ଢେଙ୍କାନାଳ

ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼

ଢେଙ୍କାନାଳ ଅଫିସ,୧୦ା୪: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼ ହୋଇଛି। ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆସ୍ଥିତ ବାସଭବନ ଉପରେ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ବୋମାମାଡ଼…

4 years ago

ଢେଙ୍କାନାଳ ବିଜେଡି କନ୍ଦଳ ଜଳଜଳ

ଢେଙ୍କାନାଳ ଅଫିସ, ୧୦।୪: ଢେଙ୍କାନାଳ ବିଜେଡିରେ ଅନ୍ତଃକନ୍ଦଳ ଭୟଙ୍କର ରୂପ ନେଲାଣି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଭୋଟ ପ୍ରଭାବିତ ହେବା ଆଶଙ୍କାରେ ଏହାକୁ କୌଣସି…

4 years ago

ଟାଟାଷ୍ଟିଲ୍‌ ପକ୍ଷରୁ ଓ୍ବାକାଥନ୍‌

ଢେଙ୍କାନାଳ ଅଫିସ, ୯।୪ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ପକ୍ଷରୁ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଓ୍ବାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନତା…

4 years ago

ଆରମ୍ଭ ହେଲା ‘ନିକ୍ରା’

ଢେଙ୍କାନାଳ ଅଫିସ, ୯।୪ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା, ଚାଷରେ ସମୟାନୁକୂଳ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମନ୍ବିତ କୃଷି ଭଳି ବହୁମୁଖୀ ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲା…

4 years ago

ପର ହେଲେ ପୋଲିଓ ଆକ୍ରାନ୍ତ ଶିଶୁ

ଢେଙ୍କାନାଳ ଅଫିସ୍‌, ୯ା୪: ସନ୍ତାନ ଉପରକୁ ସାମାନ୍ୟ ବିପଦ ଆସିଲେ ଛାତି ଦେଖାଇ ଛିଡ଼ା ହୁଅନ୍ତି ମା’ବାପା। ମା’ର ପଣତକାନି ତଳେ ନିଜକୁ ବେଶ୍‌ ସୁରକ୍ଷିତ ମଣେ…

4 years ago

ଶାଖା କେନାଲ ରାସ୍ତା ଶୋଚନୀୟ

ପରଜଙ୍ଗ, ୮।୪(ଡି.ଏନ୍‌.ଏ.) ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶୋଚନୀୟ ହୋଇପଡ଼ିଛି ରେଙ୍ଗାଳି ବାମପାର୍ଶ୍ୱ ମୁଖ୍ୟ କେନାଲରୁ ବାହାରିଥିବା ଶାଖା କେନାଲ ରାସ୍ତା। ଶତାଧିକ ଚାଷୀ ଏବଂ ଗ୍ରାମବାସୀଙ୍କ ଜୀବନରେଖା…

4 years ago

ହଟୁନି ବିପଦସଙ୍କୁଳ ଖୁଣ୍ଟ

ଢେଙ୍କାନାଳ ଅଫିସ, ୭ା୪: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ୱାର୍ଡ ଜଲାରାମ ହୋଟେଲ ପାର୍ଶ୍ୱ ଗଳିରେ ଏକ ଟେଲିଫୋନ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢଳିରହିଛି। କୌଣସି…

4 years ago

ଜଳସଙ୍କଟରେ ୩୫ ପରିବାର

ପରଜଙ୍ଗ, ୭ା୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରଙ୍ଗଥଳି ଛକ ନିକଟ ୧୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୫ନଂ.ବସ୍ତିରେ ଜଳସଙ୍କଟ ଉତ୍କଟରୂପ ଧାରଣ କରିଛି।…

4 years ago

କାର୍ଯ୍ୟକ୍ଷମ ହେବ କଳାକୃତି ଗ୍ରାମ

ଢେଙ୍କାନାଳ ଅଫିସ୍‌, ୬।୪ - ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇଥିବା ଢେଙ୍କାନାଳର କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁର ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡୋକ୍ରା ହସ୍ତଶିଳ୍ପକୁ ନେଇ ସମୃଦ୍ଧ…

4 years ago

୨୨ରୁ ମହିମା ଜ୍ୟୋତିଯାତ୍ରା

ଢେଙ୍କାନାଳ ଅଫିସ, ୬।୪ - ମହିମା ଧର୍ମର ପ୍ରଚାର ପ୍ରସାର ଲାଗି ନବମ ବ୍ରହ୍ମଜ୍ୟୋତି ଯାତ୍ରା ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ।…

4 years ago