୍କାନାଳ ଜିଲା ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ବିଭାଗର ଅଡୁଆ…

4 years ago

୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା…

4 years ago

ଯାତ୍ରା ପାଇଁ ଭଡ଼ାରେ ବଳଦ

ଭୁବନ, ୨୯।୯(ଡି.ଏନ୍‌.ଏ.): ଜମି ଥିଲା। ବର୍ଷତମାମ ହେଉଥିଲା ଚାଷବାସ। ଲୋଡ଼ା ହେଉଥିଲେ ବଳଦ, ପୋଢ଼ ଭଳି ଭାରବାହୀ ପ୍ରାଣୀ। ଏବେ କିନ୍ତୁ ଯାନ୍ତ୍ରିକ ଯୁଗ। କଳଲଙ୍ଗଳରେ କମ୍‌…

4 years ago

ତପୋବନ ରାସ୍ତା ଶୋଚନୀୟ

ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା ଶୋଚନୀୟ…

4 years ago