ପ୍ରସିଦ୍ଧ ଦେବଗଡ ଗଣେଶ ମେଳା: ଏତିକି ଟଙ୍କାରେ ନିଲାମ ହେଲା ଶ୍ରୀଗଣେଶଙ୍କ ଆଶୀର୍ବାଦ ଲଡୁ
ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର):ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳାର ନବମ ଦିନରେ ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁ ନିଲାମ ହୋଇଛି। ଏହି ନିଲାମରେ ଭାଗ୍ୟଶାଳୀ ବିଜେତା ଭାବେ ଦୁବାଇରେ ରହୁଥିବା ‘ପାୱାର ଅଫ ଷ୍ଟକ୍ସ’ର ସିଇଓ କଲା ଗ୍ରାମର ଶୁଭାଶିଷ ପାଣିଙ୍କ…
ଗୋମାଂସ ବିକ୍ରି ପାଇଁ ପ୍ରସ୍ତୁତିବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୬ ଅଟକ
ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ଉକ୍ତ ଗ୍ରାମର ୬ ଜଣ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ସାଇଣ୍ଟିଫିକ୍ ଟିମ…
ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା : ପ୍ରତାରକ କୋର୍ଟ ଚାଲାଣ
ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି । ପୀଡିିତାଙ୍କ ଅଭିଯୋଗ ଆଧାରରେ ଦେବଗଡ ଥାନା ନୀଳବର୍ଣ୍ଣୀ ସାହିର ମାନସ…
ଗୋମାଂସ ବିକ୍ରି ନେଇ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ଯୁବକଙ୍କ ଜୀବନ
ଦେବଗଡ଼,୩।୯(ଶଶାଙ୍କ ଶେଖର ଝାଙ୍କର): ସଙ୍ଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ତେରେଣ୍ଡାକଟା ଗ୍ରାମର କିଶୋର ମେହେର। ଗୋମାଂସ ବିକ୍ରି ଅଭିଯୋଗରେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା।…
୪ ଦିନ ହେଲା ମିଳୁ ନ ଥିଲା ବୃଦ୍ଧାଙ୍କ ଖୋଜଖବର, ଆଜି ମୃତଦେହ ଦେଖି…
ଦେବଗଡ଼,୨୯ା୮(ଶଶାଙ୍କ ଶେଖର ଝାଙ୍କର): ୪ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଶୁକ୍ରବାର ଟିକିରା ନଦୀରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବୃଦ୍ଧା କୁଣ୍ଢେଇଗୋଳା ଥାନା କୁରଡ଼ପୋଶି ଗ୍ରାମର ସ୍ବର୍ଗତଃ କୁଞ୍ଜ ବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗବତୀ(୭୦)…
ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): ହଠାତ୍ ଦେବଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ସକାଳୁ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖଳିନାଳି ଛକରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ…
ଦେବଗଡରେ ଅଗ୍ରପୂଜ୍ୟଙ୍କ ଦର୍ଶନ ଓ ଆଳତି କଲେ ଧର୍ମେନ୍ଦ୍ର ପ୍ରଧାନ
ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ ଗସ୍ତରେ ଆସି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ପରିଦର୍ଶନ କରିବାସହ ଅଗ୍ରପୂଜ୍ୟ ମହାପ୍ରଭୂ ଶ୍ରୀ ଗଣେଶଙ୍କ ଅଶିଷ କାମନା କରିଛନ୍ତି…
ସ୍ତ୍ରୀକୁ ପିଟିପିଟି ହତ୍ୟା : ଜେଲ ହାଜତକୁ ଗଲେ ଅଭିଯୁକ୍ତ ସୱାମୀ
ଦେବଗଡ,୨୪।୮(ଶଶାଙ୍କ ଶେଖର ଝାଙ୍କର): ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗରେ ଜେଲ ଗଲେ ସ୍ବାମୀ । ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ପରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ପରା ଗ୍ରାମର ଦୀପକ ମାହାର ତାଙ୍କ ସ୍ତ୍ରୀ ଭାରତୀ…
ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାତରେ ଫିଙ୍ଗିଦେଲେ ପୁଅ, ଦୁଇଦିନ ପରେ…
ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସଇତାନ ପୁଅ। ଘର ପଛ ପଟେ ଥିବା ଏକ ଗାତରୁ ଗୁରୁବାର ମୃତଦେହ…
ଦେବଗଡରେ ୧୨ ଘଣ୍ଟିଆ ବନ୍ଦ: ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବି
ଦେବଗଡ,୨୧।୮: (ଶଶାଙ୍କ ଶେଖର ଝାଙ୍କର): ଜିଲା ଯୁବ ଏକତା ମଞ୍ଚର ଡାକରାରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ଅନୁଷ୍ଠାନ…
ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିଲେ ସବଇନ୍ସପେକ୍ଟର: କାର୍ଯ୍ୟରୁ ହେଲେ ନିଲମ୍ବିତ
ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର):ପୋଲିସ ହେପାଜତରେ ଥିବା ଦୁର୍ଘଟଣାଗ୍ରସ୍ତ ହାଇୱାରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ସାମଗ୍ରୀ (ଯନ୍ତ୍ରାଂଶ ଓ ଟାୟାର ଆଦି) ଚୋରି ହେବା ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସନାତନ ମହାରଣା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱହୀନତା ଏବଂ ଅଭିଯୁକ୍ତମାନଙ୍କ…
ଜିଲା ପାଇଁ ଗୌରବ ଆଣିଲେ ସନମସ୍ମିତା: ଓଆଇଏସ୍ରେ ପ୍ରଥମ ସ୍ଥାନ ହାସଲ କରି…
ଦେବଗଡ଼,୧୭।୮(ଶେଖର ଝାଙ୍କର): ଓଡ଼ିଶା ସୂଚନା ସେବାରେ ଦେଗଡ଼ ଜିଲାର ଝିଅ ସନମସ୍ମିତା ରାଜ୍ୟରେ ପ୍ରଥମସ୍ଥାନ ହାସଲ କରି ଜିଲାର ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦେଗଡ଼ ଠାରେ ଅନୁଷ୍ଠିତ ୭୯ ତମ ଜିଲା ସ୍ତରୀୟ…
Archives


