ଭୁୁଶୁଡ଼ିଲା ବିଦ୍ୟାଳୟ ଶ୍ରେଣୀ କୋଠରି ବାରଣ୍ଡା
ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କଲଣ୍ଡା ପଞ୍ଚାୟତ ସାମନ୍ତ୍ରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁରକ୍ଷିତ ଘୋଷିତ ଶ୍ରେଣୀ କୋଠରୀ ବାରଣ୍ଡାର ଖୁମ୍ବ ଓ କଂକ୍ରିଟ ଛାତ ଭୁଷୁଡି ପଡିଛି। ତେବେ ଏଥିରେ କାହାରି କିଛି…
୧୦ଟଙ୍କା ଦେଇ ମାଗଣା ଚାଉଳ ନେଲେ ହିତାଧିକାରୀ
ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍ ବ୍ୟାଘାତ ଯୋଗୁ ପ୍ରତ୍ୟେକ ୧୦ଟଙ୍କା ଲେଖାଏଁ ଦେଇ ମାଗଣା ଚାଉଳ ସଂଗ୍ରହ କଲେ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ। ଏଭଳି ଏକ ଘଟଣା ଘଟିଛି ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତରେ। ସୂଚନା…
ବଜ୍ରପାତରେ ଗଲା ୪ ଜୀବନ
ବେହେରା/ରିଆମାଳ,୨୬।: (ଭୂପେଶ ତିୱାରୀ/ ନିରଞ୍ଜନ ବେହେରା): ମଙ୍ଗଳବାର ବଜ୍ରପାତରେ କଳାହାଣ୍ଡି ଓ ଦେବଗଡ ଜିଲାର ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଳାହାଣ୍ଡି ଜିଲାର ଏକ ଚାଷୀ ପରିବାରର ୩ ମହିଳା ଥିବାବେଳେ ଦେବଗଡ ଜିଲା ରିଆମାଳ ବ୍ଲକ ଜୋଡାଗୋଳା…
ପୋଲିସ କର୍ମଚାରୀଙ୍କ ଦାୟିତ୍ୱହୀନତା: ନାବାଳିକା ଅପହରଣ ଅଭିଯୁକ୍ତ ଫେରାର
ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର ): ପୋଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଜଣେ ନାବାଳିକା ଅପହରଣ ଅଭିଯୁକ୍ତ ଦେବଗଡ ସ୍ବତନ୍ତ୍ର ଉପକାରାଗାର ସମ୍ମୂଖରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ…
ହୀରାକୁଦ ଡ୍ୟାମ୍ରେ ଚାକିରି ଦେବାକୁ କହି ଠକିନେଲେ ୩ଲକ୍ଷ ୫୦ ହଜାର
ଦେବଗଡ଼,୧୦।୯(ଶେଖର ଝାଙ୍କର): ହୀରାକୁଦ ଡ୍ୟାମରେ ମେକାନିକ ଚାକିରି ଦେବାକୁ କହି ଠକିନେଲେ ୩ଲକ୍ଷ ୫୦ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ରିଆମାଳ ଥାନା ଅନ୍ତର୍ଗତ ମୁଣ୍ଡଗୋହୀରା ଗ୍ରାମରେ । ମୁଣ୍ଡଗୋହୀରା ଗ୍ରାମର ଜଣେ ଯୁବକଙ୍କ ଠାରୁ ଦେବଗଡ ପୌରାଞ୍ଚଳ ପୁରୁଣାଗଡ଼ର…
ରେଲୱେ ସର୍ଭେ ଶେଷ ନେଇ ମିଛ ପ୍ରଚାର
ଦେବଗଡ଼,୭।୯(ଶଶାଙ୍କ ଶେଖର ଝାଙ୍କର)ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍ କରିବା ପାଇଁ ସର୍ଭେ ଶେଷ ସମ୍ପର୍କରେ ଦେବଗଡ଼ ଜିଲାରେ ଏକ ମିଛ ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ମିଛ ପୋଷ୍ଟ କରି ବାଃବାଃ ନେଉଛନ୍ତି ନେତା ଜିଲାର କେତେଜଣ ନେତା। ଘଟଣାରୁ…
ଅପହରଣ ଉଦ୍ୟମ ବେଳେ ନାବାଳକ ଉଦ୍ଧାର
ଦେବଗଡ଼, ୫।୯ (ଶଶାଙ୍କ ଶେଖର ଝାଙ୍କର ): ଜଣେ ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳକ ଜଣକ ଦେବଗଡ଼ ଥାନା ବିଜୟନଗର ଉଚ୍ଚ ବିଦ୍ୟାଳୟର ନବମ…
ରାସ୍ତା ଉନ୍ନତିକରଣ କାମରେ ଅନିମିୟତତା : ତଦନ୍ତ ପାଇଁ ବିଡିଓଙ୍କୁ ଗୁହାରୀ କଲେ କୁସୁମକଟା ଗ୍ରାମବାସୀ
ଦେବଗଡ,୩୦।୮(ଶଶାଙ୍କ ଶେଖର ଝାଙ୍କର ): ବାରକୋଟ ବ୍ଲକ ଦନ୍ତାରୀବାହାଳ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କୁସୁମକଟାରୁ ଗ୍ରାମ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ମାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଫଳରେ ପଞ୍ଚାୟତ…
ନାଲ୍କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ…
କୁରଡୋକୋଟ ଜଳପ୍ରପାତର ଉନ୍ନତିକରଣ ନେଇ ଡିଏଫ୍ଓଙ୍କୁ ଭେଟିଲା ଜିଲା ନାଗରିକ କମିଟି
ଦେବଗଡ଼,୨୫ା୮(ଶଶାଙ୍କ ଶେଖର ଝାଙ୍କର): କୁରଡୋକୋଟ ଜଳ ପ୍ରପାତ ଦେବଗଡ଼ ଜିଲା ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ। ଏଠାରୁ ଏସିଆର ଦ୍ୱିତୀୟ ହାଇଡ୍ରୋ ବିଦ୍ୟୁତ୍ ଉତ୍ପନ୍ନ ହେଉଥିଲା। ଉକ୍ତ ବିଦ୍ୟୁତ୍ ପ୍ରକଳ୍ପ ୨୦୧୬ରେ ଶତବାର୍ଷିକୀ ପାଳନ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ…
ଆସନ୍ତା ମାସ ସୁଦ୍ଧା ଶେଷ ହେବ ତାଳଚେର-ବିମଳାଗଡ଼ ରେଳ ଲାଇନ ଜମି ଅଧିଗ୍ରହଣ କାର୍ଯ୍ୟ
ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲା ନାଗରିକ କମିଟି ଦେବଗଡ଼ ଜିଲା ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ। ତାଳଚେର -ବିମଳାଗଡ଼ ରେଳପଥ ପାଇଁ ଦେବଗଡ଼ ଜିଲାରେ ଜମି ଅଧିଗ୍ରହଣ…
ବେଆଇନ ପିସ୍ତଲ ଜବତ, ଜଣେ ଗିରଫ
ଦେବଗଡ଼,୨୦।୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ ପୌରାଞ୍ଚଳ ମଠସାହିରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ଗୋଟିଏ ବେଆଇନ ପିସ୍ତଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ତୁଳସିପୁର ଗ୍ରାମର ଶରତ ଅଦାବରଙ୍କ…
Archives


