ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍
କଟକ,୧୮ା୨ (କାର୍ତ୍ତିକ ସାହୁ)ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆସନ୍ତା ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।...
ଯୁବବର୍ଗଙ୍କ ପାଇଁ ଖୁସିଖବର: ନିଯୁକ୍ତି ପରେ ନିଯୁକ୍ତି, କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଚୌଦ୍ବାର,୧୭।୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ କରିଛନ୍ତି । ୱେଲସ୍ପନ ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ପାର୍କ ନିର୍ମିତ ହେବ । ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ ହେବ । ୧୦...
ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା
ନିଶ୍ଚିନ୍ତକୋଇଲି,୧୭।୨ (ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଦନ ମଣ୍ଡପରେ ଏକ ନିଆରା ବାହାଘର ଦେଖିବାକୁ ମିଳଛି। ଏହି ବାହାଘରକୁ କଂଗ୍ରସେ କର୍ମୀ ଆୟୋଜନ କରିଛନ୍ତି। କଂଗ୍ରେସ ପିସିସି ସଭ୍ୟ ପ୍ରଦୀପ୍ତ ଦାସ ଦାୟିତ୍ୱ ତୁଲାଇଛନ୍ତି।...
ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍ ପିଟିସନ୍ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି
କଟକ,୧୬ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ପ୍ରତାପ ଜେନାଙ୍କ ପକ୍ଷରୁ ରୁଜୁ ରିଭିଜନ ପିଟିସନ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଏଥିରୁ ଓହରି ଯାଇଥିବାରୁ ମୁଖ୍ୟ...
ସାଇକେଲରୁ ପଡ଼ିଯାଇଥିବା ୭ ବର୍ଷର ନାବାଳିକାଙ୍କୁ ମେଡିକାଲ ନେବା ନାଁରେ କଲେ ଗଣବଳାତ୍କାର: ଏନ୍ଏଚ୍ଆର୍ସିରେ ମାମଲା ରୁଜୁ
କଟକ,୧୬ା୨ (କାର୍ତ୍ତିକ ସାହୁ) ମଧୁପାଟଣା ଥାନା ଅଧୀନ ନୂଆପଡ଼ା ବାଲିସାହି ଅଞ୍ଚଳରେ ଜଣେ ୭ ବର୍ଷୀୟ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ସରସ୍ବତୀ ପୂଜାରେ ଏଭଳି ଏକ ସ୍ପର୍ଶକାତର, ଅମାନୁଷିକ କାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ରେ ଶୁକ୍ରବାର ଏକ...
ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ମାମଲା: ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ନିର୍ଦ୍ଦେଶ
କଟକ,୧୬ା୨(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ନିଯୁକ୍ତି ୪ ସପ୍ତାହ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି...
କଟକରେ ନାବାଳିକାଙ୍କୁ ଟେକିନେଇ ଗଣବଳାତ୍କାର, ଏସସିବି ହସ୍ପିଟାଲରେ ଭର୍ତ୍ତି
କଟକ,୧୬।୨: ସରସ୍ବତୀ ପୂଜାରେ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଟେକିନେଇ ଗଣଦୁଷ୍କର୍ମ କରିଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ପୀଡ଼ିତା ବୟାନ ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ...
ମାଟ୍ରିକ ପରୀକ୍ଷାରେ ଏଆଇ ସର୍ଭିଲାନ୍ସ
କଟକ,୧୬ା୨ (କାର୍ତ୍ତିକ ସାହୁ):ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ଭିଲାନ୍ସର ଉପଯୋଗ କରାଯାଉଛି। ଏଭଳି ବ୍ୟବସ୍ଥା ଦେଶରେ ପ୍ରଥମଥର ପାଇଁ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ୧୫୦ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କେନ୍ଦ୍ରକୁ ଏଆଇ ସର୍ଭିଲାନ୍ସ ଜରିଆରେ...
ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ କରି କାନ୍ଦିଲେ ଅନୁଭବ
କଟକ,୧୫ା୨: ଓଲିଉଡ୍ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ଏଥିରେ ପୂରା ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଦୀର୍ଘଦିନ ଧରି ଅନୁଭବଙ୍କ ବାପା କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ତେବେ ଆଜି...
ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ
ଆଠଗଡ଼,୧୪ା୨: କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୁଧବାର ତୁମୁଳ କାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି...
୨ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼
ନିରାକାରପୁର,୧୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗ୍ରାମର ଜଣେ ବ୍ୟକ୍ତି ନିଶା କାରବାର କରୁଥିବା ଖବର ପାଇ ଏନ୍ଏଚ୍ ପାଟ୍ରୋଲିଂ ଗାଡ଼ି ସହିତ ସ୍ଥାନୀୟ ଥାନାର ଦୁଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ...
ରାଜପଥରେ ଓଲଟିଲା ବସ୍: କଣ୍ଡକ୍ଟର ମୃତ, ୧୩ ଯାତ୍ରୀ ଆହତ
କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍। କଟକ ଗୋପାଳପୁର ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ୍ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...
Archives


