ହିନ୍ଦୋଳ,୩୧।୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତା ହରିହରପୁର ଗ୍ରାମ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…
ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ ଅଭ୍ୟାସ…
ଢେଙ୍କାନାଳ ଅଫିସ, ୨୯।୮: ଏକଦା ହକିର ଗଡ଼ ଥିଲା ଢେଙ୍କାନାଳ। ଜିଲାର ବହୁ ପ୍ରତିଭାଦୀପ୍ତ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଜାତୀୟସ୍ତରରେ ଅର୍ଜନ କରିଥିଲେ ସୁନାମ। ସମୟକ୍ରମେ ହତାଦର ହୋଇଯାଇଛି…
ହିନ୍ଦୋଳ,୨୮ା୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁ ଶନିବାର ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ…
ଢେଙ୍କାନାଳ ଅଫିସ, ୨୮।୮ କିସମ ବଦଳାଇ ଦେଲେ ଅନେକ ଗୁଣ ବଢ଼ିଯାଉଛି ଜମି ମୂଲ୍ୟ। ଥରେ କାଗଜପତ୍ରରେ ମୋହର ବାଜିଗଲେ କୋଟି କୋଟି ଟଙ୍କାର ବେଆଇନ କାରବାର…
ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ ଶାରଦ…
ଢେଙ୍କାନାଳ ଅଫିସ, ୨୫।୮ - ଢେଙ୍କାନାଳ ଜିଲାରେ କଲରାପତିରିଆ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି। ୧୦ ବର୍ଷ ତଳେ କାଁ ଭାଁ ଠାବ କରାଯାଉଥିବା ଏହି ବାଘ…
ଢେଙ୍କାନାଳ ଅଫିସ, ୨୫।୮ - ପ୍ରଶିକ୍ଷଣ ଦେବାକୁ ଯାଇ ଦକ୍ଷିଣ ଆଫ୍ରିକାରେ ଫସିଥିବା ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମର ରଞ୍ଜନ ନନ୍ଦଙ୍କ ଏକମାତ୍ର ପୁଅ ସବ୍ୟସାଚୀ…
କାମାକ୍ଷାନଗର, ୨୩।୮: ଘୁମୁରା ବାଜିଲେ ଉଠୁଥିଲା, ପଡୁଥିଲା ଆଦିବାସୀ ଗାଁ। ବେଶଧାରୀଙ୍କ ନୃତ୍ୟଗୀତରେ ମସ୍ଗୁଲ ହୋଇଯାଉଥିଲେ ଶବର ସମ୍ପ୍ରଦାୟର ଆବାଳବୃଦ୍ଧବନିତା। କେବେ ରଣବାଦ୍ୟ ତ କେବେ ଗଣବାଦ୍ୟ,…
ହିନ୍ଦୋଳ,୨୧ା୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ୧୩ନଂ. ୱାର୍ଡ ତଣ୍ଟିଚିରା ଗ୍ରାମରେ ଶନିବାର ଭୋର ସମୟରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…