କଟକ

ଖାର ପାଣିରେ ସିଝୁନି ଡାଲି, ଚାଉଳ

ବାଙ୍କୀ,୨୪ା୭(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ବାଙ୍କୀ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଗଉଡଛେଲି ଗ୍ରାମରେ ପାଣିରେ ଡାଲି, ଚାଉଳ ସିଝୁନାହିଁ। ଏପରିକି ପାଣି ପାନୀୟ ଉପଯୋଗୀ ମଧ୍ୟ ହୋଇପାରୁନାହିଁ।…

3 years ago

ଦାଉ ସାଧିଲା ସ୍ବଳ୍ପ, ଅନିୟମିତ ବୃଷ୍ଟିପାତ

ବଡ଼ମ୍ବା,୨୪।୭(ମାୟାଧର ମଲ୍ଲିକ): ବଡ଼ମ୍ବା ବ୍ଲକରେ ସ୍ବଳ୍ପ ଓ ଅନିୟମିତ ବୃଷିପାତ ଚଳିତ ବର୍ଷ କୃଷି ଓ କୃଷକଙ୍କ ଉପରେ ଦାଉ ସାଧିଛି। ଫଳରେ ଶତାଧିକ ଏକର ଚାଷ…

3 years ago

୫-ଟି ବିଦ୍ୟାଳୟରେ ଶିକ୍ଷକଙ୍କ ଅବହେଳା

ମାହାଙ୍ଗା,୨୩ା୭(ଯଯାତି ସିଂହ)ପିଲାମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ୫-ଟି ଯୋଜନାରେ ରୂପାନ୍ତରଣ କରୁଥିବାବେଳେ ଶିକ୍ଷକମାନଙ୍କ ଅବହେଳା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି।…

3 years ago

ପୋଲିସ ନିର୍ଯାତନା: ମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତ୍ୟୁ

କଟକ,୨୩ା୭(କାର୍ତ୍ତିକ ସାହୁ)କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରୁ ଶୁକ୍ରବାର ଫେରାର ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଶନିବାର ସକାଳେ ମହାନଦୀରୁ ଉଦ୍ଧାର କରାଯାଇଛି। ଯୋବ୍ରା ଆନିକଟ ନିକଟରେ…

3 years ago

ମାଲଗୋଦାମରେ ମସଲା ଅପମିଶ୍ରଣ

କଟକ,୨୨ା୭ (କାର୍ତ୍ତିକ ସାହୁ): କଟକ ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କିଛି ମାସ ବ୍ୟବଧାନ ପରେ ମାଲଗୋଦାମ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୁକ୍ରବାର କମିଶନରେଟ୍‌ ପୋଲିସ…

3 years ago

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କୋର୍ଟ ଛୁଟି

କଟକ,୨୨ା୭ (କାର୍ତ୍ତିକ ସାହୁ): ଆସନ୍ତା ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଉକ୍ତ ଦିନ ଓଡ଼ିଶା ହାଇକୋର୍ଟ ପକ୍ଷରୁ କୋର୍ଟ…

3 years ago

ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

କଟକ (କାର୍ତ୍ତିକ ସାହୁ)/ ପୁରୀ,୨୧ା୭(ଅଜିତ୍‌ ମହାନ୍ତି): ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାଡ୍‌ ଚତୁଃପାର୍ଶ୍ୱରୁ ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)…

3 years ago

ଦୁର୍ଘଟଣାରେ ସାଇକେଲ ଚାଳକଙ୍କ ଜୀବନ ଗଲା

ଚୌଦ୍ୱାର,୨୦ା୭(ଆଶୁତୋଷ ଦାସ): ୫୫ନମ୍ବର ଜାତୀୟ ରାଜପଥ କଟକ ଜିଲା ଚୌଦ୍ୱାର ଧୂମାବତୀ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ…

3 years ago

କଟକ ଡ୍ରେନ୍‌ ପୁଣି ଜୀବନ ନେଲା

କଟକ,୨୦ା୭(କାର୍ତ୍ତିକ ସାହୁ)ପୁଣି କାଳ ହୋଇଛି ମୁକୁଳା ଡ୍ରେନ୍‌। ଗତ ଶନିବାର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ବୁଧବାର ଅପରାହ୍ନରେ ଡ୍ରେନ୍‌ରୁ ଅଳିଆ ସଫା କରୁଥିବାବେଳେ…

3 years ago

ଜଷ୍ଟିସ୍‌ ଦୀପକ ମିଶ୍ର ପାଇବେ ‘ଉତ୍କଳ ରତ୍ନ’

କଟକ,୧୭ା୭ (କାର୍ତ୍ତିକ ସାହୁ): ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଚଳିତବର୍ଷ ପାଇଁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଉତ୍କଳ…

3 years ago